ଗାଡ଼ି ଅଟକାଇ ଖାଦ୍ୟ ମାଗୁଛି ହାତୀ
କଲମ୍ବୋ: ଗତ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ହାତୀ ରାସ୍ତା ଦେଇ ଯାଉଥିବା କାର୍, ବସ୍ ଏବଂ ବଡ଼ ଯାନବାହନଗୁଡ଼ିକୁ ଅଟକାଇ ସେମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ମାଗୁଛି। ଶ୍ରୀଲଙ୍କାର ବୁଟ୍ଟାଲା-କାଟାରାଗାମା ରାସ୍ତାରେ ଏହି ବିଶାଳ…
ସୁନୀତା ଉଇଲିୟମ୍ସଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ: ଆଶା ଓ ଆଶଙ୍କା
ସୁତରାଂ ଯାହା ଥିଲା ମାତ୍ର ୮ ଦିନ କାଳର ଏକ ସଂକ୍ଷିପ୍ତ ଅଭିଯାନ ତାହା ଏବେ ପ୍ରଯୁକ୍ତିଗତ ତ୍ରୁଟି ଜନିତ କାରଣରୁ କିଛି ମାସ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବାକୁ ଯାଉଛି। ତେବେ ପ୍ରଶ୍ନ ହେଉଛି, ଅଟକି ରହିଥିବା ମହାକାଶଚାରୀଙ୍କ ରହଣିସ୍ଥଳୀ ସ୍ପେସ୍…
ଭାରତର ପ୍ରଥମ ଏଆଇ ମା’
ନୂଆଦିଲ୍ଲୀ: ଧୀରେ ଧୀରେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସରମାନେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସର ମଧ୍ୟ ଇନ୍ଷ୍ଟାଗ୍ରାମରେ ନିଜ ଭିଡିଓ ପୋଷ୍ଟ କରି ବେଶ୍ ଭାଇରାଲ…
ବୋଉକୁ ଛେନାପୋଡ଼ ଖୁଆଇଥିଲି
ଜଗତ୍ସିଂହପୁର ଜିଲା ବିଓଁଳ ଗାଁର ଏକ ନିମ୍ନମଧ୍ୟବିତ୍ତ ପରିବାରରେ ମୋ ଜନ୍ମ। ଆମର ଥାଏ ଅଳ୍ପ କିଛି ଚାଷଜମି। ଚାଷ ଓ ଛୋଟମୋଟ ବ୍ୟବସାୟରୁ ବାପା ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ଆଉ ତାରି ଭିତରୁ କିଛି ସଞ୍ଚୟ…
ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମିଳୁଛି ସ୍ମୋକିଂ ବ୍ରେକ୍
ବ୍ରିସ୍ବେନ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡସ୍ଥିତ ଆରେଥୁସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବିଦ୍ୟାଳୟ ନିଜ ଛାତ୍ରୀଛାତ୍ରମାନଙ୍କୁ ଧୂମପାନ କରିବାକୁ ଅନୁମତି ପ୍ରଦାନ କରିଛି। ଉକ୍ତ ବିଦ୍ୟାଳୟର କ୍ୟାମ୍ପସ୍ ମଧ୍ୟରେ ସିଗାରେଟ ଟାଣିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ…
କାହିଁକି କେବେ ମିଳେନା ଚୋରି ହୋଇଥିବା ସ୍ମାର୍ଟ ଫୋନ? କୁଆଡେ ଯାଏ ଏହି ଫୋନ ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ-ଏନସିଆର ହେଉ କିମ୍ବା ଅନ୍ୟ କୌଣସି ସହର, ସ୍ମାର୍ଟଫୋନ ଚୋରି ହେବାର ଘଟଣା ବହୁତ ଘଟିଥାଏ। କେବଳ ଭାରତରେ ନୁହେଁ, ଲଣ୍ଡନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଲୋକମାନେ ଏହା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଚୋରମାନେ ଏହି ଚୋରି ଫେଶନକୁ…
୭୪ ବର୍ଷରେ ଅଣ୍ଡାଦେଲା ସବୁଠୁ ବୟସ୍କ ପକ୍ଷୀ
ଓ୍ବାଶିଂଟନ: ସମସ୍ତ ପ୍ରକାରର ଅସୁବିଧାକୁ ସାମ୍ନା କରି ବିଶ୍ୱର ସବୁଠାରୁ ବୟସ୍କ ବଣୁଆ ପକ୍ଷୀ ଏକ ଅଣ୍ଡା ଦେଇଛି। ଓ୍ବିଜ୍ଡମ ନାମକ ଏହି ଲେସନ ଅଲବାଟ୍ରସ୍ ଜାତୀୟ ଏହି ପକ୍ଷୀ ଆମେରିକାର ହାଓ୍ବାଇ ଦ୍ୱୀପପୁଞ୍ଜର ଉତ୍ତର ଦିଗରେ ଅବସ୍ଥିତ ମିଡ୍ଓ୍ବେ ଏଟୋଲ…
ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…
ହାନୋଇ,୫।୧୨: ଭିଏଟ୍ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍ ଚାଇନା ମର୍ନିଂ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଯୁବକଙ୍କ ଅପେକ୍ଷା ଯୁବତୀମାନେ…
ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ
ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ତଥା ସମାନ ସୁଯୋଗ ତଥା ସେମାନଙ୍କ କଲ୍ୟାଣ…
ହେଲ୍ମେଟ୍ ପିନ୍ଧି ନିର୍ବନ୍ଧ
ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ ନିଆରା ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିଜର ଅନନ୍ୟ ରୀତିନୀତି ହେତୁ ଏବେ ଏହି ନିର୍ବନ୍ଧ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଡୋଙ୍ଗରଗଡ ବ୍ଲକର ଜରୱାହି ନିବାସୀ ବୀରେନ୍ଦ୍ର ସାହୁ ଓ କାରିଆଟୋଲା ଗ୍ରାମ ନିବାସୀ…
ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ
୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ ମଧ୍ୟରାତ୍ରରେ ସହରରେ ଏକ ରାସାୟନିକ…
ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା
ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା ମିଳୁଥିଲା, ସେଥିରେ ମୋ ପାଠପଢ଼ା ସାଙ୍ଗକୁ ଘରଖର୍ଚ୍ଚ ହେଉଥିଲା। ମା’ବାପାଙ୍କର ମୁଁ ଥିଲି ଏକମାତ୍ର…
Archives


