ଫୁରସତ

କ୍ୟାନସର୍‌ ଭଲ ହେବା ପାଇଁ ମହିଳାଙ୍କ ଶରୀରରେ ଡାକ୍ତର ଲଗାଇଲେ ସିମେଣ୍ଟ-ଲେମ୍ବୁ ମିଶ୍ରଣ,ଆଉ ତା’ପରେ…

ବେଜିଂ,୨।୧୧: ଚାଇନାରେ ଠକେଇର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସ୍ବଘୋଷିତ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଚାଲିଛି। ଏହି ଠକେଇରେ ଜଣେ ମହିଳା ମଧ୍ୟ ଜୀବନ ହରାଇଛନ୍ତି। ଏଠାରେ ଜଣେ ମହିଳା କ୍ୟାନସର୍‌ ରୋଗରେ ଆକ୍ରାନ୍ତ...

୭୩ ବର୍ଷ ପୁରୁଣା ଗାଡ଼ିରେ ଭାରତରୁ ଲଣ୍ଡନ ପହଞ୍ଚିଲେ ଗୁଜରାଟୀ ପରିବାର,୧୪ ଦେଶ ସହିତ ଭ୍ରମଣ କଲେ ୧୨ ହଜାର କିଲୋମିଟର..

ଲଣ୍ଡନ,୨।୧୧ : ଜଣେ ଭାରତୀୟ ବ୍ୟବସାୟୀ କାର ଯୋଗେ ଲଣ୍ଡନ ଯାତ୍ରା କରିଛନ୍ତି। ବ୍ୟବସାୟୀ ତାଙ୍କ ପରିବାର ସହିତ ଅହମଦାବାଦରୁ ଲଣ୍ଡନ ପର୍ଯ୍ୟନ୍ତ କାର ଯୋଗେ ଯାତ୍ରା କରିଥିଲେ। ଏହି ଅବଧି ମଧ୍ୟରେ, ବ୍ୟବସାୟୀ ୧୪ ଟି ଦେଶ ଭ୍ରମଣ...

ପୃଥିବୀ ଉପରେ ମୃତ୍ୟୁ ପରି ବୁଲୁଛି ଉପଗ୍ରହ: ଧକ୍କା ହେଲେ କଣ ହେବ ଜାଣନ୍ତୁ

ଆଧୁନିକତା ନାମରେ ମଣିଷ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଅବଶ୍ୟ ଏହି ରେସରେ ମଣିଷ ଏପରି ଅନେକ କାର୍ଯ୍ୟ କରିଛି, ଯାହା ତାକୁ ବିନାଶ ଆଡ଼କୁ ନେଇପାରେ। ଏଥି ମଧ୍ୟରୁ ଗୋଟିଏ ହେଉଛି ଉପଗ୍ରହ। ବର୍ତ୍ତମାନ ହଜାର ହଜାର ଉପଗ୍ରହ...

ପାଣି ବଦଳରେ ପେଟଭର୍ତ୍ତି ମଦ ପିଇଦେଲା ମୂଷା, ପରେ ଯାହା ହେଲା ଦେଖିଲେ ରୋକି ପାରିବେନି ହସ…

ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହେଉଛି। ଭିଡିଓରେ ଏକ ମୂଷା...

ଶ୍ୱଶୁର ଶୋଇଥିବାବେଳେ ନିଆଁ ଲଗାଇଦେଲେ ବୋହୂ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ପ୍ରତ୍ୟେକ ମଣିଷ ପାଇଁ ନିଜ ପରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି କୌଣସି କାରଣରୁ ସେହି ପରିବାର ଭାଙ୍ଗିଯାଏ ତେବେ ସର୍ବନାଶ ହେଲା ବୋଲି ଜାଣିବେ। ସୋସିଆଲ ମିଡିଆରେ ଏକ ଭିଡିଓ ନିକଟରେ ଭାଇରାଲ ହେଉଛି। ଏହି ଭିଡିଓରେ...

