Posted inଫୁରସତ

ପାପୁଲିରେ ଚାଉଳ ଦେଖି ପାଖକୁ ଆସିଲା ମୟୂର, ଆଉ ତାପରେ

ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଅନେକ ଖୁସି ଲାଗିଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାପୁଲିରୁ ମୟୂର ଚାଉଳ ଖାଉଛି।

ଏହି ଭିଡିଓକୁ ଅଥୀରାଜନ ଶ୍ରୀନିବାସନ ନାମକ ଜଣେ ଟୁଇଟର ୟୁଜର ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି ଯେ, ଏହାର ଲମ୍ବ ପ୍ରାୟ ୫ ଫୁଟ, ମୁଁ ଏହାଠାରୁ ବଡ ମୟୂର ଦେଖି ନାହିଁ।

ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ, ବ୍ୟକ୍ତି ଜଣକ ପାପୁଲିରେ କିଛି ଚାଉଳ ରଖିଛନ୍ତି। ମୟୂର ଏହାକୁ ଥଣ୍ଟରେ ସହିତ ଶୀଘ୍ର ଖାଉଛି।

ଏହି ଭିଡିଓକୁ ଅନେକ ପସନ୍ଦ କରିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଳେ ବୁଡ଼ି ରହିଛି ଏସବୁ ସହର

ଜଳବାୟୁ ପରିବର୍ତ୍ତନ ଯୋଗୁ ସମଗ୍ର ବିଶ୍ୱରେ ସମୁଦ୍ର ଜଳସ୍ତର ବଢ଼ିଚାଲିଛି। ଜଳସ୍ତର ବଢ଼ିବା ଯୋଗୁ କେତେକ ସହର ଅସ୍ତିତ୍ୱ ହରାଇଛନ୍ତି। ଅନ୍ତର୍ଜାତୀୟ ଟିମ୍‌ ପକ୍ଷରୁ କରାଯାଇଥିବା...

ଜାଣନ୍ତୁ ଏହି ସ୍ଥାନରେ କାହିଁକି ଦୋହଲିଥାଏ ପୃଥିବୀ

ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଅବିଶ୍ୱସନୀୟ ଲାଗିବ। ମାତ୍ର ଏପରି ଏକ ଚମତ୍କାରୀ ସ୍ଥାନ ରହିଛି ଛତିଶଗଡ଼ରେ। ଏଠାରେ ଛତିଶଗଡ଼ର...

ନିଜେ ବେସାହାରା, ହେଲେ କୁକୁର ପାଇଁ ତୋଳିଲେ ବିଳାସପୂର୍ଣ୍ଣ ଘର

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଫଟୋ ଏବଂ ଭିଡିଓ ବେଶ୍‌ ଶିକ୍ଷଣୀୟ ହୋଇଥାଏ। ଏବେ ସେମିତି ଏକ...

ବିଶ୍ୱର ସବୁଠୁ ଦାମୀ ଗିଟାର: ଯାହାର ମୂଲ୍ୟ ବଦଳରେ କିଣିପାରିବେ ୩ ବିମାନ

ବିଶ୍ୱରେ ଅନେକ ଅଧିକ ଦାମି ଜିନିଷ ଅଛି, ଯାହାର ମୂଲ୍ୟ ଆଶ୍ଚର୍ଯ୍ୟଜନକ। ବିଳାସପୂର୍ଣ୍ଣ ଘର ଏବଂ କାରଗୁଡିକ ସାଧାରଣତଃ କୋଟିକୋଟି ମୂଲ୍ୟରେ ହୋଇଥାଏ। ମାତ୍ର ଗିଟାର...

ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍‌…

ଓ୍ବିଣ୍ଡ୍‌ହୋକ୍‌,୧୦।୬: ପୃଥିବୀର ବୃହତ୍‌ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍‌(ଧୂସର ତିମି)। ଇତିମଧ୍ୟରେ ତିମିଟି...

ଆଙ୍ଗଲିଙ୍ଗ୍‌ ଗାଁକୁ ଚାଇନାର ଭୟ: ପ୍ରତିଘରେ ସିକ୍ରେଟ ଫୋର୍ସ ସଦସ୍ୟ

ଲେହ, ୧୪।୯: ପୂର୍ବ ଲଦାଖରେ ଏଲ୍‌ଏସି ଅଞ୍ଚଳରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚାଇନାର ପିପୁଲସ୍‌ ଲିବରେଶନ୍‌...

ଅଫିସ୍‌କୁ ଗୋଟିଏ ମିନିଟ୍‌ ବିଳମ୍ବରେ ଆସିଲେ ମିଳିବ କଡ଼ା ଦଣ୍ଡ

ଠିକ୍‌ ସମୟରେ ଅଫିସ୍‌ ଆସିବା ଏକ ଶୃଙ୍ଖଳିତ ନିୟମ। କିନ୍ତୁ ବେଳେବେଳେ କିଛି କର୍ମଚାରୀ ବିଳମ୍ବରେ ଆସିଥାନ୍ତି। ଅନେକ ସ୍ଥାନରେ କର୍ମଚାରୀଙ୍କୁ ଅନୁଗ୍ରହ ଅବଧି ଭାବରେ...

ଝିଅମାନେ ପ୍ରେମରେ ପଡିଲେ କେମିତି ଜାଣିବେ

ଟିନ୍‌ଏଜ୍‌ ବା ଯୁବ ବୟସରେ ସାଧାରଣତଃ ପୁଅ ଝିଅମାନେ ପ୍ରେମ କରି ବସିଥାଆନ୍ତି। ହେଲେ ପ୍ରେମ ମାମଲାରେ ପୁଅଟି ପ୍ରଥମେ କେମିତି ଝିଅଟିକୁ ପ୍ରପୋଜ୍‌ କରିବେ...

Advertisement
Archives

Model This Week