ଫୁରସତ

ଆକଶରେ ଯାତ୍ରା କରୁଥିବାବେଳେ ହଠାତ୍‌ ଗାଏବ ହୋଇଗଲା ପ୍ଲେନ, କାରଣ ଜାଣିଲେ ଥରି ଉଠିବେ

ଅନେକ ସମୟରେ ଆମେ ଏପରି ପରିସ୍ଥିତିର ସମ୍ମୁଖୀନ ହେଉ, ଯାହା ଆମେ କେବେ କଳ୍ପନା ମଧ୍ୟ କରିନଥାଉ। ବର୍ତ୍ତମାନ ଏପରି ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୋସ୍‌ ଉଡେଇଦେବ। ଆଲାସ୍କାରେ ୧୦ ଜଣଙ୍କୁ ନେଇ ଯାଉଥିବା ଏକ…

Free Alcohol, Hangover Leave: କର୍ମଚାରୀଙ୍କୁ ଖୁସି କଲା ଏହି କମ୍ପାନୀ, ଏଣିକି କାମ ସମୟରେ ମିଳିବ ମାଗଣାରେ ମଦ

ଟୋକିଓ,୧୨।୨: ଜାପାନର ଏକ ଟେକ କମ୍ପାନୀ ନୂତନ କର୍ମଚାରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ଅନନ୍ୟ ପଦ୍ଧତି ଆପଣାଇଛି। ଲାଭଜନକ ଦରମା ଦେଇ ନପାରି, ଏହି କମ୍ପାନୀ ମାଗଣାରେ ମଦ୍ୟପାନ ଏବଂ ଏହାର କର୍ମଚାରୀମାନଙ୍କୁ ‘ହ୍ୟାଙ୍ଗଓଭର ଲିଭ୍‌’ ପ୍ରଦାନ କରିବାକୁ ନିଷ୍ପତ୍ତି…

ଭାଇରାଲ ହେଲା Rahul ଙ୍କ ବିବାହ କାର୍ଡ! ରାହୁଲଙ୍କ ସହ ରହିଛି କନିଆ ଫଟୋ, ଦେଶରେ ହଇଚଇ

ନୂଆଦିଲ୍ଲୀ,୧୨।୨: ଦେଶର ସବୁଠାରୁ ଯୋଗ୍ୟ ଅବିବାହିତାଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏମପି ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ ସାମିଲ ଅଛି। ଲୋକମାନେ ସବୁବେଳେ ଜାଣିବାକୁ ଆଗ୍ରହୀ ଥାଆନ୍ତି ଯେ ରାହୁଲ କେବେ ଏବଂ କାହାକୁ ବିବାହ କରିବେ। ଏହି ସମୟରେ,…

ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ

ହାଇଦ୍ରାବାଦ: ତେଲଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ (ଟିଜିଏସ୍‌ଇସି) ଦ୍ୱାରା ଖୁବ୍‌ଶୀଘ୍ର ରାଜ୍ୟର ଗ୍ରାମ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା କରାଯିବ। ତେବେ ଗ୍ରାମଗୁଡ଼ିକରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ନିର୍ବାଚନ ଖର୍ଚ୍ଚ ବଞ୍ଚାଇବା ଉଦ୍ଦେଶ୍ୟରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ନିର୍ବାଚନକୁ ତେଲଙ୍ଗାନା…

ନାସା ଦେଲା ଚେତାବନୀ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ଭୟଙ୍କର ଗ୍ରହାଣୁ, ଧ୍ୱଂସ ହୋଇଯିବ…

ନାସାର ଶକ୍ତିଶାଳୀ ସ୍ପେସ ଟେଲିସ୍କୋପ, ଜେମ୍ସ ୱେବ ଟେଲିସ୍କୋପ, ସୌରମଣ୍ଡଳର ସବୁଠାରୁ ବିପଦପୂର୍ଣ୍ଣ ଗ୍ରହାଣୁ ମଧ୍ୟରୁ ଗୋଟିଏ। ଏହି ଗ୍ରହାଣୁ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ବୈଜ୍ଞାନିକମାନଙ୍କୁ ଚିନ୍ତିତ କରିଛି। ୟୁରୋପୀୟ ମହାକାଶ ସଂସ୍ଥା (ESA) ଏହାର ବ୍ଲଗରେ ସୂଚନା…

ସମସ୍ତଙ୍କ ପାପ ଧୋଉଥିବା ମା’ ଗଙ୍ଗାଙ୍କ ପାପ କିଏ ଧୁଏ: ଜାଣନ୍ତୁ ରୋଚକ କାହାଣୀ

ପ୍ରୟାଗରାଜ,୧୧।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ କୋଟି କୋଟି ଲୋକ ଗଙ୍ଗାରେ ଧାର୍ମିକ ବୁଡ଼ ପକାଇ ସାରିଛନ୍ତି। ବିଶ୍ୱାସ କରାଯାଏ ଯେ, ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଜୀବନରେ ଅଜାଣତରେ ହୋଇଥିବା ସମସ୍ତ ପାପ ଧୋଇ ହୋଇଯାଏ।…

