ଇଞ୍ଜିନିୟରିଂ ଚାକିରିରେ ମିଳିଲାନି ଶାନ୍ତି, ବ୍ୟକ୍ତି କଲେ ଏମିତି କାମ
ଜଣେ ଇଞ୍ଜିନିୟର ଚା’ବାଲାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି। ତାଙ୍କର ଫଟୋକୁ ଆଇଏଏସ୍ ଅବନୀଶ ଶରଣ ଟୁଇଟରରେ ଶେୟାର କରିଛନ୍ତି। ଏହି ଫଟୋରେ ଜଣେ ଇଞ୍ଜିନିୟରରୁ ଚା’ ବାଲା ସାଜିଥିବା ବ୍ୟକ୍ତି କାହାଣୀ ରହିଛି। ଯାହାକି ଲୋକଙ୍କୁ…
ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ
ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ ବାହାର କରିଛନ୍ତି। ମହିଳା ଜଣକ ମୁହଁ ଖୋଲା କରି ଶୋଇଥିବା ସମୟରେ ସାପ ତାଙ୍କ…
ବନ୍ୟାରେ ଭାସି ଯାଉଥିବା ଯୁବକ ମନ୍ଦିର ଚୂଳ ଧରି ବଞ୍ଚିଗଲେ
ଭୋପାଳ, ୩୧।୮: କୁହାଯାଏ, ବୁଡ଼ିଯାଉଥିବା ଲୋକ କୁଟା ଖିଅକୁ ମଧ୍ୟ ଭରସା କରିଥାଏ। କିନ୍ତୁ ଏଠାରେ ବୁଡ଼ି ଯାଉଥିବା ଜଣେ ଲୋକକୁ ମନ୍ଦିର ଚୂଳ ସାହାରା ଦେଇଛି। ମନ୍ଦିରରେ ଅବସ୍ଥାପିତ ଭଗବାନ ନିଜେ ସିନା ବନ୍ୟା ଜଳରେ ବୁଡ଼ି ଯାଇଥିଲେ, କିନ୍ତୁ…
ଗୁଣ୍ଡୁଚିମୂଷା ଗଛରେ ଚଢ଼ି ଏମିତି ଖାଉଛି ଅମୃତଭଣ୍ଡା
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଫଟୋ ବହୁତ ଭାଇରାଲ…
ଫେସ୍ବୁକରୁ ପ୍ରେମ; ବିବାହ ପାଇଁ ଗୁଜରାଟରୁ ପାଟନା ଆସିଲେ ହୀରା ବ୍ୟବସାୟୀଙ୍କ ଝିଅ
ପାଟନା, ୩୧।୮: ଫେସ୍ବୁକ୍ରୁ ଆରମ୍ଭ ହୋଇଥିଲା ବନ୍ଧୁତ୍ୱ। ଏହାପରେ ଏହା ପ୍ରେମକୁ ରୂପାନ୍ତରିତ ହୋଇଥିଲା। ପରିବର୍ତ୍ତନଶୀଳ ଦୁନିଆରେ ଏବଂ ଡିଜିଟାଲ ଦୁନିଆରେ ଏହା ଏକ ସାଧାରଣ କଥା। କିନ୍ତୁ ବିହାରର ପାଟନାରେ ଏମିତି ଏକ ବିବାହ ଅନୁଷ୍ଠିତ ହୋଇଯାଇଛି ଯାହା ସମସ୍ତଙ୍କ…
ସ୍ତ୍ରୀକୁ ହତ୍ୟା ପରେ ପୁନର୍ଜୀବିତ ପାଇଁ ଶବକୁ ଗୋବରରେ ପୋତିଲେ ସ୍ବାମୀ
ଭୋପାଳ, ୩୧।୮: ମଧ୍ୟପ୍ରଦେଶର ବୈତୁଲ ଜିଲାରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାଦୁଗର ସହାୟତାରେ ସ୍ତ୍ରୀକୁ ପୁନର୍ଜୀବିତ କରିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପୁନର୍ଜୀବିତ କରିବା ଲାଗି ଶବକୁ ଗୋବରରେ ଆଚ୍ଛାଦିତ…
ପ୍ରାକୃତିକ ବିପର୍ଯ୍ୟୟକୁ ଶୀଘ୍ର ଭୁଲି ପାରନ୍ତି ଭାରତୀୟ !
