ଯେଉଁ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଥିଲା, ସେ ଚା’ ପିଉଥିବା ନଜର ଆସିଥିଲେ !
ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଦେବରିୟାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପରେ କୋଟଓ୍ବାଲି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା। ମାତ୍ର କିଛି ସମୟ ପରେ ଜଣାପଡ଼ିଲା କି ଯେଉଁ…
ଦୁନିଆର ସବୁଠୁ ବିକୃତ ଦେଖାଯିବାକୁ ଖର୍ଚ୍ଚ କଲେଣି ୧୪ ଲକ୍ଷ
ସଉକ ଏକ ବଡ଼ ଜିନିଷ। ଏହାକୁ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ବି କରିବାକୁ ଚାହିଁଥାଏ। ସେମିତି ଜଣେ ବ୍ୟକ୍ତି ହେଲେ କାନାଡ଼ାର ୩୦ ବର୍ଷୀୟ ଜୋଶୁଆ ବନ୍ସ। ଜୋଶୁଆ ନିଜ ଶରୀରକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏହି…
ନଦୀ ନ ଥିବା ଦେଶ
ପ୍ରାୟ ସବୁ ଦେଶରେ ନଦୀ କିମ୍ବା ଝରଣା ରହିଥିବା ଜାଣିଥିବେ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସ୍ଥାୟୀ ନଦୀ କିମ୍ବା ଝରଣାଟିଏ ମଧ୍ୟ ନାହିଁ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ସାଉଦି ଆରବ।…
ହାଇ ହିଲ୍ ପିନ୍ଧି ଏମିତି ଦୌଡ଼ିଲେ ଯୁବତୀ, ଦେଖିଲେ କହିବେ…
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଯିଏ ବି ହେଉ ନା କାହିଁକି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏହି ଭିଡିଓରେ ଯୁବତୀ ଜଣକ ହାଇହିଲ୍ ପିନ୍ଧି ଖୁବ୍ ଜୋର୍ରେ ଦୌଡୁଛନ୍ତି। ତାହା ପୁଣି ଆବଡ଼ାଖାବଡ଼ା ରାସ୍ତାରେ।…
ଏମିତି ଗାଁ, ଯେଉଁଠି ସମସ୍ତ ଘର ନୀଳ ରଙ୍ଗର
ଦୁନିଆରେ ଏମିତି କିଛି ଗାଁ ଅଛି, ଯାହା ସ୍ବତନ୍ତ୍ର କାରଣ ପାଇଁ ବେଶ୍ ପରିଚିତ। କିଛି ଗାଁ ସଫାସୁତରାକୁ ନେଇ ଜଣାଶୁଣା ତ ଆଉ କେଉଁ ଗାଁ ସୁନ୍ଦର କାହାଣୀକୁ ନେଇ ପରିଚିତ। ସେମିତି ଏକ ଗାଁ ରହିଛି ସ୍ପେନ୍ରେ। ଏଠାରେ…
ଜୁମ କଲ ମିଟିଂରେ ଥିବା ବେଳେ ସ୍ବାମୀଙ୍କୁ କିସ୍ କରିବାକୁ ସ୍ତ୍ରୀ କଲେ ଏମିତି , ଆଉ ତା’ ପରେ…
ସ୍ବାମୀଙ୍କର ଜୁମ କଲ ମିଟିଂ ସମୟରେ ସ୍ତ୍ରୀ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିଳ୍ପପତି ହର୍ଷ ଗୋଏଙ୍କା ତାଙ୍କ ଟାଇମଲାଇନରେ ଭିଡିଓ ଟୁଇଟ କରି କ୍ୟାପଶନ ଲେଖିଛନ୍ତି, ‘ଜୁମ କଲ ସୋ…
୫୦୦୦ ଟଙ୍କିଆ ପାନ, ଥରେ ଖାଇଲେ…
ଦିନେ ଅମିତାଭ ବଚ୍ଚନଙ୍କ ‘ଖଇକେ ପାନ ବନାରସଓ୍ବାଲା’ ଗୀତରୁ ବନାରସ୍ର ପାନ ପ୍ରସିଦ୍ଧ ହୋଇଯାଇଥିଲା। ହେଲେ ଏବେ ଆଉ ଏକ ପାନ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ତେବେ ସେ ବନାରସର ନୁହେଁ, ବରଂ ମହାରାଷ୍ଟ୍ର, ଔରଙ୍ଗାବାଦର। ଏହି ପାନର ବିଶେଷତ୍ୱ…
ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ
ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ। କିନ୍ତୁ ଜାଣନ୍ତି କି ଏମିତି ବି ଏକ ଲଙ୍କା ଅଛି ଯାହା ଏତେ ରାଗ…
ଓଓ୍ବେନ୍ଙ୍କର ୪ ଗୁଣ ଲମ୍ବା ଜିଭ, ଚିନ୍ତାରେ ମା’ବାପା
ପିଲାଙ୍କ ଦେହରେ ସାମାନ୍ୟ ଆଘାତ, ମା’ବାପାଙ୍କ ହୃଦୟ ଥରେଇଦିଏ। ଆଉ ଯଦି ପିଲା କୌଣସି ଦୁର୍ଲଭ ରୋଗରେ ଆକ୍ରାନ୍ତ ଥିବେ ତ ସେଇ ମା’ବାପାଙ୍କ ଅବସ୍ଥା କ’ଣ ହେଉଥିବ ବୁଝିପାରୁଥିବେ। ସେମିତି ଏକ ଦୁର୍ଲଭ ରୋଗରେ ଆକ୍ରାନ୍ତ ଅଟନ୍ତି ଆମେରିକାର ଓଓ୍ବେନ୍…
ରହସ୍ୟମୟ ବତିଘର: ଉଡ଼ିବୁଲେ ଶରୀର ବିହୀନ ମୁଣ୍ଡ, ଦେଖିବାକୁ ମିଳେ ରହସ୍ୟମୟ ଛାଇ
ଲାଇଟ୍ହାଉସ୍ ବା ବତିଘର, ରାତିରେ ଜଳଜାହାଜ ଓ ନୌକା ଚାଳକଙ୍କ ପାଇଁ ସାଜିଥାଏ ପଥପ୍ରଦର୍ଶକ। ତେବେ ନିଛାଟିଆ, ନିର୍ଜନ ସ୍ଥାନରେ ଠିଆ ହୋଇ ରହିଥିବା ଅନେକ ବତିଘର ସହ ଜଡିତ ରହିଛି କିଛି ଭୟଙ୍କର ଏବଂ ରହସ୍ୟମୟ କାହାଣୀ । ଯାହା…
୫୦ ଭରି ଓଜନର ସୁନା ପିନ୍ଧି କୁଲ୍ଫି ବିକୁଛନ୍ତି ଏହି ଗୋଲ୍ଡେନ ମ୍ୟାନ୍
ଜଣେ ସାଧାରଣ କୁଲ୍ଫି ବିକାଳି ଯେ ଏତେ ସୁନା ପିନ୍ଧି ପାରିବେ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ମାତ୍ର ଏହା ସତ। କୁଲ୍ଫି ବିକାଳି ଜଣକ ପ୍ରଥମେ ଆଙ୍ଗୁଠିରେ ଏକ ସୁନା ମୁଦି ପିନ୍ଧୁଥିଲେ। ପରେ ସେ ସୁନାର ଏକ…
ପକ୍ଷୀ ପରି ବୋବାଉଛି ଏହି ବାଘ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ରୁଷିଆର ଚିଡ଼ିଆଖାନାରେ ଏକ ବାଘ ନିଜର ସୁନ୍ଦରତା ପାଇଁ ହିରୋ ହୋଇଯାଇଛି। ବିଟାସ ନାମକ ଏହି ବାଘ ବର୍ତ୍ତମାନ ୮ ମାସର। ଏହି ବାଘ ଅମୁର ପ୍ରଜାତିର। ଯାହା ବିଶ୍ୱର ସବୁଠୁ ବଡ଼ ଆଉ ପ୍ରଖର। ସବୁଠୁ ଚର୍ଚ୍ଚାର ବିଷୟ ହେଲା…

