ଫୁରସତ

ବିବାହରେ ଯୋଗ ଦେଇପାରୁନାହାନ୍ତି ବୋଲି ଅତିଥିଙ୍କ ଘରେ ପହଞ୍ଚିଲା ଭୋଜି: ରଙ୍ଗୀନ ବ୍ୟାଗ୍‌ରେ ସ୍ବାଦିଷ୍ଟ ଭୋଜନ ଦେଖି ସବୁ ଆଶ୍ଚର୍ଯ୍ୟ

ଚେନ୍ନାଇ: କରୋନା କାଳରେ ବଦଳିଛି ଚିନ୍ତାଧାରା। ପରିସ୍ଥିତି ସହ ଲଢ଼ିବା ପାଇଁ ମଣିଷ ଆପଣାଉଛି ଭଳିକି ଭଳି ଉପାୟ। ଏବେ ସଂକ୍ରମଣର ସଂଖ୍ୟା କମୁଥିଲେ ହେଁ ବିପଦ ପୁରା ଟଳିନାହିଁ। ଏଣୁ ସରକାରଙ୍କ ପକ୍ଷରୁ ସଚେତନ କରାଯିବା ସହ କିଛି କଥାରେ…

ଅଜବ ଗ୍ଲୋଭ୍ସ

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍‌ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସଗୁଡ଼ିକ କଥା କୁହାଯାଉଛି, ଏହା ଶୀତଦିନେ ହାତକୁ ଉଷ୍ମତା ପ୍ରଦାନ କରିବା ସଙ୍ଗେସଙ୍ଗେ ଟିକେ ଡିଫରେଣ୍ଟ…

ଦାମୀ ମୂର୍ତ୍ତି

ଅନେକ ଲୋକ ନିଜ ଘରେ ପୁରାତନ କଳା ସ୍ଥାପତ୍ୟରେ ତିଆରି ମୂର୍ତ୍ତିକୁ ସଜାଇବାକୁ ଭଲପାଆନ୍ତି । କିନ୍ତୁ ଏପରି କିଛି ପୁରାତନ ମୂର୍ତ୍ତି ଅଛି ଯାହା କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ଏଗୁଡ଼ିକ ହେଉଛି ବିଶ୍ୱର ଦାମୀ…

ସାବୁନ ଲଗାଇ ଧୋଇପାରିବେ ଏହି ମୋବାଇଲ୍‌

କରୋନା ଯୋଗୁ ଏବେ ସବୁ ଜିନିଷକୁ ସାନିଟାଇଜ୍‌ କରିବାକୁ ପଡୁଛି। ଖାସ୍‌କରି ବହୁଳ ବ୍ୟବହାର ହେଉଥିବା ମୋବାଇଲ୍‌ ସାନିଟାଇଜ୍‌ କରିବା ନିହାତି ଜରୁରୀ ହୋଇପଡିଛି। କାରଣ ମୋବାଇଲ ହେଉଛି ସବୁ ପ୍ରକାରର ବ୍ୟାକ୍ଟେରିଆ ଓ ମାଇକ୍ରୋବସ୍‌ର ଗନ୍ତାଘର। ହେଲେ ଏହାକୁ ବେଶ୍‌…

୧୨ ପିଜି ଡିଗ୍ରୀ କରିଥିବା ପ୍ରଥମ ମହିଳା

ଥିରୁଭାନନ୍ତପୁରମ୍‌: ପାଠ ପଢ଼ିବାର ପ୍ରବଳ ଆଗ୍ରହ ଥିଲେ କୌଣସି ପ୍ରକାରର ପ୍ରତିବନ୍ଧକ ବି ବାଟ ଓଗାଳିପାରେନି। ଏହାର ଏକ ଉଦାହରଣ ହେଉଛନ୍ତି ଡକ୍ଟର କେ.ଏସ୍‌. ତ୍ରିଶା। ବିଭିନ୍ନ ବିଷୟରେ ଜାଣିବା ପାଇଁ ତାଙ୍କର ଏତେ ଆଗ୍ରହ ଯେ ଏଥି ନିମନ୍ତେ ସେ…

ପ୍ରତି ୨୭୦ ଲକ୍ଷ ବର୍ଷରେ ମହାବିନାଶ

ନ୍ୟୁୟର୍କ: ମରଣଶୀଳ ପୃଥିବୀର କଠୋର ବାସ୍ତବତା ହେଉଛି ମୃତ୍ୟୁ। ଏହି ନିୟମରେ ବନ୍ଧା ସମଗ୍ର ଜୀବଜଗତ। ହେଲେ ଏପରି ବି ସମୟ ଆସେ, ଯେତେବେଳେ ପୃଥିବୀ ପୃଷ୍ଠର ସିଂହଭାଗ ଜୀବନ ଶେଷ ହୋଇଯାଏ। ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମହାବିନାଶ (ମାସ୍‌…

