ଫୁରସତ

ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ। ଭଗବାନଙ୍କ ପରି ହେବାକୁ ବିଶ୍ୱାସ କରୁଥିଲେ। ଏହାର ମୁଖ୍ୟ କାରଣ ଥିଲା ଡ. ଦ୍ୱାରିକାନାଥ…

ବିବାହ କରିବାକୁ ଗୁଜରାଟରୁ ବିହାର ଚାଲିଆସିଲେ ଯୁବତୀ

କୈମୁର, ୩୦।୮: ବିହାରର ଭଭୁଆସ୍ଥିତ ମହିଳା ଥାନା ନିକଟରେ ଥିବା ମହାକୋଟେଶ୍ୱର ମନ୍ଦିରରେ ପୋଲିସ ତତ୍ତ୍ୱାବଧାନରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି। ସୂଚନା ମୁତାବକ ଉଭୟ ଯୁବକ ଓ ଯୁବତୀ ଏକାଠି ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ…

ଲମ୍ଫ ମାରି ପକ୍ଷୀକୁ ମାଡିବସିଲା ବିଲେଇ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ବିଲେଇ ଲମ୍ଫ ପ୍ରଦାନ କରି ଏକ ପକ୍ଷୀକୁ ଧରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଗୋଟିଏ ବିଲେଇଟି ରାସ୍ତା ଯାଉଛି। ସେହି ସମୟରେ ଏକ ପକ୍ଷୀ…

ନିଟ୍‌, ଜେଇଇ ପରୀକ୍ଷାକୁ ବିରୋଧ କରୁଥିବା ଏହି ୯ ବର୍ଷୀୟା ଝିଅ କିଏ ଜାଣନ୍ତି କି

ମଣିପୁରର ଲିସିପ୍ରିୟା କଙ୍ଗୁଜାମଙ୍କୁ ମାତ୍ର ୯ ବର୍ଷ ବୟସ। କଲେଜରେ ପଢିବାକୁ ତାଙ୍କର ପ୍ରାୟ ୧୦ ବର୍ଷ ଅଛି, ତଥାପି ସେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ଏହି କୁନି ଆକ୍ଟିଭିଷ୍ଟ(ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତା) କହିଛନ୍ତି…

ଜନ୍ମର ୬ ମାସ ମଧ୍ୟରେ ବନିଗଲା ବିଶ୍ୱର ସବୁଠାରୁ ମହଙ୍ଗା ମେଷ

ନୂଆଦିଲ୍ଲୀ, ୩୦।୮: ଜନ୍ମର ମାତ୍ର ୬ ମାସ ମଧ୍ୟରେ ଗୋଟିଏ ମେଷ ଛୁଆ ବିଶ୍ୱର ସବୁଠାରୁ ମହଙ୍ଗା ମେଷ ବନିଯାଇଛି। ସ୍କଟ୍‌ଲାଣ୍ଡରେ ଆୟୋଜିତ ହୋଇଥିବା ଏକ ନିଲାମୀରେ ଏହି ମେଷ ଛୁଆ ୩ ଲକ୍ଷ ୬୭ ହଜାର ୫୦୦ ପାଉଣ୍ଡରେ ବିକ୍ରି…

ଏମିତି ଗାଁ, ଯେଉଁଠି ଅଜବ ଭାଷାରେ କଥା ହୁଅନ୍ତି ଲୋକେ

ଆମ ଦେଶରେ ଅନେକ ରହସ୍ୟମୟ କଥା ଲୁଚି ରହିଛି। ଯାହା ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ଭାରତରେ ଏମିତି ଏକ ସ୍ଥାନ ଅଛି, ଯାହା ସମ୍ପର୍କରେ ଜାଣିଲେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଅଜବ ସ୍ଥାନ ରହିଛି ହିମାଚଳ…

ମାତ୍ର ୮ ବର୍ଷ ବୟସରେ ପକ୍ଷାଘାତ ଯୋଗୁ ଅଚଳ ହୋଇଯାଇଥିଲା ଶରୀରର ଅଧା ଅଙ୍ଗ: ଏପରି ଲଢ଼ି ସୁସ୍ଥ ହୋଇଥିଲେ ବାବା ରାମଦେବ

ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ରାମଦେବଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ପ୍ରେରଣାଦାୟୀ। ହରିୟାଣାର ମହିନ୍ଦରଗଡ଼ ଜିଲାର ଏକ ଛୋଟ ଗାଁରେ…

୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…

ବର୍ଲିନ୍‌, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଜମାର୍ନୀର ଏକ ଚିଡ଼ିଆଖାନାରେ ୧୨ ବର୍ଷ ପରେ ମା’ ହାତୀ ପୁଅ ହାତୀକୁ ଭେଟିଛି।…

ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା କୁକୁଡ଼ା: ପରେ କଲା ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁମ୍ଭୀର ଶୋଇଥିବା ବେଳେ କୁକୁଡ଼ା ତା’ ଉପରେ ଚଢ଼ିଯାଇଛି ।…

ଶାଓ୍ବାର ଅନ୍‌ କରି ଏମିତି ଗାଧୋଉଛି ପକ୍ଷୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଜିମ୍‌ସେଣ୍ଟରରେ ବତକ: କରୁଛି ଏପରି ବ୍ୟାୟାମ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ପାସ୍‌ଓ୍ବାର୍ଡ ନ ପଡ଼ି ମଧ୍ୟ ଖୋଲିବନି

ଆପଣ ନ ଥିବା ସମୟରେ ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ସେ ସାଙ୍ଗସାଥୀ ହୁଅନ୍ତୁ କି ଆଉ କେହି। ଏମିତି କି ଆପଣ ମଧ୍ୟ ସେମାନଙ୍କୁ ମନା ବି କରିପାରିବେନି ଯେ, ସେ ଆପଣଙ୍କ ଫୋନ୍‌ ଛୁଅନ୍ତୁ ବୋଲି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?