ଫୁରସତ

ସ୍ମାର୍ଟଫୋନ୍‌ ଡାଟାରୁ ଜାଣିହେବ ବ୍ୟକ୍ତିତ୍ୱ

ମୁନିକ: ସମାଜରେ ବିଭିନ୍ନ ପ୍ରକାରର ଲୋକ ବାସ କରିଥାନ୍ତି। ପୁଣି ଜଣଙ୍କର ବ୍ୟକ୍ତିତ୍ୱ ଅନ୍ୟଠାରୁ ଅଲଗା ହୋଇଥାଏ। କାହାର କାହାର ବ୍ୟକ୍ତିତ୍ୱ ଜାଣିବା ପାଇଁ ଗବେଷକ ଦୀର୍ଘ ଅଧ୍ୟୟନ ମଧ୍ୟ କରିଥାନ୍ତି। ତେବେ ଏଣିକି ବ୍ୟକ୍ତିତ୍ୱ ଜାଣିବା ଲାଗି ଅଧିକ...

୨,୫୦୦ ବର୍ଷର ପୁରୁଣା କଙ୍କାଳ ଠାବ

ଲଣ୍ଡନ: ମାନବ ସଭ୍ୟତାର କ୍ରମବିକାଶ ସହିତ ଆପରାଧିକ କାର୍ଯ୍ୟ ବଢ଼ିଥିବା ନେଇ ଏବେ ଗବେଷଣାରୁ ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣପୂର୍ବରେ ଥିବା ଚଲର୍ଟନ ହିଲ୍‌ ଅଞ୍ଚଳ ଅନ୍ତର୍ଗତ ଓ୍ବେନଡେଭର ନିକଟବର୍ତ୍ତୀ ଓ୍ବେଲଓ୍ବିକ୍‌ ଫାର୍ମରୁ ଏକ ପୁରୁଣା କଙ୍କାଳ ଠଶବ କରାଯାଇଛି। ମିଳିଥିବା...

ଜୀବନକୁ ବାଜି ଲଗାଇ ଛୁଆକୁ ଉଦ୍ଧାର କଲା ମା’ ମୂଷା: ଦେଖନ୍ତୁ ଭିଡିଓ

ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମାର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର ସନ୍ତାନ ପ୍ରତି ବିପଦ ଆସେ ନିଜ ଜୀବନକୁ ବାଜି ଲଗାଇ ଦିଏ ମା’...

ପାଣିରେ ବୁଡ଼ିଯିବାର ଅଭିନୟ କରୁଥିଲା ପିଲା, ପରେ ଘଟିଲା କିଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ ଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏକ ଭିଡିଓ...

ମା’ବାପାଙ୍କୁ ନିର୍ମମ ଭାବେ ହତ୍ୟାର ପ୍ରତିଶୋଧ: ୪୦ ତାଲିବାନ ଆତଙ୍କବାଦୀ ସହ ଏକ ଘଣ୍ଟା ଧରି ଲଢ଼ିଲେ ଏହି ଯୁବତୀ

ଅତୀତରେ ମଲାଲା ୟୁସୁଫଜାଇ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେଭଳି କିଛି କାମ କରି ଆଫଗାନିସ୍ତାନର ଜଣେ ୧୬ ବର୍ଷ ବୟସ୍କା ଯୁବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଲିବାନର ଆତଙ୍କବାଦୀମାନେ ମା’ବାପାଙ୍କୁ ହତ୍ୟା...

ପ୍ରତିରୋଧକ ଶକ୍ତି ବଢ଼ାଇବ ‘ଆଣ୍ଟି କରୋନା ଟି’

ଓ୍ବାରାଙ୍ଗାଲ,୨୨।୭: ସାରା ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି। କରୋନା କାଳରେ ଯେଉଁଠି ଲୋକମାନେ ରାସ୍ତା ଉପରେ ଥିବା ଠେଲା ଦୋକନକୁ ଯିବା ପାଇଁ କି ସେଠାରୁ କିଛି ଖାଇବାକୁ ଡରୁଛନ୍ତି।...

ଗୋଡ଼ାଇକି ନୁହେଁ ଉଡ଼ିକି କାମୁଡ଼େ ଏହି ସାପ: ଦେହରୁ ଝଡ଼ାଇ ଦିଏ ମାଂସ

ଆମ ବିଶ୍ୱରେ ଅନେକ ସ୍ଥାନ ଅଛି, ଯାହା ରହସ୍ୟ ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଏପରି କେତେକ ସ୍ଥାନ ଅଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତ ଆଉ କେତେକ ବିପଦରେ। ଆପଣ କେବେ ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି...

କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ

ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର ସଦ୍ୟତମ ଉଦାହରଣ ବିହାରରେ ଘଟିଛି। ଏଠାରେ ହତ୍ୟା କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ...

କରୋନା ପାଇଁ ଲେହରେ ଫସିଛନ୍ତି ମା’, ଶିଶୁ ପାଇଁ ପ୍ଲେନ୍‌ରେ ପଠାଉଛନ୍ତି କ୍ଷୀର

ମା’ର ମମତା ସହ କୌଣସି ଜିନିଷକୁ ତୁଳନା କରାଯାଇ ପାରିବ ନାହିଁ। ମା’ ନିଜ ପିଲା ପାଇଁ କିଛି ବି କରିବାକୁ ପଛାଇ ନ ଥାଏ। ଏଥିପାଇଁ ଭାରତର ଲେହରେ ରହୁଥିବା ଜଣେ ମା’ ଏବେ ଚର୍ଚ୍ଚାରେ। କାରଣ ଏହି...

କ୍ୱାରାଣ୍ଟାଇନରେ ଥିବା ସମୟରେ ଗଲେ କେଶ କାଟିବାକୁ : ଲାଗିଲା ଏତିକି ଟଙ୍କାର ଜରିମାନା

ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ କେଶ କାଟିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ୭,୬୦୦ ଡଲାର ଫାଇନ୍‌ ଲାଗିଛି। ଯାହାକି ଭାରତୀୟ ମୂଲ୍ୟରେ ୫ ଲକ୍ଷ ୬୭ ହଜାର ୫୫୩ ଟଙ୍କା ହେବ। ଏକ ରିପୋର୍ଟ ଅନୁଯାୟୀ,...

ପୃଥିବୀ ନିକଟରେ ଥିବା ଏହି ଗ୍ରହରେ ୩୭ ଜ୍ୱାଳାମୁଖୀ, ଏହାକୁ କୁହାଯାଉଛି କରୋନା

ପୃଥିବୀ ନିକଟରେ ଏମିତି ଏକ ଗ୍ରହ ଅଛି, ଯାହା ଉପରେ ୩୭ଟି ଜ୍ୱାଳାମୁଖୀ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଏହି ସମୟରେ ଏହା ବିସ୍ଫୋରଣ ହେଉଛି। ଏପରିକି କିଛି କିଛି ବ୍ୟବଧାନରେ ବିସ୍ଫୋରଣ ଘଟୁଛି। ଏହି ଗ୍ରହ ଭୌଗୋଳିକ ରୂପରେ ବହୁତ...

କରୋନା ରୋଗୀଙ୍କ ପାଇଁ ଶସ୍ତା ଭେଣ୍ଟିଲେଟର ତିଆରି କଲେ ମହିଳା

କରୋନା କବଳରେ ସମଗ୍ର ବିଶ୍ୱ। ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ ଏହି କରୋନା କାଳରେ ଯେଉଁମାନଙ୍କ ନିକଟରେ ଚିକିିତ୍ସା ବ୍ୟବସ୍ଥା ପହଞ୍ଚି ପାରୁ ନାହିଁ ସେମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri