Posted inଫୁରସତ

ସମୁଦ୍ର ତଳେ ପୋଷ୍ଟ ଅଫିସ

୧୮୭୪ ମସିହା ଠିକ୍ ଆଜିର ଦିନରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ପ୍ରତିଷ୍ଠା କରିବାକୁ ୨୨ ଦେଶ ସହମତି ପ୍ରକାଶ କରିଥିଲେ । ଏହାପରେ ୧୯୬୯ରେ ଜାପାନର ଟୋକିଓରେ ଏକ ଆୟୋଜନ କରାଯାଇଥିଲା । ଏଥିରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କୁ ଡାକସେବା ସହ ଜୋଡିବା ଓ ଏହା ସମ୍ପର୍କରେ ଅଧିକ ଜାଣିବା । ଏବେ ବିଶ୍ୱରେ ପ୍ରାୟ ୧୪୨ ଦେଶରେ ପୋଷ୍ଟାଲ କୋର୍ଡ ରହିଛି । ଯାହା ୟୁନିଭର୍ସାଲ ପୋଷ୍ଟାଲ ସେବା ଅଧିନରେ ଅସୁଛି । ଦେଶରେ ପିନ୍ କୋର୍ଡ ଆଧାରରେ ଚିଠି ବଣ୍ଟାଯାଇଥିବା କଥା ସମସ୍ତେ ଜାଣନ୍ତି । ତେବେ ଏହି ପିନ୍ କୋର୍ଡ ପ୍ରଥମେ ୧୫ ଅଗଷ୍ଟ ୧୯୭୨ରେ ହୋଇଥିଲା । ପିନ୍‌ର ପ୍ରଥମ ସଂଖ୍ୟରୁ ଅଞ୍ଚଳ, ଦ୍ୱିତୀୟ ସଂଖ୍ୟାରୁ ଡିଭିଜନ ଓ ତୃତୀୟ ସଂଖ୍ୟାରୁ ଜିଲା ଜଣାପଡିଥାଏ । ଆଉ ଶେଷ ସଂଖ୍ୟାରୁ ଏହା କେଉଁ ପୋଷ୍ଟ ଅଫିସକୁ ଯିବ ତାହା ଜଣାପଡିଥାଏ । ଦେଶରେ ଦେଢ ଲକ୍ଷରୁ ଅଧିକ ପୋଷ୍ଟ ଅଫିସ ଏବେ କାର୍ଯ୍ୟ କରୁଥିବା କୁହାଯାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ରିପବ୍ଲିକ୍ ଅଫ୍ ଭାନୁଅତୁରେ ପୋଷ୍ଟ ଅଫିସ ପାଣି ଭିତରେ ଅବସ୍ଥିତ ବୋଲି କୁହାଯାଏ । ଗ୍ରାଉଣ୍ଡ ଲେବଲରୁ ୯ ଫୁଟ ତଳେ ବସିଥିବା ଏହି ପୋଷ୍ଟ ଅଫିସରେ ମାଛଙ୍କ ମଧ୍ୟରେ ଏକ ପୋଷ୍ଟ ବକ୍ସ ରଖାଯାଇଛି ଯାହା ୱାଟର ପ୍ରୁଫ । ତେବେ ସେଠାକାର ଅଧିକାଂଶ ଲୋକେ ସୁଇମିଂ ଜାଣିଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ଏହି ବାକ୍ସଟି ଭର୍ତ୍ତି ହୋଇଯାଇଥାଏ । ଉକ୍ତ ଦେଶର ସରକାର ଡାକ ସେବାକୁ ଏକ ଆଡଭେଞ୍ଚର ଆକ୍ଟିଭିଟି ଭାବେ ଗ୍ରହଣ କରି ଥିବାରୁ ସ୍କୁବା ଡାଇଭର ମାନେ ବିଶେଷ ଭାବେ ଏଠାରେ ଚିଠି ପୋଷ୍ଟ କରିଥାଆନ୍ତି ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri