ଫୁରସତ

ପ୍ରଥମ ପିଜା ଡେଲିଭରୀ କରିବାକୁ ଯାଇ ଭାବିପତ୍ନୀଙ୍କୁ ଭେଟିଥିଲେ ଡୋମିନୋସ୍‌ର ମାଲିକ: ଏମିତି ଥିଲା ଲଭ୍‌ଷ୍ଟୋରୀ

୧୯୬୦ରେ ଆରମ୍ଭ ହୋଇଥିଲା ଡୋମିନୋସ୍‌ ପିଜାର ଯାତ୍ରା। ଦୁଇ ଭାଇ ଟମ୍‌ ଏବଂ ଜିମ୍‌ ମୋନାଘାନ୍‌ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ଆଠ ମାସ ପରେ ଜିମ୍‌ କମ୍ପାନୀକୁ ଛାଡ଼ି ଦେଇଥିଲେ। ପ୍ରଥମେ ଏହାର ନାମ ଡୋମିନିକ୍‌ ଥିବା...

ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ

ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍‌ ଲୋକପ୍ରିୟ। ୧୯୯୧ରେ ଟାଟା ଗ୍ରୁପ୍‌ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଉତ୍ସର୍ଗୀକୃତ...

ନଦୀରୁ ପାଣି ନେଇ ନିଆଁ ଲିଭାଇଲା ଏରୋପ୍ଲେନ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ଏରୋପ୍ଲେନ ନଦୀରୁ ପାଣି ନେଇ ନିଆଁ ଲିଭାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ନୀଳ ରଙ୍ଗର ଏରୋପ୍ଲେନ ଶୂନ୍ୟରେ ନଦୀରୁ ପାଣି...

ଜୋର ଜବରଦସ୍ତ ପୋଷା ମାଙ୍କଡ଼କୁ ମଦ ପିଆଇବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଏହି ଟାଟୁ କଳାକାର

ମାଙ୍କଡ଼କୁ ନିର୍ଯାତନା ଦେବା ଜଣେ ଟାଟୁ କଳାକାରଙ୍କୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ରେ ରହୁଥିବା କମଲଜିତ ସିଂଙ୍କୁ ମାଙ୍କଡ଼କୁ ଘରେ ଗୃହପାଳିତ ପଶୁ ଭାବେ ରଖିବା ଏବଂ ତାର ଫଟୋ ଇନ୍‌ଷ୍ଟଗ୍ରାମରେ ପୋଷ୍ଟ କରିବାକୁ ନେଇ ପୋଲିସ ଗିରଫ କରିଛି। କମଲଜିତ...

ଆମେରିକାରେ ବିବାହ କଲେ ଏହି ଭାରତୀୟ ଯୋଡ଼ି, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ପରିବାର

କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି। ବିଶେଷକରି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ଏମିତି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ରହୁଥିବା ଭାରତୀୟ ପ୍ରେମୀଯୁଗଳ ଜୁମ୍‌ ଆପ୍‌ରେ ଭର୍ଚୁଆଲ ବିବାହ କରିଛନ୍ତି। ଏହି...

କଖାରୁରେ ଚଢ଼େଇ

ବୁଲଗେରିଆର ଆଞ୍ଜେଲ ବୋରାଲିଭ୍‌ ଜଣେ ଫୁଡ୍‌ ଆର୍ଟିଷ୍ଟ। ତାଙ୍କ ହାତରେ ଅଛି ଅଦ୍ଭୁତ ଯାଦୁ। ସେ ଖାଦ୍ୟକୁ ଦେଇପାରନ୍ତି ଅତି ସୁନ୍ଦର ରୂପ। ତେବେ ୭ ବର୍ଷ ତଳେ ସେ ଆରମ୍ଭ କରିଥିଲେ ଆଉ ଏକ କଳା। ଆଞ୍ଜେଲ କଖାରୁକୁ...

ଦିଗ ଅନୁସାରେ ବାଛନ୍ତୁ ରଙ୍ଗର କ୍ୟାଣ୍ଡେଲ

ଆଜିକାଲି ବଜାରରେ ଅନେକ ସୁନ୍ଦର ସୁନ୍ଦର ଡିଜାଇନ୍‌ ଓ ରଙ୍ଗର କ୍ୟାଣ୍ଡେଲ ମିଳୁଛି। ଅନେକଙ୍କର ସଉକ ଥାଏ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି କ୍ୟାଣ୍ଡେଲ କିଣିବା। ଆଉ ଘର ସଜାଇବା। ତେବେ ଦିଗ ଅନୁସାରେ କ୍ୟାଣ୍ଡେଲର ରଙ୍ଗ ଚୟନ...

ମାମୁଘର କେତେଦୂର: ମନେପଡେ ମିଠା ସ୍ମୃତି, ସବୁ ଦୁଷ୍ଟାମି ମାଫ୍‌ ହୋଇଯିବାର ଅଲିଖିତ ପ୍ରତିଶ୍ରୁତି

ନିଜ ଘର ପରେ ଆଉ ଯେଉଁ ଘରଟି ସବୁଠୁ ପ୍ରିୟ ତା’ କେବଳ ମାମୁଘର। ପିଲାଙ୍କ ପାଇଁ ଗୋଟେ ଅପେକ୍ଷାର ଘର, ଗୋଟେ ବିଳାସର ନାଁ, ସେଇଠି ଅଛି ଅସରନ୍ତି ଆଈମା’ କାହାଣୀର ପେଡ଼ି, ଚକାଚକା ଭଉଁରି, ମାଈଁଙ୍କ ଦୁଧ...

ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଯାହା କେବେ ଆଗରୁ ଶୁଣି ନ ଥିବେ

ପାରିବାରିକ କଳହରୁ କିଛି ଲୋକ ଆତ୍ମହତ୍ୟା କରୁଥିବା ଶୁଣିଥିବେ। କେହି କେହି ଘର ମଧ୍ୟ ଛାଡ଼ି ଦେଇଥିବା ଶୁଣିଥିବେ। ମାତ୍ର ପାରିବାରିକ କଳହରୁ ସ୍ତ୍ରୀଙ୍କ ଉପରେ ରାଗି କେହି କିନ୍ନର ହୋଇଯିବାର କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ।...

ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୁଏ। କାରଣ ଏହାର ବ୍ୟବହାର ଅଧିକାଂଶଙ୍କୁ ଜଣା ନାହିଁ କହିଲେ ଚଳେ। ଗଧ...

ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ

କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍‌ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି. ସିଂ ପରିହାରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶ କାନପୁରର ଘାଟମ୍‌ ପୁର...

୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢାଇଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri