ନିୟମରେ ବଡ଼ ପରିବର୍ତ୍ତନ: ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀ ଯୁଗଳ

ସମୟ ଅନୁସାରେ ସବୁକିଛି ପରିବର୍ତ୍ତିତ ହୋଇଥାଏ। ଗୋଟିଏ ସମୟ ପରେ ସବୁ ଜିନିଷର ପରିବର୍ତ୍ତନ ଅପରିହାର୍ଯ୍ୟ। ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କଠୋରପନ୍ଥି ଦେଶ ୟୁଏଇରେ। ବର୍ତ୍ତମାନ ଏଠାରେ ଆଇପିଏଲ୍‌ ଚାଲିଛି। ଏହା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଦେଶର ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମଦ୍ୟପାନ କରିବା ଏବଂ ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଏକାଠି ରହିବାକୁ ଏଠାରେ ସ୍ବାଧୀନତା ଦିଆଯାଇଛି। ପୂର୍ବରୁ ଏହି ୨ଟି ଜିନିଷ ଉପରେ ନିଷିଦ୍ଧ ଥିଲା। ବିବାହ ପୂର୍ବରୁ ଜଦି କୌଣସି ପୁଅ-ଝିଅକୁ ଏକତ୍ର ଦେଖିବାକୁ ମିଳୁଥିଲା ସେମାନଙ୍କୁ ଚାବୁକରେ ମାଡ଼ ମରାଯାଉଥିଲା। ଏଥିସହ ଏଠାରେ ସର୍ବସାଧାରଣରେ ମଦ ପିଇବା ଉପରେ ମଧ୍ୟ କଟକଣା ରହିଥିଲା। ମାତ୍ର ଏବେ ଏହି ନିୟମରେ ପରିବର୍ତ୍ତନ ହେବା ପରେ ବିବାହ ପୂର୍ବରୁ ପ୍ରେମୀଯୁଗଳ ଏକାଠି ରହିପାରିବେ ଏବଂ ମଦ୍ୟପାନ ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ବଡ଼ ଥ୍ରୀଡି ପେଣ୍ଟିଂ

ଥ୍ରୀଡି ପେଣ୍ଟିଂ ଦିଏ ବାସ୍ତବତାର ସ୍ପର୍ଶ। ଏବେ ଏହି ଥ୍ରୀଡି ପେଣ୍ଟିଂର ବେଶ୍‌ ଚାହିଦା ରହିଛି। ଅନେକ କଳାକାର ନୂଆ ନୂଆ ଢଙ୍ଗରେ ଏହି ପେଣ୍ଟିଂ...

୬୨ ତମ ଜନ୍ମଦିନରେ ୬୨.୪ କିଲୋମିଟର ଦୌଡିଲେ ବରିଷ୍ଠ ନାଗରିକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୭: ଅନେକେ କହିଥାଆନ୍ତି ବୟସ ହେଉଛି ଏକ ସଂଖ୍ୟା। ଏମିତି ଚିନ୍ତାଧାରା ରଖିଥିବା ଲୋକେ ଯୁବାବସ୍ଥାରେ ଯାହା ନ କରିପାରି ଥାଆନ୍ତି ତାହା ୬୦ ବର୍ଷ...

ତାଲିବାନ୍‌କୁ ଆମେରିକାର ନାଲି ଆଖି, ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼…

କାବୁଲ୍‌,୩୦।୬: ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକାର ଶୀର୍ଷ କମାଣ୍ଡର ଅଷ୍ଟିନ୍‌ ସ୍କଟ୍‌ ମିଲର ତାଲିବାନ୍‌ ଆତଙ୍କବାଦୀ ସଂଗଠନକୁ ନାଲି ଆଖି ଦେଖାଇଛନ୍ତି। ଦେଶରେ ହିଂସା ବନ୍ଦ...

ହାତୀଛୁଆର ଜନ୍ମଦିନ: ସାମିଲ ଥିଲେ ୧୫ ହାତୀ, ଭିଡିଓ ଭାଇରାଲ

କେରଳର କୋଟର ହାତୀ ପୁନର୍ବାସ କେନ୍ଦ୍ରରେ ଶ୍ରୀକୁଟୀ ନାମକ ଏକ ହାତୀଛୁଆ ଜନ୍ମଦିନ ପାଳନ କରିଛି। ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଇଥିବା ଏହି ଉତ୍ସବରେ ୧୫...

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି।...

କାର୍ଟୁନ କାଫେ

ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍‌ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ। ଏପରି କାଫେ ରହିଛି ଜାପାନରେ। ଶିନ୍‌ ଓକୁବୋ ଜିଲାରେ...

କରୋନାରୁ ବର୍ତ୍ତିବା ପାଇଁ ଭାରତକୁ ଏନ୍‌-୯୫ ମାସ୍କ ମାଗିଲା ଚାଇନା

ବେଜିଂ,୧।୨: ଚାଇନାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଏବେ ପର୍ଯ୍ୟନ୍ତ ୨୫୯ ଜଣଙ୍କର ଜୀବନ ଗଲାଣି। ଏହି ରୋଗରେ ପ୍ରାୟ...

ବରଫ ଭିତରେ ପଶି ଶିକାର କଲା ଭାଲୁ : ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭାଲୁ ବରଫ ପାହଡ ଭିତରେ ପଶି ମାଛକୁ ଧରୁଥିବା ଭିଡିଓ ବେଶ ଭାଇରାଲ...

Advertisement


Archives

Model This Week