ଫୁରସତ

୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପତ୍ର

ଘର ସଜେଇବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ଇଣ୍ଡୋର୍‌ ପ୍ଲାଣ୍ଟସ୍‌ ଲଗାନ୍ତି। ନିକଟରେ ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ୬ ଲକ୍ଷ ଟଙ୍କା କରି ଏକ ଦୁର୍ଲଭ ଇଣ୍ଡୋର୍‌ ପ୍ଲାଣ୍ଟସ୍‌ କିଣିଛନ୍ତି। ଏହାର ନାମ ହେଉଛି ଭେରିଗେଟେଡ୍‌ ର଼୍ୟାଫିଡୋଫୋରା ଟେଟ୍ରାସ୍ପର୍ମା।…

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧.୪୦ ଲକ୍ଷ ଟଙ୍କାର କ୍ୟାମେରା, ପ୍ୟାକେଟ୍‌ ଭିତରୁ ବାହାରିଲା ଏମିତି

ମହାମାରୀ କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ତାଲା ପଡିଛି। ଆଜିକାଲି ବାହାରକୁ ଯାଇ ନ ପାରି ଲୋକମାନେ ଅନଲାଇନ ସପିଂକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ ମଧ୍ୟରେ ଲୋକେ ଠକାମିର ଶିକାର ହେଉଥିବା ଦେଖାଯାଇଛି। ସୁମିତ ଚୌହାନ ନାମକ ଜଣେ ବ୍ୟକ୍ତି…

ଗର୍ଭବତୀ ସ୍ତ୍ରୀଙ୍କ ପରୀକ୍ଷା ପାଇଁ ୧୧୭୬ କିମି ସ୍କୁଟି ଚଲାଇଲେ ସ୍ବାମୀ

ଗ୍ବାଲିଅର, ୩।୯: ଯଦି ଦୃଢ଼ ଇଚ୍ଛାଶକ୍ତି ଥାଏ ତେବେ ଅସମ୍ଭବ ବି ସମ୍ଭବପର ହୋଇଥାଏ। ଯାହାକୁ ଝାଡ଼ଖଣ୍ଡର ଧନଞ୍ଜୟ ମାଝି କରି ଦେଖାଇଛନ୍ତି। ଧନଞ୍ଜୟ ଝାଡ଼ଖଣ୍ଡରେ ରହୁଥିଲେ ମଧ୍ୟ ଏହି ସମୟରେ ତାଙ୍କର ଚର୍ଚ୍ଚା ମଧ୍ୟପ୍ରଦେଶରେ ଖୁବ୍‌ ଜୋରରେ ଚାଲିଛି। ସ୍ତ୍ରୀ…

ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ନିଛାଟିଆ ରାସ୍ତାରେ ଜଣେ ଯୁବକ ସାଇକେଲ ଯୋଗେ ଯାଉଥିବାବେଳେ ଏକ ହାତୀ ହାବୁଡରେ…

ବିମାନରେ ଗରମ ଲାଗିଲା ବୋଲି ଏମରଜେନ୍ସି ଡୋର୍‌ ଖୋଲି ପଙ୍ଖା ଉପରେ ବୁଲିଲେ ଏହି ମହିଳା: ଆଉ ତା ପରେ..

ବିମାନଯାତ୍ରା କରିବା ସହଜ ନୁହେଁ। କେହି କେହି ଏହି ଯାତ୍ରାରେ ଅଣନିଶ୍ୱାସୀ ହୋଇପଡ଼ନ୍ତି। ତେବେ ଜଣେ ମହିଳା ବିମାନଯାତ୍ରା ସମୟରେ ଏପରି କିଛି କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଏପରି। ଏକ ଚାର୍ଟର ବିମାନ(ପିଏସ୍‌୬୨୧୨)ରେ ମହିଳାଜଣକ ତୁର୍କିରୁ…

ଡିଜେ ଲଗାଇ ସାପ ଖେଳାଉଥିଲେ ଏହି କେଳା, ତା’ ପରେ ଘଟିଲା ଏମିତି କିଛି…

ବିହାରର ଖଗରିଆରେ ଜଣେ କେଳାଙ୍କୁ ଡିଜେ ସାଉଣ୍ଡ୍‌ରେ ସାପ ଖେଳାଇବା ମହଙ୍ଗା ପଡ଼ିଛି। ଖେଳ ସମୟରେ ବିଷଧର ସାପ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ବେଲଦୁର ଅଞ୍ଚଳର ପାନସଲାଓ୍ବା ଗ୍ରାମରେ ଘଟିଛି। କିଛି ଲୋକ ଆଞ୍ଚଳିକ ପର୍ବ…

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ, ଝିଅ ଈଶାଙ୍କ ସମକକ୍ଷ ହେଲେ କେରଳର ଏହି ଶିକ୍ଷକ, ଛିଡ଼ା କଲେ ୭୩୦୦୦ କୋଟିର କମ୍ପାନୀ

୪୦ ବର୍ଷରୁ କମ୍‌ ଆୟୁ ବିଶିଷ୍ଟ ବିଶ୍ୱର ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ସାମିଲ ହୋଇ ଚର୍ଚ୍ଚାରେ ଜଣେ ଶିକ୍ଷକ। ସେ ହେଲେ ଅନ୍‌ଲାଇନ୍‌ ଶିକ୍ଷା ଆପ୍‌ ‘ବାୟଜୁ’ ର ସଂସ୍ଥାପକ ବାୟଜୁ ରବିନ୍ଦ୍ରନ। ଓ୍ବେଲ୍ଥ ମାଗାଜିନ୍‌ ଫର୍ଚୁନ ପକ୍ଷରୁ ପ୍ରକାଶିତ ୪୦ଜଣ…

କୁନି ଶିଶୁର ପୁଶ୍‌ଅପ୍ସ, ଭିଡିଓ ଭାଇରାଲ

କିଛି ଲୋକ ଓ୍ବାର୍କ ଆଉଟ୍‌ ଏବଂ ଜିମ୍‌ ନ ଯିବା ପାଇଁ ଆଳ ଦେଖାନ୍ତି। ମାତ୍ର ଏମିତି ଏକ ଭିଡିଓ ଅଛି, ଯାହାକୁ ଦେଖିଲେ ଜିମ୍‌ ଏବଂ ବ୍ୟାୟାମ ଯିବାକୁ ପ୍ରେରଣା ଯୋଗାଇବ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍‌…

କୋଟିଏ କି ୨ କୋଟି ନୁହେଁ, ଏହି ମେଣ୍ଢାର ଦାମ୍‌ ରହିଛି …

ଅତି ବେଶିରେ ଲକ୍ଷେ କି ୨ ଲକ୍ଷ ଟଙ୍କାରେ ମେଣ୍ଢା କିଣାବିକା ଖବର ଶୁଣିଥିବେ । ମାତ୍ର ଏମିତି ଏକ ମେଣ୍ଢା, ଯାହା ବିଶ୍ୱର ସବୁଠାରୁ ଦାମୀ ଭାବେ ପରିଗଣିତ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି…

ଯୁବତୀଙ୍କ ପେଟରୁ ବାହାରିଲା ୭ କେଜି ଓଜରର ଚୁଟି

ରାଞ୍ଚି, ୨।୯: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ପେଟରୁ ୭ କିଲୋ ଓଜନର ଚୁଟିର ପିଣ୍ଡୁଳା ବାହାର କରାଯାଇଛି। ଯୁବତୀଙ୍କ ପେଟରୁ ଅପରେସନ କରି ଏହି…

ମେଲବକ୍ସରୁ ଚିଠି ଖାଇଗଲା ଛେଳି, ଆଉ ତା’ପରେ..

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଗୋଟିଏ ଛେଳି ମେଲ ବକ୍ସରୁ ସମସ୍ତ ଚିଠି ଖାଇଦେବାର ଦେଖାଯାଇଛି। ଭିଡିଓଟି ଆମେରିକାର ଆଲାବାମା ସହରର ଟୋକ୍ସିର ବୋଲି…

ବର ୭୦କୁ କନ୍ୟା ୬୦, ଡାକ୍ତରଖାନାରେ ସାକ୍ଷାତ ଘରେ ହେଲା ବିବାହ

ପ୍ରେମ କେତେବେଳେ କେଉଁଠି କାହା ସହ ହେବ କହି ହୁଏ ନାହିଁ। ପ୍ରେମରେ ବୟସ ମଧ୍ୟ ଖୋଜାପଡ଼େନି। ପରିଣତ ବୟସରେ ବି ପ୍ରେମ ହେଉଥିବା ଅନେକ ନଜିର ରହିଛି। ଏମିତି ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଭୁରାଖେଡ଼ି ଗ୍ରାମରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?