ବିରିୟାନି ଖାଇବାକୁ ଲାଗିଲା ଦେଢ କିଲୋମିଟର ଲମ୍ବା ଲାଇନ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ ବାହାରେ ବିରିୟାନି ଖାଇବାକୁ ଲୋକେ ପାଖାପାଖି ୧.୫ କିଲୋମିଟର ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ଏହି ଭିଡିଓକୁ ସମାଚାର ଜେନ୍ସି ଏଏନ୍‌ଆଇ ଦ୍ୱାରା ଶେୟାର କରାଯାଇଛି । ଏହାକୁ ନେଇ ଜଣେ ଗ୍ରାହକ କହିଛନ୍ତି ସେ ଭୋର ପ୍ରାୟ ୪ଟା ବେଳୁ ଲାଇନରେ ଠିଆ ହୋଇଥିବା ବେଳେ ସକାଳ ୬ଟା ୩୦ରେ ତାଙ୍କୁ ବିରିୟାନି ମିଳିଛି । ତେବେ ଏଠାକାର ବିରିୟାନି ଖୁବ୍ ସ୍ୱାଦିଷ୍ଟ ଓ ଅପେକ୍ଷା କରି କିଣିନେବା ଭଳି ବିରିୟାନି ବୋଲି ଗ୍ରାହକ ଜଣକ କହିଛନ୍ତି । ଅନ୍ୟପଟେ ବିରିୟାନି ଦୋକାନର ମାଲିକ କହିଛନ୍ତି ଦୀର୍ଘ ୨୨ ବର୍ଷ ହେବ ସେ ଏହି ବ୍ୟବସାୟ କରୁଛନ୍ତି । ତାଙ୍କ ବିରିୟାନିରେ କୌଣସି ପ୍ରକାର ପ୍ରିଜରଭେଟିଭ ବ୍ୟବହାର କରାଯାଇ ନ ଥାଏ ତେଣୁ ଗ୍ରାହକ ଏହାକୁ ପସନ୍ଦ କରନ୍ତି । ଦିନକୁ ପାଖାପାଖି ସେ ହଜାର କିଲୋଗ୍ରାମର ବିରିୟାନି ପ୍ର୍‌ସ୍ତୁତ କରନ୍ତି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼କରୀଙ୍କୁ ଷ୍ଟାଲିନଙ୍କ ଚିଠି: ଏନଏଚଏଆଇକୁ ତାମିଲନାଡୁ ସହଯୋଗ କରୁ ନ ଥିବା ଧାରଣା ଭୁଲ…

ଚେନ୍ନାଇ,୧୧।୨ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଉତ୍ତର ସଂସଦରେ ଏକ ଭାବନା ସୃଷ୍ଟି...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

ଶିମଲା ଭୂସ୍ଖଳନ: ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର, ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ

ଶିମଲା,୧୫।୮: ସୋମବାର ରାଜଧାନୀ ଶିମଲାର ସମରାହିଲରେ ଘଟିଥିବା ଭୂସ୍ଖଳନ ହେତୁ ମାଟି ତଳେ ପୋତି ହୋଇଯାଇଥିବା ୮ଟି ମୃତଦେହକୁ ବାହାର କରାଯାଇଥିଲା। ତେବେ ମଙ୍ଗଳବାର ଏନଡିଆରଏଫ...

ଶାନ୍ତି ଆଣିଦିଏ ବିକାଶ

ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିଥାଏ। ଶାନ୍ତିର ଗୁରୁତ୍ୱ ଉପଲବ୍ଧିକରି ଏନେଇ ସଚେତନତା ସୃଷ୍ଟି ଲାଗି...

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ୧୨ଥର ବିଦ୍ୟୁତ କାଟ: ଏସ୍‌ପି କଲା ଟାର୍ଗେଟ

ଲକ୍ଷ୍ନୌ,୩୧।୭: କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶର ମୋହନଲାଲଗଞ୍ଜ ଭାଜପା ଏମ୍‌ପି କୌଶଲ କିଶୋରଙ୍କ ଏକ କାର୍ଯ୍ୟକ୍ରମରେ ୧୨ଥର ବିଦ୍ୟୁତ କାଟ କରିଛନ୍ତି। ବାରମ୍ବାର ବିଦ୍ୟୁତ କାଟ ସାମ୍ନାକୁ...

୩୭ ବର୍ଷ ପୂର୍ବେ ବଞ୍ଚାଇଥିଲେ ହଂସର ଜୀବନ, ପରେ ଘଟିଲା ଏମିତି

ତୁର୍କିରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଜଣେ ବ୍ୟକ୍ତି ଦୀର୍ଘ ୩୭ ବର୍ଷ ପୂର୍ବେ ଏକ ହଂସର ଜୀବନ ବଞ୍ଚାଇଥିଲେ। ଏହାପରେ...

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୪।୨: ନିଟ୍‌ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍‌ ପିଜି...

ଶତ୍ରୁକୁ ଜବାବ ଦେବ ନାରୀ ଶକ୍ତି: ରାଫାଲ ଯୁଦ୍ଧ ବିମାନ ଉଡାଇବେ ମହିଳା ପାଇଲଟ!

ନୂଆଦିଲ୍ଲୀ,୨୧ ।୯: ଭାରତୀୟ ବାୟୁସେନାକୁ ନିକଟରେ ମିଳିଥିବା ରାଫାଲ ଯୁଦ୍ଧ ବିମାନର ଦାୟିତ୍ୱରେ ଥିବା ସ୍କାଡ୍ରନଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ଜଣେ ମହଳା ପାଇଲଟ ସାମିଲ ହୋଇ...

Advertisement
Archives

Model This Week