Posted inଫୁରସତ

ସପ୍ତାହକୁ କରିପାରିବେ ସାଢ଼େ ୭ ଲକ୍ଷ ଟଙ୍କା ଆୟ

କରୋନା ଯୋଗୁ ଜାରି ରହିଛି ଲକ୍‌ଡାଉନ୍‌। ଏହି ସମୟରେ ଅଧିକାଂଶ ଲୋକ ନିଜ ଜୀବିକା ହରାଇ କେବଳ ଘରେ ବସିରହିଛନ୍ତି। ଏହି ସମୟରେ ଏକ କମ୍ପାନୀ ଏକ ସୁନ୍ଦର ଅଫର ଦେଇଛି। ମାତ୍ର ସପ୍ତାହରେ ଜଣେ ବ୍ୟକ୍ତି ସାଢ଼େ ୭ ଲକ୍ଷ ଟଙ୍କା ଆୟ କରିପାରିବ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିଡେଟ କମ୍ପାନୀ ଟୁସି ଏମିତି ଜଣେ କର୍ମଚାରୀ ଚାହୁଁଛି ଯିଏକି ତା’ର ସମସ୍ତ ଉତ୍ପାଦର ଟେଷ୍ଟିଂ କରିପାରିବ। ଏହି କମ୍ପାନୀ ଟୟଲେଟରେ ବ୍ୟବହୃତ ଜିନିଷ ବନାଇଥାଏ। ଏବେ କମ୍ପାନୀ ସବୁଠାରୁ ଆରାମଦାୟକ ଟୟଲେଟ ତିଆରି କରିବାକୁ ଯାଉଛି। ତେଣୁ କମ୍ପାନୀ ଏମିତି ଜଣେ କର୍ମଚାରୀ ଚାହୁଛି ଯିଏକି ସବୁ ପ୍ରକାର ଟୟଲେଟରେ ବସି ଶୌଚ କରିପାରୁଥିବ। ଏଥିସହ କେଉଁଟା ସବୁଠାରୁ ଆରାମଦାୟକ ଲାଗୁଛି ତାହା ସେ କହିପାରୁଥିବ। ତେବେ ଏହି ଚାକିରି ପାଇଁ ଇଚ୍ଛୁକ କର୍ମଚାରୀଙ୍କ ପାଖରେ ଲାଟେଷ୍ଟ ଟୟଲେଟ ବିଷୟରେ ଜ୍ଞାନ ଥିବା ଦରକାର। କେଉଁ ଟୟଲେଟ ଆରାମଦାୟକ, କେଉଁଟା କମ୍‌ ଆରାମଦାୟକ ସେ ବିଷୟରେ ଉକ୍ତ ବ୍ୟକ୍ତିକୁ ସୋସିଆଲ ମିଡିଆରେ ଶେୟାର କରିବାକୁ ପଡ଼ିବ। ଆପଣ କେତେ ଖାଇଥିଲେ ତା’ ହିସାବରେ କେତେ ପଟି କରିଛନ୍ତି ସବୁ କିଛି ଲେଖିବାକୁ ପଡ଼ିବ। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ନିଜର ଏକ ଭିଡିଓକରି ଏହି କମ୍ପାନୀକୁ ପଠାଇପାରବ। ଜଣେ ଏହି କମ୍ପାନୀ ପାଇଁ କାହିଁକି ଉପଯୁକ୍ତ ସେ ନେଇ ଭିଡିଓରେ କହିବାକୁ ପଡ଼ିବ। ଏଥିପାଇଁ ବୟସ ସୀମା ୨୧ରୁ ଊର୍ଦ୍ଧ୍ୱ ହୋଇଥିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?