ଫୁରସତ

ଦୁଇ ଯୁବକଙ୍କୁ ଗର୍ଭ ପରୀକ୍ଷା ପାଇଁ ପରାମର୍ଶ ଦେଲେ ଡାକ୍ତର, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋଗରେ ପଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଡାକ୍ତର ଔଷଧ ଦେଲେ ଲୋକେ ସୁସ୍ଥ ହୋଇଥା’ନ୍ତି। କିନ୍ତୁ ଯଦି ଡାକ୍ତର ଭୁଲ ପ୍ରେସ୍‌କ୍ରିପ୍‌ସନ୍‌ ଲେଖନ୍ତି ତେବେ ରୋଗୀର ଅବସ୍ଥା ସଂଗୀନ ହୋଇପଡ଼େ। ସେହିପରି ଏକ ଘଟଣା ଘଟିଛି ଦୁଇ ଯୁବକଙ୍କ...

ଗୋଟିଏ ଗୋଡ ନ ଥାଇ ଏହି ଯୁବକ ଖେଳୁଛନ୍ତି ବାସ୍କେଟ ବଲ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ଜଣେ ଯୁବକଙ୍କ ଗୋଟିଏ ଗୋଡ ନ ଥାଇ ମଧ୍ୟ ସେ ବାସ୍କେଟ ବଲ ଖେଳୁଥିବା ଭିଡିଓ ବର୍ତ୍ତମାନ...

ଅନୁଷ୍କାଙ୍କ ପରେ ଏବେ ପିସିଙ୍କ ପାଳି ! ଏହି ଡ୍ରେସ୍‌କୁ କୁହାଯାଉଛି ‘ଚମତ୍କାରୀ’

ବମ୍ବେ: ନିକଟରେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲୀ ଏବଂ ପତ୍ନୀ ଅନୁଷ୍କା ଶର୍ମା। ଇନ୍‌ଷ୍ଟ୍ରାଗ୍ରାମରେ ଫଟୋ ଶେୟାର କରି ବିରାଟ ଏହା ଜଣାଇଥିଲେ। ଫଟୋରେ ଅନୁଷ୍କା ଏକ କଳାରଙ୍ଗର ପୋଲ୍କା ଡଟ୍ସ...

ଗାଈକୁ ବାଡ଼ାଉଥିଲେ ବ୍ୟକ୍ତି: ବାଛୁରୀ ଦେଲା ପାନେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଗାଈ ପହ୍ଲଙ୍କୁ ଘଉଡ଼ାଉଛନ୍ତି।...

ଆକ୍ୱାଗାର୍ଡ ଟ୍ୟାପ ଅନ୍‌ କରି ଏମିତି ପାଣି ପିଉଛି ବିଲେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...

ଶାଢ଼ି ପିନ୍ଧି ଯୁବତୀ କଲେ ଏଭଳି ଷ୍ଟଣ୍ଟ୍‌‌…

ନୂଆଦିଲ୍ଲୀ, ୨୯।୮: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବତୀ ଶାଢ଼ି ପିନ୍ଧି ଷ୍ଟଣ୍ଟ୍‌ କରୁଥିତ୍ବାର ଦେଖିବାକୁ ମିଳୁଛି। ସାଙ୍ଗରେ ଜଣେ ପୁରୁଷ ବନ୍ଧୁ କୋର୍ଟ ପିନ୍ଧି ଯୁବତୀଙ୍କ ସହିତ ସମାନ...

ଏମିତି ଗାଁ ଯେଉଁଠାରେ ଆଜି ବି ମୋବାଇଲ ନେଟଓ୍ବର୍କ ନାହିଁ

ଜୟପୁର,୨୯।୮: ଦେଶରେ ଡିଜିଟାଲ ଇଣ୍ଡିଆ, ଆତ୍ୟାଧୁନିକ ଜ୍ଞାନ କୌଶଳ, ନୂଆ ନୂଆ ଟେକ୍ନୋଲୋଜି ଓ ଆତ୍ମନିର୍ଭରଶୀଳ କଥା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ଟେକ୍ନୋଲୋଜିର କୌଣସି ଗନ୍ଧବାସ ନାହିଁ।...

ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ବିବାହ କରିବାକୁ ୩୦୦ କିମି ଯାତ୍ରା କରି ପହଞ୍ଚିଲେ ଏହି ଯୁବତୀ: ଏବେ ବଡ଼ଭାଇଙ୍କୁ ବିବାହ କରିବେ ବୋଲି ଦେଇଛନ୍ତି ଧାରଣା

କାନପୁର,୨୯।୮: ଉତ୍ତରପ୍ରଦେଶର କାନପୁରରେ ଏକ ନିଆରା ପ୍ରେମକାହାଣୀ ଦେଖିବାକୁ ମିଳିଛି। ଜଣେ ଯୁବତୀ ନିଜର ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ଭେଟିବା ପାଇଁ ୩୦୦ କିମି ଯାତ୍ରା କରି ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କଠାରୁ ପ୍ରେମିକ ୫ବର୍ଷ...

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌ ପକ୍ଷରୁ ଗତ କିଛି ବର୍ଷ ଧରି ଏନେଇ ନାନା ପରୀକ୍ଷା ନିରୀକ୍ଷା ଜାରି...

ରାଜରାସ୍ତାରେ ପରୀକ୍ଷଣ ହେଲା ଉଡ଼ନ୍ତା କାର

ଟୋକିଓ, ୨୯।୮: ଗତ ୧୦ ବର୍ଷ ଧରି ଜାରି ରହିଥିବା ପରୀକ୍ଷାର ଅନ୍ତ ଘଟିଛି। ରାଜରାସ୍ତାରେ ଉଡ଼ନ୍ତା କାରର ପରୀକ୍ଷା ଏବେ ଶେଷ ହୋଇଛି। ଜାପାନର ସ୍କାଏ ଡ୍ରାଇଭ୍‌ ଇଣ୍ଟରନ୍ୟାଶନାଲ୍‌ କମ୍ପାନୀ ପକ୍ଷରୁ ଉଡ଼ନ୍ତା କାର ପରୀକ୍ଷା ସଫଳତାର ସହିତ...

ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ

ବର୍ଲିନ୍‌, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଜର୍ମାନୀରେ ଏକ ଦାତବ୍ୟ ଅନୁଷ୍ଠାନ ମାଇନ୍‌ ଗ୍ରୁଣ୍ଡ୍‌ଆଇନ୍‌କମନ୍‌ (ମାଇଁ...

ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍‌ ଲାଇନ୍‌ରେ ଦୌଡ଼ିଲେ ଯୁବକ

ଲକ୍ଷ୍ନୌ , ୨୯।୮: ଟ୍ରେନ୍‌ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍‌ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣା ଦୂର ହୋଇପାରିଛି। କଟଘର ଥାନା ଅଞ୍ଚଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri