ରାଜରାସ୍ତାରେ ପରୀକ୍ଷଣ ହେଲା ଉଡ଼ନ୍ତା କାର

ଟୋକିଓ, ୨୯।୮: ଗତ ୧୦ ବର୍ଷ ଧରି ଜାରି ରହିଥିବା ପରୀକ୍ଷାର ଅନ୍ତ ଘଟିଛି। ରାଜରାସ୍ତାରେ ଉଡ଼ନ୍ତା କାରର ପରୀକ୍ଷା ଏବେ ଶେଷ ହୋଇଛି। ଜାପାନର ସ୍କାଏ ଡ୍ରାଇଭ୍‌ ଇଣ୍ଟରନ୍ୟାଶନାଲ୍‌ କମ୍ପାନୀ ପକ୍ଷରୁ ଉଡ଼ନ୍ତା କାର ପରୀକ୍ଷା ସଫଳତାର ସହିତ କରାଯାଇଛି। କାରରେ ଜଣେ ବସିପାରିବେ। ଏହାକୁ ୨ ମିଟର ଉପରେ ଉଡ଼ାଯାଇଛି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୋଟରସାଇକେଲ ଭଳି ଦେଖାଯାଉଥିବା ଏହି କାର୍‌କୁ ଜଣେ ବ୍ୟକ୍ତି ଉଡ଼ାଇଛନ୍ତି। ଏଭଳି କାର୍‌ ୨୦୨୩ ସୁଦ୍ଧା ବଜାରରେ ମିଳିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ପୃଥିବୀର ବିଭିନ୍ନ ଦେଶରେ ୧୦୦ରୁ ଅଧିକ ଉଡ଼ନ୍ତା କାର ପ୍ରକଳ୍ପ ଉପରେ ରିସର୍ଚ୍ଚ ଜାରି ରହିଛି। ତେବେ ଜାପାନର ସ୍କାଏ ଡ୍ରାଇଭ୍‌ ଏଥିରେ ସଫଳ ରହିଥିବା କମ୍ପାନୀର ଏହି ପ୍ରକଳ୍ପର ମୁଖ୍ୟ ତୋମୋହିରୋ ଫୁକୁଜାଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ସପ୍ତାହରେ କ୍ୟାବିନେଟରେ ଅଦଳ ବଦଳ କରିପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଓଟାଓ୍ବା,୨୫।୭: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ଯୋଜନା କରିପାରନ୍ତି। ଦୁଇଟି ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।...

୨୩୦୦ ଫୁଟ ଉଚ୍ଚରୁ ମାଲିକଙ୍କ ସହ ଡେଇଁଲା କୁକୁର, ଫଟୋ ଭାଇରାଲ

ସୁଇଜରଲାଣ୍ଡ୍‌: ଲାଟରବ୍ରୁନେନ୍‌ ଭ୍ୟାଲିସ୍ଥିତ ୨୩୦୦ ଫୁଟ ଉଚ୍ଚରୁ ତଳକୁ ମାଲିକଙ୍କ ସହିତ ଏକ କୁକୁର ଜମ୍ପ୍‌ କରିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ।...

ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ

ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍‌ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ ମ୍ୟାଚ୍‌ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮...

ପୋଡ଼ା ଖାଦ୍ୟର ସଂଗ୍ରହାଳୟ

ବେଳେ ବେଳେ ଅସାବଧାନତା ହେତୁ ରୋଷେଇ କରିବାବେଳେ ଖାଦ୍ୟ ଜଳିଯାଏ। ମନ ଭାରି ଖରାପ ଲାଗେ। ଆଉ ଆମେ ତାକୁ ଫୋପାଡିବାକୁ ବାଧ୍ୟ ହେଉ। କିନ୍ତୁ...

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା...

ପୋଲାଣ୍ଡରେ ଏକ ହଜାର ସୈନ୍ୟ ମୁତୟନ କରିବ ଆମେରିକା

ଓ୍ବାଶିଂଟନ,୧୩।୬: ପୋଲାଣ୍ଡରେ ଆମେରିକା ଅତିରିକ୍ତ ଏକ ହଜାର ସୈନ୍ୟ ମୁତୟନ କରିବ। ଏଠାରେ ରୁଷିଆର କାର୍ଯ୍ୟକାଳାପ ବୃଦ୍ଧି ପାଉଥିବାରୁ ଆମେରିକା ଏଭଳି କରିବ ବୋଲି ରାଷ୍ଟ୍ରପତି...

ଉର୍ଫିଙ୍କ ରାସ୍ତାରେ ଆଉ ଜଣେ…

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫ୍ୟାଶନ ପଛରେ ପଡ଼ିଛନ୍ତି। ଲୋକମାନେ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ୍‌ ସହିତ ନିଜକୁ ସୋସିଆଲ ମିଡିଆରେ ସବୁବେଳେ ପାଇଁ ଅପ୍‌ଡେଟ୍‌ ରଖିଥାନ୍ତି। ପୂର୍ବରୁ...

Advertisement
Archives

Model This Week