Posted inଫୁରସତ

ଏପରି ବୁଦ୍ଧି ଖଟାଇ ଓଟ ଉପରେ ପାଣି ଛିଞ୍ଚୁଛି ହାତୀ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଓଟ ଉପରେ ପାଣି ଛିଞ୍ଚୁଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ହାତୀଟି ଏକ ପାଣି କୁଣ୍ଡରୁ ଶୁଣ୍ଢରେ ପାଣି ନେଇ ନିକଟରେ ଥିବା ଓଟ ଉପରେ ଛିଞ୍ଚନ କରୁଛି। ପରେ ସେଠାରୁ ହାତୀଟି ପଳାଇ ଆସୁଛି। ଓଟଟି ଏକ ବାଡ ଭିତରେ ଆବଦ୍ଧ ହୋଇ ରହିଥିବା ଦେଖିବାକୁ ମିଳିଛି। ୧୧ ସେକେଣ୍ଡର ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେସିବିରେ ବସି ବେଦୀକୁ ଯାଉଥିଲେ ବରକନ୍ୟା, ହଠାତ୍‌ ଖସିପଡ଼ିଲେ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଅନେକ ସମୟରେ ବହୁ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ...

୨୦ ବର୍ଷ ବୈଠକ ପରେ ୨୦୦ ଦେଶ ପ୍ରଣୟନ କଲେ ନୂଆ ସମୁଦ୍ର ଆଇନ: ୨୦୩୦ ସୁଦ୍ଧା ୩୦ ପ୍ରତିଶତ ମହାସାଗର ହେବ ସଂରକ୍ଷିତ…

ନ୍ୟୁୟର୍କ,୧୬।୩ : ବିଶ୍ୱ ୨୦୦ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହାର ନାମ ‘ହାଇ ସି ଟ୍ରିଟି’ ରଖାଯାଇଛି। ୨୦ ବର୍ଷର ବିଚାର ବିମର୍ଷ...

ମନୁଷ୍ୟ ଦୁଃଖ ପାଏ କାହିଁକି

ଏହାର ସମାଧାନ କିଏ କେତେ ପ୍ରକାର ଦେଲେ ବି ଉତ୍ତର କିନ୍ତୁ ଗୋଟିଏ l ଶାସ୍ତ୍ର, ପୁରାଣ ଓ ସାଧୁସନ୍ଥମାନଙ୍କ ମତରେ ମନୁଷ୍ୟ ନିଜ କର୍ମ...

ଏମିତି ଫୁଟ୍‌ବଲ ଖେଳୁଛି ବିଲେଇ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମହିଳାଙ୍କୁ କରାଯାଏ ଅସୁନ୍ଦର

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଜନଜାତି ରହିଛନ୍ତି। ସେମାନଙ୍କର ମଧ୍ୟ କିଛି ପରମ୍ପରା ରହିଛି। ପୂର୍ବ ଆଫ୍ରିକାରେ ରହୁଥିବା ମୁର୍ସି ଟ୍ରାଇବ୍‌ଙ୍କ କିଛି ଏପରି ପରମ୍ପରା...

ମଙ୍ଗଳରେ ଜନବସତି: କାଚ ଘରେ ରହିବେ ଲୋକେ

ଓ୍ବାଶିଂଟନ,୨୨।୧୧: ମଙ୍ଗଳରେ ଘର କରିବା ପାଇଁ ଯୋଜନା ଜାରି ରହିଛି। ପୃଥିବୀ ସହିତ କେତେକ ସାମ୍ୟତା ରଖୁଥିବା ମଙ୍ଗଳରେ ଜୀବନର ସନ୍ଧାନ ଲାଗି ଦୀର୍ଘ ଦିନ...

ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ...

ଫୁଟ୍‌ବଲ ମ୍ୟାଚ୍‌ରୁ ଆରମ୍ଭ ହୋଇଥିଲା ୧୦୦ ଘଣ୍ଟିଆ ଯୁଦ୍ଧ

ଫୁଟ୍‌ବଲ ମ୍ୟାଚ୍‌ ପାଇଁ ଅତୀତରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିବା ଘଟଣା ପ୍ରାୟ କାହାକୁ ଜଣା ନ ଥିବ। ୧୯୭୦ ଫିଫା ବିଶ୍ୱକପ୍‌ ପାଇଁ...

Advertisement
Archives

Model This Week