ନୂଆଦିଲ୍ଲୀ, ୩୧।୮: ପୃଥିବୀରେ ଦକ୍ଷିଣ ଏସିଆ ବାସିନ୍ଦାଙ୍କର ଏକ ସ୍ବତନ୍ତ୍ର ସ୍ଥିତି ରହିଛି। ଏଠାରେ ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଅନୁଭୁତ ହୋଇଥାଏ। କେବେ ଭୂମିକମ୍ପ ତ କେବେ ବାତ୍ୟା। ପୁଣି କେବେ ମହାମାରୀ ଅବା ସୁନାମୀ। ଏସବୁ ପ୍ରାକୃତିକ ବିପର୍ଯ୍ୟୟକୁ…
୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ
ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ ରାଜପରିବାରରେ ସମ୍ପତ୍ତିକୁ ନେଇ ତୁମ୍ବି ତୋଫାନ ଚାଲିଛି। ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ…
ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଲୋକଙ୍କ ହୃଦୟ ଜିତୁଛି, ସୋସିଆଲ ମିଡିଆରେ ହେଉଛି ଭାଇରାଲ
ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକି ମନରେ ଉତ୍କଣ୍ଠା ଆଣିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଲୋକଙ୍କ ହୃଦୟକୁ ଜିତିପାରିଛି। ଯେଉଁଥିରେ ଦୁଇଜଣ ବୃଦ୍ଧା ପୁରୁଣା ହିନ୍ଦୀ ଗୀତ ‘ପିୟା ତୁ…
ଏମିତି ଶିକ୍ଷକ ମିଳିଥିଲେ ୟୁପିଏସ୍ସି ପରୀକ୍ଷାରେ ଥାଆନ୍ତି ସବୁଠୁ ଆଗରେ: ଅରୁଣ ବୋଥ୍ରା
ପାଟନା,୩୧।୮: ପିଲାବେଳେ ପାଠପଢା ଅନେକଙ୍କୁ କଷ୍ଟ ଲାଗିଥାଏ। କେହି କେହି ବାହାନା କରି ସ୍କୁଲ ନ ଯିବା ପୁଣି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ପିଲାମାନଙ୍କ ପାଖରେ ଦେଖାଯିବା ଏକ ସାଧାରଣ କଥା ହୋଇଥାଏ। ଏବେ କିନ୍ତୁ କରୋନା ଭାଇରସ ସଂକ୍ରମଣ…
ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ
ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ କିଛି ମାସ ଧରି ନିଆରା ସର୍ତ୍ତ ଜାରି ରଖିଛନ୍ତି। ଏହା ଦ୍ୱାରା ଇତିମଧ୍ୟରେ ଓ୍ବେଲଫେୟାର…
ଟୁଇଟର୍ରେ ସର୍ବାଧିକ ଲାଇକ୍ କରାଯାଇଥିବା ଟୁଇଟ୍ ବିଷୟରେ ଜାଣନ୍ତି କି
ହଲିଉଡର ପ୍ରସିଦ୍ଧ ଅଭିନେତା ଚାଦ୍ୱିକ୍ ବୋସମ୍ୟାନ୍ଙ୍କ ଗତ ଅଗଷ୍ଟ ୨୯ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ଥିଲେ। ଫିଲ୍ମ ‘ବ୍ଲାକ ପାନ୍ଥର୍’ର ଏହି ମୁଖ୍ୟ ଅଭିନେତାଙ୍କ ବିୟୋଗରେ ସାରା…

