Posted inଫୁରସତ

ଦେଖନ୍ତୁ ବୁଲେଟ୍‌ ଟ୍ରେନ୍‌ରେ କିପରି ବସିଲା ମାଙ୍କଡ଼

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ଘୁଷୁରି ଦୌଡ଼ୁଥିବା ବେଳେ ୨ ମାଙ୍କଡ଼ ତାହା ପିଠି ଉପରେ ଚଢ଼ିଯାଉଛନ୍ତି । ପରେ ସେ ମାଙ୍କଡ ଦୁଇଟିଙ୍କୁ ପିଠିରେ ନେଇ ଜଙ୍ଗଲ ବୁଲାଉଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ବୁଲେଟ୍‌ ଟ୍ରେନ୍‌, ସାଉଣ୍ଡ ଅନ୍‌ । ଏବେ ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଏମିତି ସମୟ ବିତାଉଛନ୍ତି କୋଟିପତି

କରୋନା ଭାଇରସ ସହ ସମଗ୍ର ବିଶ୍ୱ ଏବେ ଲଢ଼େଇ କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପରି ପଦକ୍ଷେପ ନିଆଯାଉଛି। ଏଥିସହ...

ଏମିତି ବିବାହ ଡ୍ରେସ୍‌ ତିଆରି କରି ଚର୍ଚ୍ଚାରେ ଯୁବତୀ, ଦେଖିଲେ କରିବେ ପ୍ରଶଂସା

ବିବାହ ସମୟରେ ପ୍ରତ୍ୟେକ ଯୋଡ଼ି ଚାହିଁଥାନ୍ତି ତାଙ୍କ ଡ୍ରେସ୍‌ ସବୁଠୁ ସୁନ୍ଦର ହେଉ। ସମସ୍ତଙ୍କ ନଜର ତାଙ୍କ ଉପରେ ରହୁ। ଏଥିପାଇଁ ବହୁ ଦାମୀ ଡ୍ରେସ୍‌...

ଆସନ୍ତା ୭ ଦିନ ମଧ୍ୟରେ ମହାକାଶରେ ଘଟିବାକୁ ଯାଉଛି ଏସବୁ ଘଟଣା

ନୂଆଦିଲ୍ଲୀ: ଗ୍ରହମାନଙ୍କର ପରିବର୍ତ୍ତିତ ଗତିବିଧି ହେତୁ ୧୪ରୁ ୨୦ଜୁଲାଇ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହା ସ୍ବତନ୍ତ୍ର ହେବାକୁ ଯାଉଛି। ଜାଣନ୍ତୁ ଏହି ବିରଳ ସଂଯୋଗ ଭାରତକୁ...

ନିଆଁକୁ ଆୟତ୍ତ କରିବା ମୁଖ୍ୟ ଲକ୍ଷ୍ୟ

କୌଣସିଠାରେ ନିଆଁ ଲାଗିଲେ ଦମକଳ ବାହିନୀ ପହଞ୍ଚି ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥାନ୍ତି। ସେମାନଙ୍କ କାର୍ଯ୍ୟ ଏବଂ ଦାୟିତ୍ୱବୋଧକୁ ସମ୍ମାନ ଜଣାଇବା ପାଇଁ...

‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ...

ରକ୍ତତୀର୍ଥ ଜାଲିଆନୱାଲାବାଗ

ସମୟ ଅପରାହ୍ନ, ଜୁନ୍‌ ୯ ତାରିଖ। ଅମୃତସରର ସ୍ବର୍ଣ୍ଣମନ୍ଦିର ଉପକଣ୍ଠରେ ରହିଥିବା ଏହି ପବିତ୍ର ସ୍ଥାନ ଦର୍ଶନ ପାଇଁ ଯାଇଥାଏ ମୁଁ। ଇତିହାସ ପୃଷ୍ଠାରେ ପଢ଼ିଥିବା...

ଶହଶହ କଇଁଛଙ୍କ ପିଠିରେ ଡେଉଁଛି ବତକ ଛୁଆ

ଦୁନିଆରେ ଅନେକ ବିଚିତ୍ର ଫଟୋ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଫଟୋ ହଜାର ଶବ୍ଦ ପ୍ରକାଶ କରିଥାଏ। କମେଡି ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ପ୍ରତିଯୋଗିତା-୨୦୨୨...

ବୃଷଭ ବିଚାର

ଆଜି ଆମ ଏରିଆର ଷଣ୍ଢମାନଙ୍କ ଏକ ମିଟିଂ ବସିଥିଲା । ବୁଲା ଫାଙ୍କାରେ ବୁଲୁଥିବା ଷଣ୍ଢମାନଙ୍କ ଚିନ୍ତାର କାରଣ ହେଲା ଆସନ୍ତା ରାଖୀ ପୂନେଇଁ ।...

Advertisement
Archives

Model This Week