ବେଦୀକୁ ଆସିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ
ଲକ୍ଷ୍ନୌ, ୨୭।୬- ଉତ୍ତର ପ୍ରଦେଶର କନୌଜ ଜିଲାରେ ଘଟିଯାଇଥିବା ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ବାହାଘର ପୂର୍ବରୁ ହଠାତ୍ କନ୍ୟାର ଜୀବନ ଚାଲିଯିବାରୁ ବରକୁ ଶେଷରେ ଖାଲି ହାତରେ ଫେରିବାକୁ ପଡ଼ିଛି। ଶୁକ୍ରବାର କାନପୁର ନିବାସୀ ସନ୍ତୋଷ...
୩୦ ବର୍ଷୀୟା ବିବାହିତା ମହିଳା ହଠାତ୍ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା
୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍ ଦିନେ ଜାଣିବାକୁ ପାଇଲେ ସେ ମହିଳା ନୁହଁ, ପୁରୁଷ ବୋଲି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଘଟଣା...
ବିଶ୍ୱର ସବୁଠୁ ଦାମୀ ଗିଟାର: ଯାହାର ମୂଲ୍ୟ ବଦଳରେ କିଣିପାରିବେ ୩ ବିମାନ
ବିଶ୍ୱରେ ଅନେକ ଅଧିକ ଦାମି ଜିନିଷ ଅଛି, ଯାହାର ମୂଲ୍ୟ ଆଶ୍ଚର୍ଯ୍ୟଜନକ। ବିଳାସପୂର୍ଣ୍ଣ ଘର ଏବଂ କାରଗୁଡିକ ସାଧାରଣତଃ କୋଟିକୋଟି ମୂଲ୍ୟରେ ହୋଇଥାଏ। ମାତ୍ର ଗିଟାର ମୂଲ୍ୟ କୋଟି କୋଟି ଟଙ୍କା ବାସ୍ତବରେ ଏହା ଆଶ୍ଚର୍ଯ୍ୟଜନକ। ଏପରି ଏକ ଗିଟାର...
ମାଡ଼ି ଆସୁଛି ବିପଦ, ଧ୍ୱଂସ ମୁହାଁ ହେଉଛି ପୃଥିବୀ: ଚେତାବନୀ ଦେଲେ ବୈଜ୍ଞାନିକ
ଓ୍ବାଶିଂଟନ, ୨୭।୬: ପୃଥିବୀ ସୃଷ୍ଟି ନେଇ ରହିଥିବା ତଥ୍ୟ ବେଶ୍ ରୋଚକ। ଏକ ତଥ୍ୟ ଅନୁସାରେ ୬ କୋଟି ୬୦ ଲକ୍ଷ ବର୍ଷ ତଳେ ଏକ ବିରାଟ ଉଲ୍କାପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା। ସେତେବେଳେ ପୃଥିବୀ ପୃଷ୍ଠରେ ଭୟଙ୍କର ଭୂକମ୍ପ...
ଏକ୍ସପର୍ଟଙ୍କ ପରି ଜେସିବି ଚଲାଉଛନ୍ତି ୫ ବର୍ଷର ବାଳକ, ପ୍ରଶଂସା କଲେ ସେହଓ୍ବାଗ୍
ଜେସିବି ଗାଡ଼ି ଚଲାଇବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। ମାତ୍ର ଜଣେ ୫ ବର୍ଷର ବାଳକ ବିନା ପ୍ରଶିକ୍ଷଣରେ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ଏହାକୁ ଚଲାଉଛନ୍ତି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...
ଓ୍ବାର୍କ ଫ୍ରମ୍ ହୋମ୍ରୁ ବଢ଼ୁଛି ପରୋକ୍ଷ ଯୌନ ଉତ୍ପୀଡ଼ନ
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲକ୍ଡାଉନ୍ ଲାଗୁହେବା ପରେ ବିଭିନ୍ନ କର୍ପୋରେଟ ସେକ୍ଟରରେ କର୍ମଚାରୀମାନେ ଘରେ ରହି କାମ କରିବା(ଓ୍ବାର୍କ ଫ୍ରମ୍ ହୋମ୍)କୁ ବାଧ୍ୟ ହୋଇଛନ୍ତି। ଏବେ କର୍ପୋରେଟ ଲାଇଫ୍ର ଏହା ଏକ ଅଙ୍ଗ ପାଲଟିଗଲାଣି। ହେଲେ ଅନେକ କ୍ଷେତ୍ରରେ...
