Posted inଫୁରସତ

ବୈଠକ ସାରି ଫେରିଲେ ସିଂହପଲ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି। ସିଂହପଲ ବର୍ତ୍ତମାନ ବୈଠକ ସାରି ଫେରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି ଯେ, ସିଂହପଲ ଦଳ ଦଳ ହୋଇ ଏକ ରାସ୍ତାରେ ଯାଉଛନ୍ତି। ଜଣେ ଯୁବକ କାର ଭିତରେ ରହି କ୍ୟାମେରାରେ ଉକ୍ତ ଭିଡିଓକୁ ରେକଡିଂ କରିଥିବା ଜଣାପଡିଛି। ଆଇଏଫଏସ୍‌ ସୁଶାନ୍ତ ନନ୍ଦ ଉକ୍ତ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ବିଶ୍ୱ ସିଂହ ଦିବସ ପାଳନ କରିବା ପାଇଁ ଆୟୋଜିତ ବୈଠକ ପରେ ସିଂହପଲ ଫେରୁଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଜୟପୁର: ମମତାର ଡାକରେ ରହିଛି ଅଦ୍ଭୁତ ଶକ୍ତି। ସେଥିପାଇଁ ତ କୁହାଯାଏ, ମାଆର ପଣତକାନି ତଳେ ପିଲାମାନେ ସବୁବେଳେ ସୁରକ୍ଷିତ ରହିଥାନ୍ତି। ଠିକ୍‌ ଏମିତି କିଛି...

ଟି-ଶର୍ଟ ଉଠାଇ ଓଜନ ବଢ଼ିଥିବା ନେଇ କହୁଥିଲେ ମହିଳା ଟିକ୍‌ଟକ୍‌ ଷ୍ଟାର, ଆଉ ତା’ପରେ…

ଆମେରିକାର ଟିକ୍‌ଟକ୍‌ ତାରକା କ୍ଲୋ ଜାଣ୍ଡ୍ରିଆ ଲକ୍‌ଡାଉନ୍‌ରେ ଘରେ ସମୟ ବିତାଉଥିବାରୁ ତାଙ୍କ ଓଜନ ବଢ଼ିଛି। ସେ କେବେ ଭାବି ନ ଥିଲେ ଏଥିପାଇଁ ତାଙ୍କୁ...

୫୫ ସେକେଣ୍ଡର ଏହି ଭିଡିଓ ୫କୋଟି ଟଙ୍କାରେ ବିକ୍ରି: ଜାଣନ୍ତୁ କ’ଣ ରହିଛି ଏଥିରେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଶେୟାର କରାଯାଏ। ବର୍ତ୍ତମାନ ୟୁଟ୍ୟୁବ ଲୋଙ୍କମାନଙ୍କ ଆୟର ଏକ ଜରିଆ ପାଲଟିଥିବା ବେଳେ ଏହା ଦ୍ୱାରା...

ମରିଯିବ ବୋଲି ଏମିତି ଅଭିନୟ କଲା ପକ୍ଷୀ, କୁକୁର ବି ଜାଣି ପାରିଲାନି ଚାଲାକି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ...

୨.୭ କୋଟିର ମୋନାଲିସା ପେଣ୍ଟିଂ

ଲିଓନାର୍ଡୋ ଡା ଭିନ୍‌ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍‌ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି।...

ଚକୋଲେଟରେ ତିଆରି ମୋଟରସାଇକେଲ

ଯଦି ଇନଷ୍ଟାଗ୍ରାମରେ ଆପଣ ପେଷ୍ଟ୍ରି ସେଫ୍‌ ଆମାଉରି ଗୁଇଚନ୍‌ଙ୍କ ଫଲୋଅର୍ସ ଅଛନ୍ତି, ତେବେ ଶୀର୍ଷକ ବୁଝି ପାରୁଥିବେ। ଗୋରିଲା, ଟେଲିସ୍କୋପ, କମ୍ପାସ ପରେ ଏବେ ଚକୋଲେଟରେ...

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ...

ତିନି ଗୋଡ଼ିଆ ମଣିଷ ଫ୍ରାନ୍ସେସ୍କୋ: ଥିଲା ୪ ପାଦ ଓ ଦୁଇଟି ଗୁପ୍ତାଙ୍ଗ

ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି...

Advertisement
Archives

Model This Week