Posted inଫୁରସତ

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା। ଯାହା ଆଜି ବି ସମସ୍ତେ ଜାଣିବା ପାଇଁ ଚାହାନ୍ତି। ଏମିତି ଜଣେ ରାଣୀ ଥିଲେ ମିଶରରେ। ରାଜକୁମାରୀ କ୍ଲିୟୋପେଟ୍ରାଙ୍କୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଏ। କ୍ଲିୟୋପେଟ୍ରା ଯେତିକି ସୁନ୍ଦର ଥିଲେ ତା’ଠୁ ଅଧିକ ଚତୁର ଏବଂ ଷଡ଼ଯନ୍ତ୍ରକାରୀ ଥିଲେ। ପିତାଙ୍କ ଦେହାନ୍ତ ପରେ ମାତ୍ର ୧୪ ବର୍ଷ ବୟସରେ କ୍ଲିୟୋପେଟ୍ରା ଏବଂ ଭାଇ ଟୋଲେମୀ ଡିଓନିସସ୍‌ ମିଳିତ ଭାବେ ରାଜ୍ୟ ପ୍ରାପ୍ତ କରିଥିଲେ। ଭାଇଙ୍କ ହାତରେ ରାଜ୍ୟ ଠିକ୍‌ରେ ଚାଲିଲା ନାହିଁ। ସିରିଆର ଶରଣ ନେବାକୁ ପଡ଼ିଲା କିନ୍ତୁ ରାଜକୁମାରୀ ସାହସ ଛାଡ଼ିଲେ ନାହିଁ। ରୋମ୍‌ର ଶାସକ ଜୁଲିୟସ୍‌ ସିଜରଙ୍କୁ ନିଜର ମୋହରେ ଫସାଇ କ୍ଲିୟୋପେଟ୍ରା ମିଶର ଉପରେ ଆକ୍ରମଣ କରିଥିଲେ। ସିଜର ଟୋଲେମୀଙ୍କୁ ମାରି କ୍ଲିୟୋପେଟ୍ରାଙ୍କୁ ମିଶର ରାଜ ସିଂହାସନରେ ବସାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା ପେପ୍‌ସୀ, କାରଣ ଜାଣିଲେ…

ଆମେ ଯେତେବେଳେ କ୍ଳାନ୍ତ ହୋଇଥାଉ କିମ୍ବା ହୋଟେଲରେ ଖାଇଥାଉ ସେତେବେଳେ କିଛି ଥଣ୍ଡା ପାନୀୟ ଗ୍ରହଣ କରିଥାଉ। ଅନେକ କମ୍ପାନୀ ଥଣ୍ଡା ପାନୀୟ ତିଆରି କରନ୍ତି।...

୨୦୨୦ରେ ଜନ୍ମିତ ଏହି ଶିଶୁ ସବୁ ଜିନିଷକୁ ଭାବୁଛି ସାନିଟାଇଜର, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

କରୋନା ମହାମାରୀ ଆସିବା ପରଠାରୁ ଏହି ଦୁଇବର୍ଷ ମଧ୍ୟରେ ଲୋକଙ୍କୁ ଏକ ନୂଆ ଅଭ୍ୟାସ ଶିଖାଇ ଦେଇଛି। ହାତକୁ ବାରମ୍ବାର ଧୋଇବା, ସାନିଟାଇଜ କରିବା ଫଳରେ...

ପ୍ରଥମ ଦେଖାରେ ପୁଅଙ୍କ କେଉଁ ବ୍ୟବହାର ପ୍ରେମିକାଙ୍କୁ ପ୍ରଭାବିତ କରିଥାଏ, ଜାଣନ୍ତୁ..

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ...

ବିଶ୍ୱର ସବୁଠୁ ଥଣ୍ଡା ଦେଶ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଅଧିକ ଶୀତ ଅନୁଭୂତ ହୋଇଥାଏ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ବେଳେବେଳେ ଶୂନ ରହିଥାଏ। ଫଳରେ ପ୍ରବଳ ତୁଷାରପାତ...

ବର୍ଷାରେ ଷ୍ଟ୍ରିଟ୍‌ଫୁଡ୍‌

ବର୍ଷାଦିନିଆ ଥଣ୍ଡା ପାଗରେ ଗରମ ଗରମ ଚଟପଟି ଖାଦ୍ୟ ଖାଇବାର ମଜା ନିଆରା। ଯେଉଁଥିପାଇଁ ଛୋଟରୁ ବଡ ପ୍ରତିଟି ସହରର ରାସ୍ତା ଉଭୟ ପାର୍ଶ୍ୱରେ ଦେଖିବାକୁ...

କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍‌ଏସ୍‌

ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌ଏସ୍‌) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ...

ଯେଉଁଠି ଆପଣାଛାଏଁ ଅଟକି ଯାଏ ଟ୍ରେନ୍‌…

ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍‌-ଭୋପାଳ ରେଲଓ୍ବେ...

୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌...

Advertisement
Archives

Model This Week