ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ ମଗାଇଥିଲେ। ଯେତେବେଳେ ଘରକୁ ଡେଲିଭରି ବକ୍ସ ଆସିଲା ଏହାକୁ ଖୋଲି ଦେଖିବାରୁ ତାଙ୍କ ହୋସ୍‌ ଉଡ଼ିଗଲା। କାରଣ ଏହି ବକ୍ସ ମଧ୍ୟରେ ବିଲେଇ ପରିବର୍ତ୍ତେ ଏକ ବାଘଛୁଆ ଥିଲା।
ଏକ ରିପୋର୍ଟ ଅନୁଯାୟୀ, ନର୍ମାଣ୍ଡିରୁ ଏହି ଦମ୍ପତି ବିଲେଇ ପାଇଁ ଅନ୍‌ଲାଇନ୍‌ ବିଜ୍ଞାପନ ଦେଖିଥିଲେ। ପରେ ଏହାକୁ ଅନ୍‌ଲାଇନ୍‌ରେ ମଗାଇଥିଲେ। ଯେତେବେଳେ ଘରକୁ ଅନ୍‌ଲାଇନ୍‌ ଡେଲିଭରି ଆସିଲା ସେତେବେଳେ ଏହି ବକ୍ସ ମଧ୍ୟରେ ୧ ମାସର ଏକ ବାଘଛୁଆ ବାହାରିଲା। ଏହାପରେ ସେମାନେ ପୋଲିସ ସହିତ ଯୋଗାଯୋଗ କରିଥିଲେ। ଏହାର ପତ୍ତା ନେବାରୁ ସେ ବାଘଛୁଆଟି ଇଣ୍ଡୋନେସିଆର ଏକ ସୁମାତ୍ରା ଟାଇଗର। ବିଲେଇକୁ ଘରେ ପୋଷିହେବ ମାତ୍ର ବାଘ ପୋଷିବା ଆଇନସଙ୍ଗତ ନୁହେଁ।
ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଦମ୍ପତିଙ୍କ ସହ ପୋଲିସ ମୋଟ୍‌ ୯ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣରେ ଶିଶୁଙ୍କର ବଡ଼ ଭୂମିକା ରହିଛି

ଓ୍ବାଶିଂଟନ, ୨୩।୮: ଶିଶୁମାନଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣ ହାର ଅଧିକ ଏବଂ ତାହା ସେମାନଙ୍କୁ ନୀରବ ସଂକ୍ରମଣକାରୀରେ ପରିଣତ କରିପାରେ ବୋଲି ନିକଟରେ ହୋଇଥିବା ଏକ...

ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ...

କଟକଣା କୋହଳ ପରେ ଟ୍ରାଫିକ ଜାମ୍‌

ବାଙ୍ଗାଲୋର,୨୫ା୪: କର୍ନାଟକ ସରକାର ରାଜ୍ୟରୁ କୋଭିଡ-୧୯ ମୁକାବିଲା ପାଇଁ ଜାରି କରିଥିବା କଟକଣାକୁ କେତେକ ସ୍ଥାନରେ ଗୁରୁବାରଠାରୁ ଆଂଶିକ ଭାବେ କୋହଳ କରିବା ପରେ ଶୁକ୍ରବାର...

ପଥିକ ଯେହ୍ନେ ବୃକ୍ଷ ମୂଳେ..

ପରମାତ୍ମା ନିଜ ଦ୍ୱାରା ସୃଷ୍ଟ ସର୍ବଶ୍ରେଷ୍ଠ ଜୀବ ମଣିଷକୁ ଏ ଧରାଧାମକୁ ପଠାଇଛନ୍ତି। ଏଠାରେ ତା’ର ରହିବା, ଖାଇବା, ମଉଜମଜ୍‌ଲିସ ଆଦି ସବୁ କାର୍ଯ୍ୟ ପାଇଁଁ...

ମଙ୍ଗଳ ଗ୍ରହ : କିଛି କଥା

ମଙ୍ଗଳ ଗ୍ରହକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଏହି ଗ୍ରହ...

ହିରୋସୀମାର ରହସ୍ୟମୟ ଛାଇ

ଟୋକିଓ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମାରେ ୧୯୪୫ ଅଗଷ୍ଟ ୬ରେ ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା। ନିମିଷକ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ...

ଆମେରିକା ଏୟାର ବେସ୍‌ ଉପରେ ଇରାନର ଆକ୍ରମଣ ଘଟଣା: ଟ୍ରମ୍ପ୍‌ କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ୱାଶିଂଟନ,୮।୧: ଆମେରିକା ଏୟାର ବେସ ଉପରେ ଇରାନ ମିସାଇଲ ଆକ୍ରମଣ କରିଛି। ଇରାନର ମେଜର ଜେନେରାଲ ସୋଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ୱାଶିଂଟନ ଓ...

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା...

BGU
Play 250+ Trending Games
Archives

Model This Week

Why Dharitri