ସୁନ୍ଦରୀ ଯୁବତୀଙ୍କୁ ଘାରିଲା ବିଲେଇ ହେବାର ନିଶା: ତା’ପରେ କଲେ ଏମିତି କାମ

ସୋସିଆଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ବିଲେଇ ରୂପରେ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଆଇଡିନ ମୋଡଙ୍କ ନାମରେ ଆକାଉଣ୍ଟରେ ଯୁବତୀଙ୍କ ଅନେକ ଫଟୋ ଶେୟାର କରାଯାଇଛି। ଏହି ଫଟୋ...

ପୋଲିସକୁ ଟ୍ୟାଗ୍‌ କରି ଯୁବତୀ ଲେଖିଲେ ଏମିତି, ଉତ୍ତର ଯାହା ଆସିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସ ବହୁତ ଆକ୍ଟିଭ୍‌। ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେ ଅଭିଯୋଗର ସମାଧାନ କରୁଥିବା ବେଳେ ମିମ୍ସ, ଭିଡିଓ ଏବଂ ଫିଲ୍ମ ଡାଏଲଗ୍‌ ଶେୟାର କରି ଲୋକଙ୍କୁ ସଚେତନ କରାଇଥାଏ। କିନ୍ତୁ ଅନେକଥର ସୋସିଆଲ ମିଡିଆରେ ପୋଲିସକୁ...

ଏହି ମନ୍ଦିରରେ ବାଜେ ନାହିଁ ଶଙ୍ଖ, ଜାଣନ୍ତୁ ଏହା ପଛରେ ରହିଛି ଏକ ବଡ଼ ରହସ୍ୟ

ମନ୍ଦିର ନାଁ ଶୁଣିବା ମାତ୍ରେ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ମନକୁ ଆସେ। କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ। ଏମିତି ଏକ ଧାମ ହେଉଛି ବଦ୍ରିନାଥ। ଏହି ମନ୍ଦିରରେ ଆରତି...

ଏମିତି ଏ ପକ୍ଷୀ, ଯିଏ କ୍ଷଣକରେ ହାତୀକୁ ନିଏ ଉଠାଇ

ଏକ ସମୟ ଥିଲା ଯେତେବେଳେ ଏହି ପୃଥିବୀ ଅନେକ ପ୍ରାଣୀରେ ପରିପୂର୍ଣ୍ଣ ଥିଲା। ଡାଇନୋସର୍‌ଠାରୁ ଆରମ୍ଭ କରି ମାମୋଥ, ଉଡ଼ୁଥିବା ପକ୍ଷୀ ପର୍ଯ୍ୟନ୍ତ, ଏହି ସମସ୍ତ ଜୀବ ବହୁତ ବଡ଼ ଥିଲେ। କେତେକ ବିଶେଷଜ୍ଞ କହିଛନ୍ତି, ସେହି ସମୟ ମଧ୍ୟରେ...

୯୩ ବର୍ଷରେ ପିଏଚ୍‌ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା

ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର...

Video: ଶୀତର ଆଗମନରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

ଶୀତର ଆଗମନରେ ଏବେ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର। ଥଣ୍ଡାଥଣ୍ଡା ପାଗରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟନ କ୍ଷେତ୍ର ମୁହାଁ ହେଲେଣି ପର୍ଯ୍ୟଟକ । ଯାହାକୁ ଦୃଷ୍ଟିରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର କୁହାଯାଉଥିବା...

ରୁଦ୍ରାକ୍ଷରେ ରହିଛି କର୍କଟରୁ ମୁକ୍ତି ଶକ୍ତି, କ’ଣ କହିଲେ ଗବେଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ବର୍ତ୍ତମାନ ରୁଦ୍ରାକ୍ଷ କର୍କଟ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହେବ। ଏଥିପାଇଁ, ମୂଷା ଉପରେ କରାଯାଇଥିବା ପରୀକ୍ଷଣରେ ମଧ୍ୟ ସଫଳତା ମିଳିଛି। ଶୋଭିତ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ମଣିଷ ଉପରେ ପରୀକ୍ଷା ପାଇଁ ବିଏଚୟୁ ସହିତ ଏକ ଚୁକ୍ତିନାମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri