Posted inଫୁରସତ

ଜୁଲାଇର ଭାଗ୍ୟଫଳ: ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ମାନସମ୍ମାନ-ପଦୋନ୍ନତି

ନୂଆଦିଲ୍ଲୀ, ୨।୭: ବର୍ଷର ସପ୍ତମ ମାସ ହେଉଛି ଜୁଲାଇ। ଚଳିତ ମାସ କେତେକଙ୍କ ପାଇଁ ଶୁଭଫଳ ନେଇ ଆସିଥିବାବେଳେ ଅନ୍ୟ କେତେକଙ୍କ ଲାଗି ଅଶୁଭଫଳ ନେଇ ଆସିଛି। ଯେଉଁମାନେ ୧, ୧୦. ୧୯ ଏବଂ ୨୮ ତାରିଖରେ ଜନ୍ମ ହୋଇଥିବେ ସେମାନଙ୍କୁ ଚଳିତ ମାସରେ ମାନସମ୍ମାନ ପ୍ରାପ୍ତି ହେବାର ଯୋଗ ରହିଛି। ଏସବୁ ବ୍ୟକ୍ତିଙ୍କର ଆୟ ବଢ଼ିବାର ଯୋଗ ମଧ୍ୟ ରହିଛି। ସେହିପରି ୩,୧୨, ୨୧ ଏବଂ ୩୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି କାଶୀର ଜ୍ୟୋତିଷ ଗଣେଶ ଶର୍ମା କହିଛନ୍ତି। ଅପରପକ୍ଷରେ ଅନ୍ୟ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଧର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଗୁରୁବାର ସୋରିଷ ତେଲର ଅଟା ଦୀପ ଏବଂ ଶନିବାର ଓ ମଙ୍ଗଳବାର ରାଶିତେଲର ଦୀପ ଘରେ ଜାଳିବା ଦ୍ୱାରା ସୁଫଳ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ...

ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି ଲେଖି: ଫସିଲେ ୫୦ ସେଲିବ୍ରିଟି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ଭିଡ଼ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସେଲିବ୍ରିଟିମାନଙ୍କୁ ମହଙ୍ଗା ପଡ଼ିଛି। ବିହାରର ମୁଜାଫରପୁର ଜିଲାରେ ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ...

କପଡ଼ା ଦୋକାନ ଭିତରେ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ, ଦେଖିବାକୁ ଲୋକଙ୍କ ଭିଡ଼

ହାଇଦ୍ରାବାଦ,୬।୧୧: କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବା ଆସିବା ଏକ ସାଧାରଣ କଥା। କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା।...

ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଜୟପୁର,୧୭।୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜସ୍ଥାନର ନାଗୋରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ଜଣେ...

ଚକୋଲେଟ କଟେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାପତ୍ୟ ରହିଛି, ଯାହାର ସୁନ୍ଦରତା ଏବଂ ସ୍ବତନ୍ତ୍ରତା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିଭଳି ଏକ ନିଆରା ସ୍ଥାପତ୍ୟ ରହିଛି ପ୍ୟାରିସ୍‌ଠାରେ।...

ରୋଜ ଡେ’: ଟୁଇଟରରେ ବ୍ୟାଚେଲର କହିଲେ ‘ଅଚ୍ଛେଦିନ ଆୟେଗା’

ନୂଆଦିଲ୍ଲୀ: ଫେବୃୟାରୀ ୧୪ରେ ପାଳନ କରାଯାଉଛି ଭାଲେଣ୍ଟାଇନ୍‌ ଡେ’। ଆଉ ଏବେଠାରୁ ଆରମ୍ଭ ହେଲାଣି ଏହାର ପୂର୍ବ ପ୍ରସ୍ତୁତି। ଫେବୃୟାରୀ ୭ରେ ପାଳନ କରାଯାଉଛି ରୋଜ୍‌...

ମୌସୁମୀ ପାଗର ମଜା ନେଉଛି ମାଙ୍କଡ଼

ଆଧୁନୀକ ଯୁବକ ମଣିଷଙ୍କ ପରି ପଶୁପକ୍ଷୀ ମଧ୍ୟ ସ୍ମାର୍ଟ ହୋଇଯାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ ମୌସୁମୀ ପାଗର...

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଏହି ରିଭଲ୍‌ଭର୍‌

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା ସାରା ଦେଶରେ ଚହଳ ପକାଇଥିଲା। ଏହାପରେ କାନପୁରର ଅର୍ଡନାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *