ବାଘ ଆଗକୁ ଚାଲି ଆସିଲା ଅଜଗର; ଆଉ ତା ପରେ…..
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଖାଦ୍ୟ ପାଇଁ ହାତୀ-ହାତୀ ମଧ୍ୟରେ ଲଢେଇ ତ ଆଉ କେତେବେଳେ ବାଘ-ସିଂହ ମଧ୍ୟରେ ଲଢେଇ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି...
ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୪୦ ଫୁଟ ତଳକୁ ଡେଇଁଲେ ୨ ଭାଇ: ଆଉ ତାପରେ …
ଫ୍ରାନ୍ସ: ସୋସିଆଲ ମିଡିଆରେ ଅନେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିବା ପରେ ହୋସ୍ ଉଡିଯିବ। ଫ୍ରାନ୍ସରେ ଅଗ୍ନିକାଣ୍ଡ ଘଟିଥିବା ଏକ ଆପାର୍ଟମେଣ୍ଟର...
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ଙ୍କ ନୂଆ ନିୟମ: ମାସ୍କ ନ ପିନ୍ଧିଲେ ମିଳିବ ଏମିତି କଠୋର ଦଣ୍ଡ
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ତାଙ୍କ ଦେଶରେ ନୂତନ ନିୟମ ଲାଗୁ କରିଛନ୍ତି। ତେବେ ଏଠାରେ ଏପରି ଅନେକ ନିୟମ ଅଛି, ଯାହା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଲାଗୁ ହୋଇଥିବା ନିୟମ କରୋନା ସମ୍ବନ୍ଧୀୟ। ଉତ୍ତର କୋରିଆର...
କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…
ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍ ମଧ୍ୟ ମିଳିବା କଷ୍ଟକର...
ଅଧା ସିଝା ମାଛ ତରକାରୀ ଖାଇବା ଏହି ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଯାହା ଦେଖି ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା କବଳିତ। ଲୋକେ ଏଥିରୁ ନିସ୍ତାର ପାଇବା ପାଇଁ ବାଟ ଖୋଜୁଛନ୍ତି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାରରସ୍ ବିଶ୍ୱରୁ କେବେ ମୂଳପୋଛ ହେବ ସେ ନେଇ ସମସ୍ତେ ଚିନ୍ତାରେ। ଠିକ୍ ଏହି...
ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍ ରେସ୍
କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍ଡାଉନ୍ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍ଡାଉନ୍ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି ଥରେ ଲକ୍ଡାଉନ୍ ଲାଗୁ କରାଯାଇଛି। ତେବେ ଏହାରି ମଧ୍ୟରେ ନିକଟରେ ପୋଲାଣ୍ଡର ଲାବଲିନ...
ଘରେ ଖାଇବାକୁ ନାହିଁ, ମାତ୍ର ୩୦୦ ଟଙ୍କାରେ ମୂଲ ଲାଗୁଛନ୍ତି ଏହି ଗୋଲ୍ଡ ମେଡାଲିଷ୍ଟ
ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ ମୂଲ ଲାଗିବାକୁ ଯାଉଛନ୍ତି। ଯାହାଙ୍କୁ ଲୋକମାନେ ଦିନେ କରତାଳି ମଧ୍ୟରେ ଉତ୍ସାହିତ କରୁଥିଲେ,...
କରୋନାକୁ ଦୁର୍ବଳ କରୁଛି ଶରୀରର ଏହି ଭିଟାମିନ୍: ଏସବୁ ଦେଶରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍
ସମଗ୍ର ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ କିଛି ଦେଶରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଦେଶରେ ଏହା ବହୁତ କମ୍ ରହିଛି। ଏପରି ହେବା ପଛର କାରଣଟି ହେଲା ଲୋକଙ୍କ ଶରୀରରେ ଥିବା...
ଚାଷ ଜମିରେ କରୋନା ସଚେତନତା ବାର୍ତ୍ତା ଲେଖିଲେ ସଚିନ
କୋହ୍ଲାପୁର,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରି ସ୍ଥଳେ ମାସ୍କ୍ ପିନ୍ଧିବା, ନିୟମିତ ସମୟ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ଆଦି ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ମହାରାଷ୍ଟ୍ର କୋହ୍ଲାପୁରର ସାଲଗାଓଁରେ ଜଣେ...
ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା
ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ ଦାୟିତ୍ୱ ଦେଇଥାନ୍ତି। କିନ୍ତୁ ଯେବେ ଏହି ଲକ୍ଷ୍ମୀପ୍ରତିମା ସେମାନଙ୍କୁ ଧୋକା ଦେଇଥାଏ ସେତେବେଳେ...
ନ୍ୟାଶନାଲ ରିଫ୍ରେଶମେଣ୍ଟ୍ ଡେ’: ବ୍ୟସ୍ତବହୁଳ ଜୀବନରେ ମନ ହାଲୁକା କରେ
ପ୍ରତିବର୍ଷ ଜୁଲାଇ ଚତୁର୍ଥ ଗୁରୁବାର ନ୍ୟାଶନାଲ ରିଫ୍ରେଶ୍ମେଣ୍ଟ ଡେ’ ପାଳନ କରାଯାଏ। ୨୦୧୮ରେ ଏହିି ଦିବସ ଜୁଲାଇ ୨୬ ଓ ୨୦୧୯ରେ ଜୁଲାଇ ୨୫ରେ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ୨୩ ଜୁଲାଇରେ ପାଳନ କରାଯାଉଛି। ଆମେରିକାର ଭର୍ମୋଣ୍ଟ...
ମୃତଦେହ ମେଳରେ ମହୋତ୍ସବ
ଜାକର୍ତ୍ତା: ମୃତଦେହ ମେଳରେ ପର୍ବ। ଏଥିପାଇଁ କାଠବାକ୍ସରେ ସଂରକ୍ଷିତ କରି ପାହାଡ଼ ଗୁମ୍ଫାରେ ରଖାଯାଇଥାଏ ମରଶରୀର। ପ୍ରତି ୩ବର୍ଷରେ ଥରେ ମୃତକଙ୍କ ପୁଣ୍ୟତିଥିରେ କାଠବାକ୍ସରୁ ମୃତକଙ୍କୁ ବାହାର କରାଯାଏ ଏବଂ ଏହାପରେ ଆରମ୍ଭ ହୋଇଥାଏ ମହୋତ୍ସବ ‘ମାନେନେ’। ସାଧାରଣତଃ ମୃତଦେହକୁ...
Archives


