ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍‌ ଦବ୍‌ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଛି। ଅକ୍ଷୟ ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫୋର୍ବସ ପକ୍ଷରୁ ଚଳିତ ବର୍ଷ ବିଶ୍ୱର ସର୍ବାଧିକ ଆୟ କରିଥିବା ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଟପ୍‌-୧୦ ଅଭିନେତାଙ୍କ ତାଲିକାରେ ଅକ୍ଷୟ କୁମାର ଏକମାତ୍ର ଭାରତୀୟ ସାମିଲ ହୋଇଛନ୍ତି।

 

ସୂଚନାଯୋଗ୍ୟ, ଫୋର୍ବସ ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ପୁରୁଷ ଅଭିନେତାଙ୍କ ଏକ ତାଲିକା ଜାରି କରିଛି। ଯେଉଁଥିରେ ଅକ୍ଷୟ ହଲିଉଡ୍‌ ଷ୍ଟାରଙ୍କୁ ବି ପଛରେ ପକାଇଦେଇଥିବା ଜଣାପଡ଼ିଛି। ଆମେରିକାର ବିଜନେସ୍‌ ମାଗାଜିନ ଫୋର୍ବସରେ ବିଶ୍ୱର ସର୍ବାଧିକ ଆୟ କରିଥିବା ଟପ୍‌-୧୦ ଅଭିନେତାଙ୍କ ଏହି ତାଲିକାରେ ଅକ୍ଷୟ କୁମାର ୩୬୨ କୋଟି ଟଙ୍କା ଆୟ କରି ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି। ରିପୋର୍ଟ ଅନୁସାରେ ତାଙ୍କ ରୋଜଗାରର ବଡ଼ ଉତ୍ସ ହେଉଛି ବିଜ୍ଞାପନ। ଏହି ରେସ୍‌ରେ ଅଭିନେତା ସଲମାନ ଓ ଶାହରୁଖଙ୍କ ବି ଅକ୍ଷୟ ପଛରେ ପକାଇଦେଇଛନ୍ତି। ସେହିପରି ଫୋର୍ବସର ଏହି ତାଲିକାର ପ୍ରଥମ ସ୍ଥାନରେ ୬୫୪ କୋଟି ଟଙ୍କା ଆୟ କରି ଡ୍ବେନ ଜନସନ୍‌ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରୟାନ ରେନଲୋଡ୍ସ ୫୩୪ କୋଟି ଟଙ୍କା ଆୟ କରି ରେକର୍ଡ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ ପାଇଁ ୮ ଫୁଟ୍‌ ଲମ୍ବ, ୧୬୦ କେଜିର ଛେଳି

ରାୟପୁର, ୩୧।୭: ଛତିଶଗଡ଼ ଦୁର୍ଗ ଜିଲାର ଏକ ଛେଳି ଏହାର ଅନନ୍ୟ କାରଣ ଲାଗି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଛେଳିର ବିଶେଷତା କାହାକୁ...

କାମ କରୁଥିବା ବ୍ୟକ୍ତିର ପଦପାଇଁ କୌଣସି ଆକାଂକ୍ଷା ନ ଥାଏ

୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀ ରାଜ୍ୟ ପ୍ରଶାସନର ଏକ ଜଣାଶୁଣା ନଁା। ଦୀର୍ଘ ୨୮ବର୍ଷ ଧରି ସେ ବିଭିନ୍ନ ସରକାରୀ ସଂସ୍ଥା ଓ...

ପ୍ରେମିକଙ୍କ ସହ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ସ୍ବାମୀର ପରିଚୟ ଦେଲେ ମହିଳା କନଷ୍ଟେବଳ

ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଯେ କୌଣସି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି ତାଙ୍କୁ...

ବିବାହ କରିବାକୁ ଗୁଜରାଟରୁ ବିହାର ଚାଲିଆସିଲେ ଯୁବତୀ

କୈମୁର, ୩୦।୮: ବିହାରର ଭଭୁଆସ୍ଥିତ ମହିଳା ଥାନା ନିକଟରେ ଥିବା ମହାକୋଟେଶ୍ୱର ମନ୍ଦିରରେ ପୋଲିସ ତତ୍ତ୍ୱାବଧାନରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି। ସୂଚନା...

ଏହି ମିଠାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ମିଠା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କୌଣସି ପବପର୍ବାଣୀ ହେଉ କିମ୍ବା ନ ହେଉ, ମିଠାର ସବୁବେଳେ ଚାହିଦା ଥାଏ। ନିକଟରେ ସୋସିଆଲ ମିଡିଆରେ...

ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ପସନ୍ଦ କରନ୍ତିନି ନଣନ୍ଦ ଶ୍ୱେତା

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୧ରେ ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ। ଆଜିର ଏହି ଶୁଭଦିନରେ ଜାଣନ୍ତୁ ଅଭିନେତ୍ରୀଙ୍କ ଜୀବନର...

କରିନାଙ୍କ ପାଇଁ ବନ୍ଧୁଙ୍କ ଆଗରେ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ…

ବମ୍ବେ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌- କରିନା କପୁର ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ...

ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ...

Advertisement
Archives

Model This Week