ସେଦିନର ଶୀତ

ଋତୁ ଆସେ ଋତୁ ଯାଏ। ହେଲେ ପ୍ରତି ଋତୁ ସହ ଯୋଡି ହୋଇ ରହିଯାଏ କିଛି ସ୍ମୃତି ଓ ଅନୁଭୂତି। ଆଉ ଶୀତ ଏମିତି ଏକ ଋତୁ ସେ ଯେତିକି କଷ୍ଟ ଦିଏ, ତା’ଠୁ ବେଶି ଦିଏ ମିଠା ମିଠା ଅନୁଭୂତି।…

କେଶ ଫ୍ୟୁଜନ

ବେ ଫ୍ୟାଶନ ଦୁନିଆରେ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌ ବିଷୟରେ ସମସ୍ତେ ଅଳ୍ପ ବହୁତ ତ ଜାଣିଥିବେ କିନ୍ତୁ କେଶରେ ଫ୍ୟୁଜନ୍‌ କଥାଟା ପୂରା ନିଆରା ା ଆବିଡଜାନ୍‌ର ଲାଇତିତିଆ କଓ୍ବୋଇ ନାମକ ଜଣେ ଫ୍ୟାସନ୍‌ ଡିଜାଇନର ନିଜ କେଶରେ ଭଳିକି ଭଳି ଫ୍ୟୁଜନ୍‌…

ହୀରାଠୁ ମହଙ୍ଗା ଏଇ ପାରା

ପାରା, ଏକ ସାଧାରଣ ପକ୍ଷୀ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ନିକଟରେ ଏକ ପାରାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଇଛି। ଏହାପରଠାରୁ ଉକ୍ତ ପାରା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏକ ରିପୋର୍ଟ ମୁତାବକ ଏହି ପାରାଟି ହେଉଛି ବେଲଜିୟମ୍‌ର,…

କଣ୍ଢେଇ ସ୍ତ୍ରୀ

ସବୁ ପୁରୁଷ ଚାହାନ୍ତି ଜୀବନସାଥୀ ଗୁଣବତୀ ହେବା ସହ ମନକୁ ବୁଝିବା ଭଳି ହୋଇଥିବା ଜରୁରୀ। କାମରୁ ଫେରିଲେ ସ୍ନେହରେ ଗଣ୍ଡେ ବାଢି ଦେଉଥିବ। ଦେହ ଖରାପ ହେଲେ ସେବା କରୁଥିବ। ସ୍ନେହର ପଣତରେ ବାନ୍ଧି ରଖୁଥିବ। ଏସବୁ ବାଦ୍‌ ସେ…

ପ୍ରେମିକ ସମୟ ବରବାଦ କରିବା ନେଇ କେସ୍‌ କଲେ ଯୁବତୀ, ଆଉ ତା ପରେ

ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ବିବାହ ନ କରିବା ଆଜିକାଲି ଯୁବପିଢ଼ିଙ୍କ ଟ୍ରେଣ୍ଡ ହୋଇଗଲାଣି। ଏଭଳି ପରିସ୍ଥିତିରେ ଜଣେ ଯୁବତୀ ୮ ବର୍ଷ ପ୍ରେମ ସମ୍ପର୍କରେ ରହି ମଧ୍ୟ ବିବାହ ନକରିବାରୁ ତାଙ୍କ ପ୍ରେମିକଙ୍କ ନାମରେ କେସ୍‌ କରିଛନ୍ତି। ସେ ଅଭିଯୋଗ…

ପଙ୍କରେ ଫସିଥିବା ଟ୍ରାକ୍ଟରକୁ ଶୁଣ୍ଢରେ ଉପରକୁ ଟାଣି ଆଣିଲା ହାତୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଙ୍କ କାଦୁଅରେ ପୋଖରୀରେ ଫସି ରହିଥିବା ଟ୍ରାକ୍ଟରକୁ ଏକ ହାତୀ ଗୋଟିଏ ଝଟ୍‌କାରେ ଉପରକୁ ଟାଣି ଆଣୁଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଟ୍ରାକ୍ଟରଟି ପଙ୍କ ପୋଖରୀରେ ଫସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri