ଫୁରସତ

ପ୍ରଥମ ରୋଜଗାର… ବୋଉ ପାଇଁ ଶାଢ଼ି ଓ ମିଠା କିଣିଥିଲି, ବୋଉ ଆଖିରୁ ଝରିପଡିଥିଲା ଦୁଇଟୋପା ଲୁହ

ମୋ ଘର ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁରେ। ପିଲାବେଳୁ ପାଠରେ ଖୁବ୍‌ ଭଲ ଥିଲି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କରିବା ପରେ ଆମ ଗାଁ ପାଖରେ ନୂଆ କରି ଖୋଲିଥିବା ଏକ ବେସରକାରୀ…

Kumbh Mela: ଭାଇରାଲ ବାବା

ଆଇଆଇଟି ବାବା: ଏବେ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ ହେଉଥିବା ବାବା ହେଛନ୍ତି ଅଭୟ ସିଂ ଓରଫ ଆଇଆଇଟି ବାବା। ଲମ୍ବା କେଶ ସାଙ୍ଗକୁ ନିଶ ଦାଢ଼ି। ହାତ ଓ ଗଳାରେ ରୁଦ୍ରାକ୍ଷମାଳା। ଶାନ୍ତ ଚେହେରାକୁ ପ୍ରତି କଥାରେ ହସ ସମସ୍ତଙ୍କ ମନ…

‘Sorry Bubu’ କ’ଣ? ନୋଏଡାରୁ ମେରଟ ଯାଏ ଲାଗିଥିବା ଏହି ପୋଷ୍ଟର ଚର୍ଚ୍ଚାରେ, ଭାଇରାଲ ହେଉଛି…

ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେଉଛି। ଏହି ଫଟୋରେ ବିଦ୍ୟୁତ୍‌ ଖୁଣ୍ଟ ଏବଂ କାନ୍ଥରେ ‘ସରି ବୁବୁ’ ଲେଖାଥିବା ପୋଷ୍ଟର ଦେଖିବାକୁ ମିଳୁଛି। ନୋଏଡାରୁ ମେରଟ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଏବଂ କାନ୍ଥରେ ଏହି…

ସରସ୍ବତୀ ପୂଜାରେ କାହିଁକି ଖାଆନ୍ତି ମାଛ? ଇଲିଶିକୁ ସିନ୍ଦୂର ଲଗାଇ…ଏହି ପ୍ରଥା ଜାଣିଲେ ତାଜୁବ ହେବେ

ବସନ୍ତ ପଞ୍ଚମୀ ଦିନ ମାଛ ଖାଇବାର ପ୍ରଥା ବାବଦରେ ଆପଣ ଜାଣିନଥିବେ । ଜାଣନ୍ତୁ କାରଣ। ଚଳିତ ବର୍ଷ ଫେବୃୟାରୀ ୨ରେ ଅର୍ଥାତ ଆସନ୍ତା କାଲି ସରସ୍ବତୀ ପୂଜା ପାଳନ କରାଯିବ। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷରେ ଦେବୀ ସରସ୍ବତୀଙ୍କୁ…

ନିଜେ ରୋଗୀ ହୋଇ ଡାକ୍ତର କରୁଛନ୍ତି ରୋଗୀ ସେବା, Video Viral

ଗଜପତି,୧ା୨(ଗିରିଧାରୀ ପରିଚ୍ଛା): ଡ୍ୟୁଟିରେ ଥିବା ଡାକ୍ତର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ୍‌ ଲାଗିଥିବା ସମୟରେ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ନିଜ କର୍ତ୍ତବ୍ୟକୁ ଅବହେଳା ନକରି ରୋଗୀ ସେବା କରୁଥିବା ଦେଖି ତାଙ୍କର ନିଷ୍ଠା…

ଜାଣନ୍ତି କି କେତେ କୋଟି ଟଙ୍କାର ମାଲିକାଣୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ତାଙ୍କ ପାଖରେ ଅଛି…

ନୂଆଦିଲ୍ଲୀ,୧ା୨: ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି ବଜେଟ୍‌। ଏହି ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ତେବେ ଅର୍ଥମନ୍ତ୍ରୀ ହୋଇ ସେ ନିଜେ କେତେ ଟଙ୍କାର ମାଲିକାଣୀ ଆପଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଆଜି ଅର୍ଥମନ୍ତ୍ରୀଙ୍କ…

Viral Video: ମହାକୁମ୍ଭରେ ଏମିତି ହରକତ୍‌ କରି ବୁଡ଼ ପକାଇଲେ ଯୁବତୀ, ଅଶ୍ଳୀଳତା ଭିଡିଓ ଦେଖି…

ମହାକୁମ୍ଭ ୨୦୨୫ର ଏକ ଭାଇରାଲ ଭିଡିଓ ବିବାଦ ସୃଷ୍ଟି କରିଛି, ଯାହା ଭକ୍ତମାନଙ୍କୁ କ୍ରୋଧିତ କରିଛି। ଫୁଟେଜରେ ଜଣେ ମହିଳା କେବଳ ଏକ ପତଳା ଗାମୁଛା ପିନ୍ଧି ପବିତ୍ର ଗଙ୍ଗାରେ ବୁଡ଼ ପକାଇଥିବାର ଦେଖାଯାଇଛି। ଯାହା ଅନେକ ଉପସ୍ଥିତ ଲୋକଙ୍କୁ ପସନ୍ଦ…

