ଛାଡ଼ପତ୍ର ପରେ କାହା ପାଖରେ ରହିବେ ପୋଷା କୁକୁର..ଦମ୍ପତିଙ୍କ ବିବାଦକୁ ନେଇ ଏପରି ରାୟ ଦେଲେ କୋର୍ଟ
ବମ୍ବେ: ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଅଧିକାଂଶ ଲୋକ କୁକୁରଙ୍କୁ ଭଲପାଆନ୍ତି। ସ୍ବଭାବରେ ବିଶ୍ୱାସୀ ହୋଇଥିବା ହେତୁ ପୋଷା କୁକୁରଙ୍କ ସହ ଏକ ନିଆରା ମୋହ ଯୋଡ଼ି ହୋଇଥାଏ। ତେବେ ବମ୍ବେରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ…
ଘାସ ଖାଇଲାବେଳେ ଗଧ ମୁହଁରେ ପଶିଗଲା ସାପ; ତାପରେ…
ପ୍ରତାପଗଡ଼, ୨୫।୮: ରାଜସ୍ଥାନର ପ୍ରତାପଗଡ଼ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜିଲାର ପିପଲଖୁଣ୍ଟ ଅଞ୍ଚଳରେ ଗୋଟିଏ ଗଧ ନଦୀ କୂଳରେ ଘାସ ଚରୁଥିବାବେଳେ ଘାସ ସହିତ ସାପଟିଏ ଭିତରକୁ ପଳାଇଥିଲା। ଏହାପରେ ସାପଟି ଗଧ ପାଟି ଭିତରେ ଅଧା…
ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର
ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍ ଲକ୍ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ କିଣି ପାରି ନ ଥିଲେ। କିନ୍ତୁ କିଛି ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି,…
ଗଛ ଭିତରେ ଅଛି ଏମିତି ପକ୍ଷୀ : ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରାୟତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଗଛ ଭିତରେ…
ଶୋଇଥିବା ବେଳେ ଛୋଟ ପିଲା ସହ କୁକୁର କଲା କିଛି ଏମିତି, ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
୪ ବର୍ଷର ଶିଶୁ ପ୍ୟାଣ୍ଟରେ ଝାଡ଼ା କରିଦେବାରୁ ଏମିତି ଦଣ୍ଡ ଦେଲେ ବାପା: ଯାହା କେବେ ଶୁଣି ନ ଥିବେ
ମା’ବାପାଙ୍କ ପାଇଁ ସେମାନଙ୍କ ପିଲାମାନେ ସବୁବେଳେ ଗୁରୁତ୍ୱପୁର୍ଣ୍ଣ। ମା’ ୯ ମାସ ପର୍ଯ୍ୟନ୍ତ ନିଜ ସନ୍ତାନକୁ ଗର୍ଭରେ ରଖୁଥିବା ବେଳେ ବାବା ବଡ଼ ହେବା ପର୍ଯ୍ୟନ୍ତ ନିଜ ପିଲାର ଯତ୍ନ ନେଇଥାନ୍ତି। ହେଲେ କିଛି ଲୋକ ଏହାକୁ ଭୁଲ ବୋଲି ପ୍ରମାଣିତ…
ମିଠା ଜହରର ପ୍ରଭାବ: କମ୍ ବୟସରେ ବୁଢ଼ା ହେଉଛନ୍ତି ଲୋକେ…
ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍ର ମାତ୍ର ଅଧିକ ଥିବାରୁ ସ୍ଥାନୀୟ ପ୍ରତାପପୁର ପଞ୍ଚାୟତର ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବା ଶୈଳୀ ସଙ୍କଟ…
ଗୋଟିଏ ଟିକେଟର ଦାମ୍ ୧୮ଲକ୍ଷ…
ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣର ପ୍ରକୋପ ଜାରି ରହିଛି। ଏହି ସମୟରେ ଲୋକମାନେ ଯାତ୍ରା କରିବା ତ ଦୂରର କଥା ବାହାରେ ବୁଲିବା ବି ଭୁଲିଗଲେଣି। ହେଲେ ବିଳାସପୂର୍ଣ୍ଣ ଥିବା ଏକ ଟ୍ରେନ୍ ବିଷୟରେ ଜାଣିଲେ ଯାତ୍ରା କରିବାକୁ ମନବଳିଯିବ।…
୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ
ହାଇଦ୍ରାବାଦ୍, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍କା ବୁକ୍ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ ନାମ ହ୍ୟୁମାନ କାଲକୁଲେଟର ଭାବେ ସ୍ଥାନୀତ ହୋଇଛି। ଏବେ ଭାନୁ ପ୍ରକାଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟର…
ଅନ୍ଲାଇନ୍ ଅର୍ଡର କରିଥିଲେ ଡ୍ରେସ୍, ପାର୍ସଲ ଖୋଲିବାରୁ ଉଡିଗଲା ହୋସ୍
ଅନଲାଇନ ଅର୍ଡର ଦେବାପରେ ଲୋକମାନେ ଉତ୍ସାହର ସହିତ ଡେଲିଭରିକୁ ଅପେକ୍ଷା କରିଥାନ୍ତି। ଯଦି ସେ ଦେଖିଥିବା ତାଙ୍କ ମନ ପସନ୍ଦ ଜିନିଷ ମିଳେ ନାହିଁ, ତେବେ ମନରେ କ୍ରେଧ ଆସିବା ନିଶ୍ଚିତ। ନ୍ୟୁୟର୍କରେ ଜଣେ ବ୍ୟକ୍ତି କ୍ଷେତ୍ରରେ ଏହା ହିଁ ଘଟିଛି।…
ମାଟି ତଳୁ ମିଳିଲା ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା…
ଜେରୁଜେଲମ୍, ୨୫।୮: ମାଟି ତଳୁ ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଇସ୍ରାଏଲ୍ର ୟବନେ ସହରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଜାରି ରହିଥିବାବେଳେ ମାଟି ପାତ୍ରରେ ରହିଥିବା ଏହି ପୋତାଧନ ମିଳିଛି। ମାଟିପାତ୍ରରେ ୪୨୫ଟି ସ୍ବର୍ଣ୍ଣମୁଦ୍ରା ରହିଥିବା କୁହାଯାଉଛି।…
୨୦ ବର୍ଷ ଝିଅର ଏକ୍ସ-ବୟଫ୍ରେଣ୍ଡଙ୍କ ସହ ପିତା କଲେ ଏମିତି, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବ୍ରିଟେନରେ ଜଣେ ସମଲିଙ୍ଗୀ ପିତା ତାଙ୍କ ଝିଅର ପୂର୍ବତନ ପ୍ରେମିକଙ୍କ ପ୍ରେମ କରି ବସିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବାପା ତାଙ୍କ ଝିଅ ଏବଂ ତାଙ୍କ ପ୍ରେମିକ ସହିତ ଛୁଟିରେ ବୁଲିବାକୁ ଯାଇଥିଲେ। ସେଠାରେ ସେ ତାଙ୍କ ଝିଅର…

