ଫୁରସତ

କୁକୁର ପିଠି ଉପରେ ଚଢ଼ିଯାଇ ଫ୍ରିଜ୍‌ ଖୋଲିଲା ଛୁଆ କୁକୁର: ଆଉ ତାପରେ

ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିବା ସହ ଏକ କୁକୁରର ଅନ୍ୟ ଏକ କୁକୁର ପ୍ରତି ଥିବା ଭଲ ପାଇବାକୁ ଦେଖିପାରିବେ। ଏହି ଭିଡିଓରେ ଏକ କୁକୁର ଛୁଆକୁ ଭୋକ...

ଆମ୍ବୁଲାନ୍ସ ମିଳିଲାନି, ପିପିଇ କିଟ୍‌ ପିନ୍ଧି ବାଇକ୍‌ ଚଲାଇ ହସ୍ପିଟାଲରେ ପହଞ୍ଚିଲେ କରୋନା ରୋଗୀ

ଭୋପାଳ,୩୦ା୭: ମଧ୍ୟପ୍ରଦେଶର ସିହୋର ଜିଲାର ବୁଦ୍ଧନୀ ସ୍ବାସ୍ଥ୍ୟ ବିଭାଗର ବେପରୁଆ ନୀତି ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀ ଆମ୍ବୁଲାନ୍ସ ଡାକିଥିଲେ ମଧ୍ୟ ନ ଆସିବାରୁ ନିଜେ ବାଇକ୍‌ ଚଲାଇ ହସ୍ପିଟାଲରେ ପହଞ୍ଚିବା ଘଟଣା ବେଶ୍‌ ଚର୍ଚ୍ଚା ହେଉଛି। ହୋଶଙ୍ଗାବାଦ...

ବ୍ୟକ୍ତିଙ୍କ ହାତରେ ମାଂସ ଖଣ୍ଡ ଦେଖି ନଦୀରୁ ଉପରକୁ ଆସିଲା କୁମ୍ଭୀର… ଆଉ ତାପରେ

ବର୍ତ୍ତମାନ ସୋସିଆଲ ମିଡିଆରେ କୁମ୍ଭୀରର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଏହି ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ କୁମ୍ଭୀରଟି ମଧ୍ୟ ମାଂସ ଖାଇବା ପାଇଁ ନଦୀରୁ ବାହାରି ଆସୁଛି। ଜଣେ ବ୍ୟକ୍ତି କୁମ୍ଭୀରକୁ...

ବ୍ରିଟେନ ପ୍ରଧାନମନ୍ତ୍ରୀ ଚଳାଇଲେ ଭାରତୀୟ କମ୍ପାନୀର ସାଇକେଲ, ଜାଣନ୍ତୁ କାହିଁକି

ଲଣ୍ଡନ,୩୦ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ‘ମେଡ ଇନ୍‌ ଇଣ୍ଡିଆ’ ଅର୍ଥାତ୍‌ ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ଜନସନ କୋଭିଡ୍‌ -୧୯ ସହିତ ଲଢ଼ିବା ପାଇଁ ସାଇକେଲ ଚଳାଇବା ଏବଂ ମେଦବହୁଳତା ହ୍ରାସ କରିବା ପାଇଁ ଏହି...

ସିଂହୀର ଗର୍ଜନ ଶୁଣି ଏମିତି ହେଲା ଜଙ୍ଗଲ ରାଜାଙ୍କ ଅବସ୍ଥା

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସିଂହ ଏବଂ ସିଂହୀର ଏକ ଭିଡିଓ ଭାଇରାଲ ହେଉଛି। ଜଙ୍ଗଲରେ ଯେକୌଣସି ସ୍ଥାନରେ ସିଂହ ବା ସିଂହୀକୁ ଦେଖିଲେ, ସେଠାରୁ ଅନ୍ୟ ବନ୍ୟଜନ୍ତୁମାନେ...

ମରିଯିବ ବୋଲି ଏମିତି ଅଭିନୟ କଲା ପକ୍ଷୀ, କୁକୁର ବି ଜାଣି ପାରିଲାନି ଚାଲାକି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...

ମାତ୍ର ଏତିକି ଟଙ୍କା ଦେଇ ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ ମାଗଣା ବିଜୁଳି

ବିଦ୍ୟୁତ୍‌ ବିଲ୍‌ କ୍ରମାଗତ ଭାବରେ ମହଙ୍ଗା ହେଉଛି। ଯାହାର ପ୍ରଭାବ ସିଧାସଳଖ  ସାଧାରଣ ଲୋକଙ୍କ ଉପରେ ପଡିଛି। ତେବେ ବିଦ୍ୟୁତ୍‌ ବିଲ ହ୍ରାସ କରିବା କଷ୍ଟସାଧ୍ୟ ନୁହେଁ। ଏଥିପାଇଁ ନିଜ ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରିବାକୁ ପଡିବ। ଛାତ...

୪୩ ହଜାର ଛାଡ଼ିଲେଣି ଘରୋଇ ସ୍କୁଲ

ଗୁଡ଼ଗାଓଁ: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍‌ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ ହୋଇ...

ପରିବାକୁ କୀଟାଣୁମୁକ୍ତ କରୁଛି ପ୍ରେସର କୁକର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ପରିବାପତ୍ରକୁ ସାନିଟାଇଜ୍‌ କରି ଜୀବାଣୁମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏ ଦୃଷ୍ଟିରୁ ଆଇଏଏସ୍‌ ଅଫିସର ସୁପ୍ରିୟା ସାହୁଙ୍କର ଏକ ଭିଜୁଆଲ୍‌...

ଟାଇମ୍‌ କ୍ୟାପ୍‌ସୁଲ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭିତ୍ତିଭୂମିର ୨୦୦ ଫୁଟ ତଳେ ‘ଟାଇମ୍‌ କ୍ୟାପ୍‌ସୁଲ’ ରଖାଯିବ। ଏହା ହେଉଛି ଏକପ୍ରକାର ଐତିହାସିକ ଦସ୍ତାବିଜ୍‌, ଯେଉଁଥିରେ ରାମ ମନ୍ଦିରର ଇତିହାସଠାରୁ ଆରମ୍ଭ କରି ବିବାଦ, ଆଇନଗତ ଲଢ଼େଇ ଭଳି...

ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା

ଓ୍ବାଶିଂଟନ୍‌,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ନିଜର ମିଶନ ଲଞ୍ଚ କରିବାକୁ ଯାଉଛି। ଏହି ମିଶନର...

କୋଭିଡ-୧୯କୁ ନେଇ ପ୍ରତିଯୋଗିତା, ଜିତିଲେ ମିଳିବ ୩୭ କୋଟି ଟଙ୍କା

ଏବେ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି। ପାଖାପାଖି ୨୧୪ ଦେଶରେ ଏହି ମହାମାରୀ ତାଣବ ରଚିଛି। କରୋନା ଟେଷ୍ଟ ପାଇଁ ସମୟ ଲାଗୁଥିବାରୁ ତୁରନ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଫଳରେ କରୋନା ରୋଗୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri