ନିଜେ ମାସ୍କ ନ ପିନ୍ଧି ଚାଲାଣ କାଟୁଥିଲେ ଥାନାଧିକାରୀ: ଘଟିଲା ଏମିତି କିଛି..

ଲକ୍ଷ୍ନୌ, ୧୨।୮: କରୋନା ସଂକ୍ରମରରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉତ୍ତରପ୍ରଦେଶର ଜଣେ ଥାନାଧିକାରୀ ମାସ୍କ ନ ପିନ୍ଧି ଚାଲାଣ କଟିବା ତାଙ୍କୁ ଭାରି ପଡିଛି।
ବଣ୍ଡି ଥାନା ଅଧିକାରୀ ସୁଭାଷ ଚନ୍ଦ୍ର ସିଂ ଗାଡି ଯାଞ୍ଚ ସମୟରେ ପଥଚାରୀ ଏବଂ ସାଇକେଲ ଚାଳକଙ୍କଠାରୁ ମାସ୍କ ନ ପିନ୍ଧିବା ନେଇ ଜରିମାନରା ଆଦାୟ କରୁଥିଲେ। ମାତ୍ର ଏହି ସମୟରେ ସେ ନିଜେ ମାସ୍କ ପିନ୍ଧି ନ ଥିଲେ। ଏ ନେଇ ସ୍ଥାନୟ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଅଧିକ୍ଷକ ବିପିନ ମିଶ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି।
ଏ ନେଇ ପୋଲିସ ଅଧିକ୍ଷକ ମିଶ୍ର କହିଛନ୍ତି, ମାସ୍କ ପିନ୍ଧିବା ଦ୍ୱାରା ନିଜ ପରିବାରର ଏବଂ ଜନସାଧରାରଣଙ୍କ ସୁରକ୍ଷା ହୋଇଥାଏ। ଯଦି ଆମ ଅଧିକାରୀମାନେ ଏତେ ଛୋଟ କଥାକୁ ଧ୍ୟାନ ଦେଇପାରୁ ନାହାନ୍ତି, ତେବେ ଆମେ ସମାଜକୁ କ’ଣ ବାର୍ତ୍ତା ଦେବୁ। ଏଥିସହ ନିୟମ ସମସ୍ତଙ୍କ ପାଇଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ପିଆଇ ମାଲିକାନା ୧୯.୫%କୁ ହ୍ରାସ

ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍‌...

ଫିଲିପାଇନ୍ସରେ ଦେଖାଗଲା ମଣିଷ ଉଚ୍ଚତାର ବାଦୁଡ଼ି

ନୂଆଦିଲ୍ଲୀ, ୨୮।୬- ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଯୋଗୁ ଇତିମଧ୍ୟରେ ବିଶ୍ୱରେ ଏକ କୋଟିରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୫ ଲକ୍ଷ...

ବିଚିତ୍ର ବିଲେଇ: ପାଣିରେ କରୁଛି ଶିକାର

ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଭର୍ଭରେ ଥିବା ଫିସିଂ କ୍ୟାଟ୍‌ ବା ମାଛ ଶିକାର କରୁଥିବା ବିଲେଇ ଦେଖିବାକୁ ମିଳେ। ପାନ୍ନା ଟାଇଗର ରିଜର୍ଭ ହେଉଛି ବିଲୁପ୍ତ...

କରୋନା ଭ୍ୟାକ୍ସିନକୁ ନେଇ ଖୁବ୍‌ଶୀଘ୍ର ମିଳିପାରେ ଖୁସି ଖବର

ଜେନେଭା,୧୭।୫: କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରା ବିଶ୍ୱକୁ ତା’କବଳକୁ ନେଇ ଯାଇଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୧୧୬ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ଶନିବାର ରାଜ୍ୟରେ ୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୬...

ଆଜି ରାଜ୍ୟରେ ପୁଣି ୧୫୪୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୧୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୫୪ଜଣ ଲୋକାଲ କେସ୍‌ ଥିବା...

ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନ: ମାଟିତଳେ ରହିଛି ୬୦ଲକ୍ଷ ଖପୁରି

ବିଶ୍ୱରେ ଏମିତି ସ୍ଥାନ ଅଛି ଯେଉଁଠିକି ଯିବାକୁ ଦିନରେ ମଧ୍ୟ ଭୟ ଲାଗିବ। ଆଉ ଏମିତି ବି କିଛି ସ୍ଥାନ ରହିଛି ଯାହାକୁ ଦେଖିଲେ ବା...

ଚାନ୍ଦୁଆ ଦେଇଛି ରୋଜଗାର

ପିଲାଦିନେ ବାପଘରେ ଶିଖିଥିବା ଚାନ୍ଦୁଆ ସିଲେଇ କାମ ତାଙ୍କୁ ଦେଇପାରିଛି ରୋଜଗାର ଓ ସମ୍ମାନ। ଏଥିରେ କେବଳ ସେ ଏକା ନୁହନ୍ତି ବରଂ ଆଉ କେତେଜଣଙ୍କୁ...

Advertisement
Archives

Model This Week