ଆମେ ସୁରକ୍ଷା ଦେଉଛୁ

ଦେଶ ସୁରକ୍ଷାରେ ତଟରକ୍ଷୀବାହିନୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ସଚେତନତା ଲାଗି ପ୍ରତିବର୍ଷ ଫେବୃଆରୀ ୧ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀ ଦିବସ ପାଳନ କରାଯାଇଥାଏ। ଭାରତୀୟ ତଟରକ୍ଷୀବାହିନୀ ତା’ର ୪୯ତମ ପ୍ରତିଷ୍ଠା ଦିବସ ପାଳନ କରିବ। ୧୯୭୭ରେ ଏକ…

Shocking Video: ବରଙ୍କୁ ଛାଡ଼ି ପଣ୍ଡିତଙ୍କ ଉପରେ ଆସିଗଲା କନ୍ୟାଙ୍କ ହୃଦୟ, ଅଧା ବିବାହରେ କରିବାକୁ ଲାଗିଲେ…

ଭାରତରେ ବିବାହ ଋତୁ ଚାଲିଛି। ପ୍ରତିଦିନ ହଜାର ହଜାର ବିବାହ ଅନୁଷ୍ଠିତ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଭାରତୀୟ ବିବାହର ହଜାର ହଜାର ଭିଡିଓ ପୋଷ୍ଟ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ବର ଏବଂ କନ୍ୟା ସହିତ…

VIDEO Viral : କ୍ଲାସ ରୁମ୍‌ରେ ପ୍ରଥମ ବର୍ଷର ଛାତ୍ର ପିନ୍ଧାଇଦେଲେ ମହିଳା ପ୍ରଫେସରଙ୍କୁ ସିନ୍ଦୂର, ପରେ….

ଗୁରୁ ଶିଷ୍ୟ ସମ୍ପର୍କ ଏକ ପବିତ୍ର ସମ୍ପର୍କ। ମାତ୍ର ଏହି ସମ୍ପର୍କକୁ କଳଙ୍କିତ କରିଦେଲା ଭଳି ଖବର ଏବେ ଚର୍ଚ୍ଚା ହେଉଛି। କ୍ଲାସ ରୁମ୍‌ରେ ଛାତ୍ରଙ୍କୁ ବିବାହ କରିଛନ୍ତି ଜଣେ ମହିଳା ପ୍ରଫେସର। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ନଦିଆ ଜିଲାର…

ଲୋକଙ୍କୁ ଜବରଦସ୍ତ ବାଘମୂତ୍ର ପିଆଉଛି ଚାଇନା, ଗୋଟିଏ ବୋତଲର ଦାମ୍‌ ଜାଣିଲେ…

ଚାଇନାର ଏକ ଚିଡ଼ିଆଖାନା ଏବେ ଚର୍ଚ୍ଚାରେ ରହିଛି। କାରଣଟି ବହୁତ ଆଶ୍ଚର୍ଯ୍ୟଜନକ। ଦେଶର ସିଚୁଆନ ପ୍ରଦେଶରେ ଅବସ୍ଥିତ ଏହି ଚିଡ଼ିଆଖାନା ବାଘମୂତ୍ର ବିକ୍ରି କରୁଛି। ଏହା ଗଣ୍ଠି ରୋଗ ସମେତ ଅନ୍ୟାନ୍ୟ ରୋଗକୁ ଭଲ କରିପାରିବ ବୋଲି ଚାଇନା ଦାବି କରୁଛି।…

୭୦ କୋଟି ଟଙ୍କା ରଖି କର୍ମଚାରୀଙ୍କୁ କମ୍ପାନୀ କହିଲା ୧୫ ମିନିଟ୍‌ରେ ଯିଏ ଯେତେ ଗଣିବ ସେ ଟଙ୍କା ତା’ର, ଭାଇରାଲ ହେଉଛି ଭିଡିଓ…

ଚାଇନାର ଏକ କମ୍ପାନୀକୁ ଏବେ କର୍ମଚାରୀମାନେ ପ୍ରଶଂସା କରୁଛନ୍ତି। ସମସ୍ତେ କହୁଛନ୍ତି, କମ୍ପାନୀ ହେବ ତ ଏମିତି। ପ୍ରକୃତ କଥା ହେଲା ଚାଇନାର ଏକ କ୍ରେନ୍‌ କମ୍ପାନୀ କର୍ମଚାରୀଙ୍କୁ ବୋନସ ଦେବା ପାଇଁ ଏକ ଅନନ୍ୟ ଉପାୟ ପାଞ୍ଚି ହୃଦୟ ଜିଣିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?