ସରକାରଙ୍କ କୋଟି କୋଟି ଟଙ୍କାର କାମ କରିଦେଲା ମୂଷା: ଅଧିକାରୀ ଆଶ୍ଚର୍ଯ୍ୟ

ସାଧାରଣତଃ ମୂଷା ଘରେ ଥିଲେ ଲୋକଙ୍କ ମନରେ ଭୟ ଥାଏ। କାରଣ ମୂଷା ଜିନିଷପତ୍ର କାଟି ନଷ୍ଟ କରିଦିଏ। ଅନେକ ଲୋକ ଘରର କୋଣରେ ପିଞ୍ଜରା ରଖନ୍ତି ଏବଂ ମୂଷା ଘଉଡ଼ାଇବା ପାଇଁ ବିଷ ମିଶ୍ରିତ ରୁଟି ରଖନ୍ତି, କିନ୍ତୁ ଆପଣ…

କୌଶଳ ଦେଖାଉଛି ରୋବୋଟିକ୍‌ ଡଗ୍‌

ବେଜିଂ: ଗତ କିଛିବର୍ଷ ଧରି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବିଶେଷ ପ୍ରକାରର ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରାଯାଉଛି। ଏହି ରାବୋଟିକ୍‌ ଡଗ୍‌ଗୁଡ଼ିକ ଅନେକ କ୍ଷେତ୍ରରେ ସୈନ୍ୟବାହିନୀକୁ ସାହାଯ୍ୟ କରିଥାଏ। ଭାରତୀୟ ସେନା ମଧ୍ୟ ‘ମୁଲ’ ନାମକ ଏକ ରୋବୋଟିକ୍‌ ଡଗ୍‌କୁ…

ଅଜବ: Valentine Dayରେ ଏଠାରେ ଭଡ଼ାରେ ମିଳନ୍ତି ପ୍ରେମିକା, ସିଙ୍ଗଲ୍‌ ଯୁବତୀ ବି…

ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ହେଲେ କିଛି ଏମିତି ଥାନ୍ତି ଯାହାଙ୍କ ଜୀବନରେ ପ୍ରେମକୁ ନେଇ ଏକ ଅଭାବୀପଣ ଥାଏ। ଯଦି ଆପଣ ଭ୍ୟାଲେଣ୍ଟାଇନ୍‌…

PUBG ଖେଳି ମାନସିକ ଭାରସାମ୍ୟ ହରାଇଲେ ଯୁବକ, ହଠାତ୍‌ ଘର ଛାଡ଼ି ପଳାଇଲେ

ଆଜିର ଡିଜିଟାଲ ଯୁଗରେ ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ସାଇଟ୍‌ରେ ଖେଳ ଖେଳିବାର ଏକ ଭିନ୍ନ ପ୍ରକାରର ଆଗ୍ରହ ଦେଖିବାକୁ ମିଳୁଛି। ଏହି ସମୟରେ ଅନ୍‌ଲାଇନ୍‌ ଗେମ୍‌ ଖେଳିବାର ନିଶା ମଧ୍ୟ ଯୁବପିଢ଼ି ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଉଛି। ସୋସିଆଲ ସାଇଟରେ…

ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଅନେକ ବାବା ନିଜର ନିଆରା ଅନ୍ଦାଜ କାରଣରୁ ଚର୍ଚ୍ଚାକୁ ଆସି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନଶୈଳୀ ଲୋକଙ୍କୁ ପ୍ରଭାବିତ କରିପାରିଛି। ତେବେ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ସାଧୁ, ସନ୍ଥ ଏବଂ ବାବାମାନେ…

ତ୍ରେତେୟାରେ ଲଙ୍କାରେ ନିଆଁ ଲଗାଇଥିଲା ମାଙ୍କଡ଼, ଏବେ ଆଉ ଗୋଟିଏ ମାଙ୍କଡ଼ ପୂରା ଶ୍ରୀଲଙ୍କାକୁ କରିଦେଲା ଅନ୍ଧାର

କଲମ୍ବୋ,୯ା୨: ଏପର୍ଯ୍ୟନ୍ତ ଆପଣ ମାଙ୍କଡ଼ମାନଙ୍କ ଦ୍ୱାରା ଉତ୍ପାତ ସୃଷ୍ଟି କରିବାର ଅନେକ ଖବର ଶୁଣିଥିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ। ପୌରାଣିକ ବିଶ୍ୱାସ ଅନୁସାରେ, ତ୍ରେତେୟାଯୁଗରେ ହନୁମାନ ଜୀ ରାବଣର ସୁନାର ଲଙ୍କାରେ ନିଆଁ ଲଗାଇ ଦେଇଥିଲେ। ଶ୍ରୀଲଙ୍କାରେ ସମାନ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?