ଭୂତଳ ଜଳ ସଞ୍ଚାଳନରୁ ଭୂକମ୍ପ
ନୂଆଦିଲ୍ଲୀ: ଭୂକମ୍ପ ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର କାରଣ ସମ୍ପର୍କରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ ମଧ୍ୟ ଗବେଷଣାଲବ୍ଧ ତଥ୍ୟ ପର୍ଯ୍ୟାପ୍ତ ନୁହେଁ। ତେବେ ନିକଟରେ ଅନ୍ତର୍ଜାତୀୟସ୍ତରରେ କରାଯାଇଥିବା ଏକ ଅଧ୍ୟୟନରୁ ଭୂଗର୍ଭରେ ଥିବା ପାଣିର ଗତିବିଧି ସୁନାମି...
ଟିକ୍ଟକ୍ କରୁଥିବାବେଳେ ଏମିତି କିଛି ଘଟିଲା ଯୁବତୀଙ୍କ ସହ
ଆଜିର ଯୁବପିଢି ଟିକଟକ୍ ଆପରେ ଭିଡିଓ ସେୟାର କରି ରାତାରାତି ଷ୍ଟାର ହେବାର ସ୍ବପ୍ନ ଦେଖୁଛନ୍ତି। ଅନେକ ମଧ୍ୟ ଏଥିରେ ସଫଳତା ହେଉଛନ୍ତି। ସେହିପରି ଅଧିକାଶଂ ଯୁବପିଢି ଟିକଟକ୍ ଭିଡିଓ ପ୍ରସ୍ତୁତ କଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ରହିଛି।...
ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ
ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ‘ଆତ୍ମନିର୍ଭର ଭାରତ’ ନାରା ଦେଇଛନ୍ତି। ଏହାପରେ ଦେଶରେ ଲୁକ୍କାୟିତ ଭାବେ ପ୍ରଭାବ ବିସ୍ତାର...
ଗୋଟିଏ ହାତ ନ ଥାଇ ବି କରୋନା ଯୁଦ୍ଧରେ ଲଢିବାକୁ ଅଣ୍ଟା ଭିଡିଛନ୍ତି କୁନିଝିଅ
ଉଡୁପି,୨୬।୬: କର୍ନାଟକର ଉଡୁପିରେ ରହୁଥିବା ୧୦ ବର୍ଷୀୟା ଝିଅ ସିନ୍ଦୁରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗୋଟିଏ ହାତ ନ ଥାଇ ବି ସେ କରୋନା ଯୁଦ୍ଧରେ ନିଜକୁ ସାମିଲ କରିପାରିଛନ୍ତି। ସିନ୍ଦୁରୀ ତାଙ୍କ ଗୋଟିଏ ହାତ...
ଖବରକାଗଜ ଖଣ୍ଡରୁ ଟ୍ରେନ୍ ପ୍ରସ୍ତୁତ କଲେ ବାଳକ, ପ୍ରଶଂସା କଲା ରେଳ ମନ୍ତ୍ରାଳୟ
ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍ଡାଉନ୍ ସ୍ଥିତି ଜାରି ରହିଥିଲା। ଫଳରେ ଲୋକମାନେ ନିଜ ନିଜ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ କିଛି ଲୋକଙ୍କର କ୍ରିଏଟିଭିଟି(ସୃଜନଶୀଳତା) ନଜରକୁ ଆସିଥିଲା। ଏହିଭଳି ଜଣେ ବାଳକ ଏବେ ଚର୍ଚ୍ଚାର ପରିସରକୁ...
ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ
ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଛି। ଏହି ନିଷ୍ପାପ ଶିଶୁ ଜଣଙ୍କ ବିଚାରପତିଙ୍କୁ କହିଛନ୍ତି ମୋତେ...
Archives


