Posted inଫୁରସତ

ମଣିଷ ଛୁଆର ମା’ ସାଜିଛି କୁକୁର, ଏପରି କରୁଛି ସ୍ନେହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ମା’ କୁକୁର ତାର ଛୁଆକୁ ନୁହେଁ ବଂର ମଣିଷ ଛୁଆକୁ ଦୋଳିରେ ଝୁଲାଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ପୁଣି ପ୍ରମାଣ କରିଦେଇଛି ମା’ ପାଇଁ ତାର ସମସ୍ତ ସନ୍ତାନ ସମାନ ସିଏ, ମଣିଷ ବା ଆଉ କିଏ। ସେ ତାର ସ୍ନେହକୁ ସମସ୍ତଙ୍କୁ ଖୁସିରେ ବାଣ୍ଟିପାରିବ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ-ଗଧିଆ ମୁହାଁମୁହିଁ, ପରେ ଘଟିଲା ଏମିତି

କେବେ ଭାଲୁ ଆଉ ଗଧିଆ ମୁହାଁମୁହିଁ ହେବାର ଦେଖିଛନ୍ତି? ଯଦି ନା ତେବେ ଜଣେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଏପରି ଏକ ଫଟୋ ସୋସିଆଲ ମିଡିଆରେ...

ରେଷ୍ଟୁରାଣ୍ଟରେ ଦିଆଯାଏ ଟଏଲେଟ ପାଣି

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ବିଭିନ୍ନ ପନ୍ଥା ଆପଣେଇଥାଆନ୍ତି। ତନ୍ମଧ୍ୟରୁ କିଛି ହୋଇଥାଏ ବେଶ୍‌ ଅଜବ। ଯେମିତିକି ବେଲ୍‌ଜିୟମ, କୁନେରେ ଥିବା ଏକ ରେଷ୍ଟୁରାଣ୍ଟରେ...

କାନ୍‌ପୁରରୁ ହିମାଳୟାନ୍‌ ଶାଗୁଣା ଉଦ୍ଧାର

ଲକ୍ଷ୍ନୌ: ପୃଥିବୀରେ ଅନେକ ପ୍ରାଣୀଙ୍କ ସଂଖ୍ୟା କମି କମି ବିଲୁପ୍ତପ୍ରାୟ। ସେଥିମଧ୍ୟରେ ଶାଗୁଣା ଅନ୍ୟତମ। ଉତ୍ତର ପ୍ରଦେଶର କାନ୍‌ପୁର ଅଞ୍ଚଳରୁ ଏକ ଭିଡିଓ ସାମ୍‌ନାକୁ ଆସିଛି,...

ବିବାହ ଭାଙ୍ଗିବା ପାଇଁ ଏହି ଦେଶରେ ନିଯୁକ୍ତ କରାଯାଏ ଏଜେଣ୍ଟ୍‌

ବିବାହ ଯୋଡିବା ପାଇଁ ଅନେକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ କିମ୍ବା ଏଜେଣ୍ଟ୍‌ ଅଛନ୍ତି। କିନ୍ତୁ କେବେ ବିବାହ ଭାଙ୍ଗିଥିବା ଏଜେଣ୍ଟମାନଙ୍କ ନାମ ଶୁଣିଛନ୍ତି କି? ଏପରି ଏକ...

ବଉଳ ସାଙ୍ଗରେ ବାହାଘର: ୨ ଯୁବତୀଙ୍କ ନିଆରା ପ୍ରେମ ବିବାହ

ଅଯୋଧ୍ୟା, ୨୯।୮: କଥାରେ ଅଛି ପ୍ରେମ ବାଧାବନ୍ଧନ ମାନେ ନାହିଁ। ଏହାର ସଦ୍ୟତମ ଉଦାହରଣ ଅଯୋଧ୍ୟାରେ ଦେଖିବାକୁ ମିଳିଛି। ଏଠାରେ ୨ ଜଣ ଯୁବତୀଙ୍କ ମଧ୍ୟରେ...

ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ

ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି। ଏଭଳି...

ଅସୁନ୍ଦର ଚେହେରା ପ୍ରତିଯୋଗିତା

ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ସେଥିପାଇଁ କିଏ ଘରୋଇ ଉପଚାର କରନ୍ତି ତ ଆଉ କିଏ ପ୍ଲାଷ୍ଟିକ ସର୍ଜରିର ବି ସାହାଯ୍ୟ ନିଅନ୍ତି। କିନ୍ତୁ...

ଡାକ୍ତରାଣୀଙ୍କ ଟାଟୁ ନିଶା

ଟାଟୁର କ୍ରେଜ୍‌ ଯୁବପିଢିଙ୍କୁ ଅତିକ୍ରମ କରି ବୟସ୍କଙ୍କୁ ଘାରି ସାରିଛି। କେବଳ ସେତିକି ନୁହେଁ ଏବେ ଏଭଳି ବୃତ୍ତିର ଲୋକଙ୍କୁ ବି ଏହି ନିଶା ଘାରିଛି...

Advertisement
Archives

Model This Week