Posted inଫୁରସତ

 ଦୌଡରେ ସାମିଲ ହେଲେ ୫୦ ହାତୀ: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ହାତୀପଲ ଦୌଡରେ ସାମିଲ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ହାତୀପଲ ନଦୀ କୂଳରେ ଦୌଡୁଛନ୍ତି। ଦୌଡରେ ଛୁଆ ହାତୀ ମଧ୍ୟ ସାମିଲ ହୋଇଥିବା ଦେଖାଯାଇଛି। ଆଇଏଫଏସ୍‌ ସୁଶାନ୍ତ ନନ୍ଦ ଉକ୍ତ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ବିଶ୍ୱ ହାତୀ ଦିବସ ଉପଲକ୍ଷେ ଅନୁଷ୍ଠିତ ଗଣଦୌଡ ସମାରୋହରେ ଅଂଶଗ୍ରହଣ କରିଥିବା ୫୦ ହାତୀ। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷର ବାଳକ କାଗଜରେ ତିଆରି କଲେ ମା’ ଦୁର୍ଗାଙ୍କ ମୂର୍ତ୍ତି

ସାଧାରଣତଃ ମାଟିରେ ମୂର୍ତ୍ତି ନିର୍ମାଣ କରାଯାଇଥାଏ। କିନ୍ତୁ ପଶ୍ଚିମବଙ୍ଗ ହୁଗୁଳିର ଜଣେ ନାବାଳକ କାଗଜରେ ପ୍ରତିମା କରି ଘରେ ପୂଜା କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା...

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା...

ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହେଲେ ଏହି ମହିଳା, ପିଲାଙ୍କ ପାଇଁ ସପ୍ତାହକୁ ଖର୍ଚ୍ଚ ହୁଏ…

ରୁଷିଆର ଜଣେ ମହିଳା ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ୨୩ ବର୍ଷୀୟା କ୍ରିଷ୍ଟିନାଙ୍କ ସ୍ବାମୀ ଜଣେ...

ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର...

ପରିବାରଲୋକଙ୍କୁ ଭିସା ମିଳିଲାନି, ଏକୁଟିଆ ରାଜସ୍ଥାନ ଆସି ବିବାହ କଲେ ବିଦେଶୀ କନ୍ୟା

ନୂଆଦିଲ୍ଲୀ: ରାଜସ୍ଥାନର ସିକରର ପିପ୍ରାଲି ରୋଡ୍‌ ଅଞ୍ଚଳରେ ଜଣେ ଦେଶୀ ବର ଏବଂ ବିଦେଶୀ କନ୍ୟାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କନ୍ୟାଙ୍କ ଘର...

ବର୍ଷା ବିନ୍ଦୁ ଦେଖି ଏମିତି ପ୍ରତିକ୍ରିୟା ଦେଲା କୁକୁର, ଦେଖନ୍ତୁ ମଜାଳିଆ ଭିଡିଓ

ବିଶ୍ୱରେ ପ୍ରତି ଜିନିଷ, ଜୀବଜନ୍ତୁକୁ ପ୍ରକୃତି ସୃଷ୍ଟି କରିଛି। ପ୍ରତି ମୁହୂର୍ତ୍ତରେ ପ୍ରକୃତି ନିଜର ରୂପ ରଙ୍ଗ ବି ବଦଳାଇଥାଏ। ମଣିଷ ଏହାକୁ ବୁଝିପାରେ ଏବଂ...

୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି...

ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ପାଳିଲେ ୮୦ତମ ବିବାହ ବାର୍ଷିକୀ

ଟେକ୍ସାସ,୧୮।୧୨: ଆମେରିକାର ଟେକ୍ସାସ ସହରରେ ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ନିଜର ୮୦ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଲଙ୍ଗହର୍ନ ସହରରେ ରହୁଥିବା ୧୦୬ ବର୍ଷୀୟ...

Advertisement
Archives

Model This Week