Posted inଫୁରସତ

୧୦୩ ବର୍ଷରେ ହାତରେ ପ୍ରଥମ ଟାଟୁ କଲେ ଏହି ମହିଳା

୧୦୩ ବର୍ଷୀୟା ଜଣେ ମହିଳା ହାତରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାରେ ରହୁଥିବା ଡୋରଥି ପଲକ ନାମକ ଏହି ମହିଳା ଜଣଙ୍କ ହାତରେ ବେଙ୍ଗ ଟାଟୁ କରିଛନ୍ତି। କରୋନା ଯୋଗୁ ସେ ମିଶିଗନସ୍ଥିତ ଏକ ହସ୍ପିଟାଲରେ ଆଇସୋଲେଟ୍‌ ଥିଲେ। ସେଠାରେୁ ଫେରିବା ପରେ ହାତରେ ଟାଟୁ କରିବା ପାଇଁ ଜିଦ୍‌ ଧରିଥିଲେ ବୋଲି ତାଙ୍କ ନାତୁଣୀ ଟେରେସା ଜାଭିଟଜ୍‌ ଜୋନ୍ସ କହିଛନ୍ତି। ପୂର୍ବରୁ ମୋ ନାତୀମାନେ ଟାଟୁ କରିବାକୁ କହୁଥିଲେ ମୁଁ କରୁ ନ ଥିଲି। ଏବେ କିନ୍ତୁ କରିବି ବୋଲି କହିବାରୁ ଏକ ଟାଟୁ ଆର୍ଟିଷ୍ଟଙ୍କୁ ଘରକୁ ଡକାଯାଇଥିଲା। ଡୋରଥୀଙ୍କୁ ବେଙ୍ଗ ପସନ୍ଦ ଥିବାରୁ ତାଙ୍କ ହାତରେ ବେଙ୍ଗ ଟାଟୁ କରାଯାଇଥିଲା ବୋଲି ଜୋନ୍ସ କହିଛନ୍ତି। ଚଳିତବର୍ଷ ଜୁନ୍‌ ମାସରେ ଡୋରଥୀ ୧୦୩ତମ ଜନ୍ମଦିନ ପାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ନଦୀ ‘ରୋଏ’

ୱାଶିଂଟନ: ଭାରତରେ ଅନେକ ନଦୀ ବହିଛି। ହେଲେ ଆମେ ସେହି ନଦୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତିକ୍ରମ କରିବାକୁ ଆମକୁ ବହୁ ମାସ ସମୟ ଲାଗିଯିବ।...

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌...

ଏହି ମନ୍ଦିରରେ ଗୋଟିଏ ଲେମ୍ବୁର ଦାମ ହଜାର ହଜାର ଟଙ୍କା….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲାରେ ରହିଛି ଏକ ମନ୍ଦିର। ଏଠାରେ ଗୋଟିଏ ଲେମ୍ବୁ ହଜାର ହଜାର ଟଙ୍କାରେ...

ଆକାଶବାଣୀ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜ

ଦିନଥିଲା ଯେତେବେଳେ ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ବନ୍ଦନା କାର୍ଯ୍ୟକ୍ରମ ପରେ ପରେ ଏକ ସୁମଧୁର ଧୂନ୍‌ ବାଜିଉଠୁଥିଲା ତା’ପରେ ଆନାଉନ୍‌ସର କହୁଥିଲେ-ଏଥର ଶୁଣନ୍ତୁ...

ଆମେ ଆଉ ପ୍ଲାଷ୍ଟିକ୍‌ ବୋତଲ

କାଚପରି ସ୍ବଚ୍ଛ କିନ୍ତୁ କାଚ ତୁଳନାରେ ଢେର ହାଲୁକା । ତଳେ ପଡିଲେ ଭାଙ୍ଗିବନି କି ଫାଟିବନି। ଯେଉଁଠି ଲିଟରେ ପାଣି ରଖିବାକୁ ଆବଶ୍ୟକ ହେଉଥିଲା...

ଅବସର ପରେ…

ଜୀବନ କର୍ମମୟ । କର୍ମ ହିଁ ଜୀବନ । ତେଣୁ ମଣିଷ କାମ କରେ । ହେଲେ ବୟସର ଅପରାହ୍ଣରେ ପହଞ୍ଚିଲା ପରେ ଧାଁ ଦଉଡ଼ ଜୀବନରୁ...

ମେଦବହୁଳତା ଯୋଗୁ ଭାଙ୍ଗିଲା ବିବାହ: ଓଜନ ହ୍ରାସ କରି ଜିତିଲେ ‘ମିସ୍‌ ଗ୍ରେଟ ବ୍ରିଟେନ’

ଅତ୍ୟଧିକ ମେଦବହୁଳତା ସମସ୍ତଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ। ଏଥିଯୋଗୁ ବସିବା, ଉଠିବା ବା କାମ କରିବା କଷ୍ଟକର ହୋଇପଡିଥାଏ। ବେଳେ ବେଳେ ଲୋକମାନେ ଏଥିଯୋଗୁ...

ଏହି ମନ୍ଦିରକୁ ଦେଶବିଦେଶରୁ ଆସନ୍ତି କିନ୍ନର ଜାଣନ୍ତୁ କାହିଁକି

ଦେଶରେ ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଉପରୁ କେବେ ପରଦା ଉଠିନାହିଁ। ଏମିତି ଏକ ମନ୍ଦିର ଗୁଜୁରାଟର ମେହସାଣା ଜିଲାରେ ଅଛି। ଏହି ମନ୍ଦିରରେ...

Advertisement
Archives

Model This Week