ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଭେଦଭାବ ପ୍ରଗତିରେ ବାଧକ
ଭେଦଭାବ ସାମାଜିକ ବିଧି ବ୍ୟବସ୍ଥାରେ ମହାମାରୀ ଭଳି। ସଭ୍ୟତାର ବିକାଶ ସହିତ ସମାନ୍ତରାଳ ଭାବେ ଏହା ରହି ଆସିଛି। ଗୋଟିଏ ଗୋଷ୍ଠୀ ସର୍ବଦା ସୁବିଧାବାଦୀ ନୀତି ଆପଣାଇ ବ୍ୟବସ୍ଥାକୁ କରାୟତ୍ତ କରି ରଖିବାକୁ ଉଦ୍ୟମ କରୁଥିବାବେଳେ ଅପେକ୍ଷାକୃତ ଦୁର୍ବଳ ଗୋଷ୍ଠୀ ସାମାଜିକ…
ମଡେଲ ନ ହୋଇ ବସ୍ ଚଲାଇଲେ ଯୁବତୀ, ଏମିତି କହିଲେ ଜୀବନର ପୂରା କାହାଣୀ
ଇଂଲଣ୍ଡରେ ରହୁଥିବା ୨୪ ବର୍ଷୀୟା ଜଣେ ଯୁବତୀ ପେସାରେ ଜଣେ ବସ୍ ଡ୍ରାଇଭର। ତାଙ୍କର ସୁନ୍ଦର ଚେହେରା ପାଇଁ ସେ ଟିକ୍ଟକ୍ରେ ଖୁବ୍ ଜଣାଶୁଣା। ଜୋଡି ଫାକ୍ସ ନାମକ ଏହି ଯୁବତୀ କୁହନ୍ତି, ବସ୍ ଚଳାଇବା ତାଙ୍କର ସ୍ବପ୍ନ ଥିଲା। ଏବେ…
ପରୀକ୍ଷା ଦେବାକୁ ଆସି ପୁତ୍ର ସନ୍ତାନ ଜନ୍ମଦେଲେ ଛାତ୍ରୀ, ସ୍ୱାମୀ ନାମ ରଖିଲେ ‘ପରୀକ୍ଷା’
ମୁଜାଫରପୁର,୨୦ ।୨: ବିହାରର ମୁଜାଫରପୁର ଜିଲାରେ ଏମ୍ଡିଡିଏମ୍ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀ ଶାନ୍ତି ଦେବୀ ପରୀକ୍ଷା ଦେଉଥିବା ସମୟରେ ଗର୍ଭଯନ୍ତ୍ରଣା ପାଇଥିଲେ । ଆମ୍ବୁଲାନ୍ସ ଯୋଗେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସନ୍ଧ୍ୟାରେ ସେ ଏକ ପୁତ୍ର…
ପିଲାଟିର କାନକୁ ଏମିତି କାମୁଡ଼ି ଦେଲା ହରିଣ, ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ମଣିଷ ହତ୍ୟା ସହ ସମାନ କାକଟସ୍ କାଟିବା
ମଣିଷ ହତ୍ୟା ସହ କାକଟସ୍ କାଟିବା ସମାନ। ଏଭଳି ଶୀର୍ଷକକୁ ଗ୍ରହଣ କରିବା ସହଜ ନୁହେଁ। କିନ୍ତୁ ବିଶ୍ୱରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠାରେ କାକଟସ୍ କାଟିଲେ ଅଭିଯୁକ୍ତଙ୍କୁ ଜଣେ ହତ୍ୟାକାରୀଙ୍କ ଭଳି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଆମେରିକାର…
ବିହାରରେ ଜନ୍ମ ନେଲେ ଏଲିଅନ ଶିଶୁ, ଦେଖିବା ପାଇଁ ଜମିଲା ଭିଡ଼
ପାଟନା,୧୯।୨: ବିହାରର ଗୋପାଳଗଞ୍ଜରେ ଏକ ଅଜବ ଶିଶୁ ଜନ୍ମ ହୋଇଛି। ଶିଶୁଟିକୁ ଦେଖିବା ପାଇଁ ଶହ ଶହ ଲୋକ ଡାକ୍ତରଖାନାରେ ଭିଡ ଜମିଛି। ନବଜାତ ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଏଲିଏନ ବେବି ବୋଲି କହିଛନ୍ତି। ତେବେ…
କ୍ଷୀର ବ୍ୟବସାୟ ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ରର କୃଷକ
ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କର ଭ୍ରୁକୁଞ୍ଚନ କରିଛି । ମହାରାଷ୍ଟ୍ରର ଭିବଣ୍ଡିରେ ରହୁଥିବା ଜଣେ କୃଷକ ହେଲିକପ୍ଟର କିଣିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜନାର୍ଦ୍ଦନ ଭୋଇର ନାମକ ଏହି ୃଷକ ଦେଶସାରା ନିଜ ବ୍ୟବସାୟ ପାଇଁ ଯାତ୍ରା…
କାର୍ର ସନରୁଫ୍ ଖୋଲି ନାଚୁଥିଲେ କନ୍ୟା, ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଗାଡ଼ି; ଭିଡିଓ ଦେଖିଲେ..
ମୁଜାଫରନଗର: ଆଜିକାଲି ସମୟରେ ବିବାହରେ କନ୍ୟାମାନଙ୍କର ନାଚିବା ସାଧାରଣ କଥାରେ ପରିଣତ ହେଲାଣି। ହେଲେ ବେଳେବେଳେ ଖୁସିର ମୂହୁର୍ତ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣାର ସାକ୍ଷୀ ପାଲଟେ। ସେଭଳି ଏକ ଘଟଣା ମୁଜାଫରନଗରରେ ଏକ ବିବାହ ସମାରୋହରେ ଘଟିଛି। ଏକ ସୁସଜ୍ଜିତ କାର୍ରେ କନ୍ୟା…
ବାଇକ୍ରେ ଯାଉଥିଲେ ବ୍ୟକ୍ତି, ହଠାତ୍ ଓଟ ମାରିଲା ଜୋର୍ରେ ଲାତ; ଆଉ ତା’ ପରେ…
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ହସି ହସି ଗଡୁଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ବାଇକ୍ରେ ଯାଉଛନ୍ତି। ଏହି ସମୟରେ ରାସ୍ତାରେ କିଛି ଓଟ ମଧ୍ୟ ଯାଉଛନ୍ତି। ବ୍ୟକ୍ତି ଜଣକ ଓଟମାନଙ୍କ ପାଖ ଦେଇ…
ବାଇକ୍କୁ କରିଦେଲେ ଜେସିବି ମେଶିନ, ଆନନ୍ଦ ମହିନ୍ଦ୍ରା କହିଲେ…
ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ସେ ଅନେକ ସମୟରେ ମଜାଳିଆ ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ବର୍ତ୍ତମାନ ଆଉ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଭାଇରାଲ ହେଉଛି। ଲୋକେ ଏହାକୁ ବେଶ୍…
ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏହି ଫଟୋ, ଆପଣ ବି ଭାବି ପାରିବେନି ଏହା ପ୍ରକୃତରେ କ’ଣ?
ଟୁଇଟରରେ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ଶେୟାର ହୋଇଥିବା ଫଟୋ ଅସଲି କି ନକଲି କେହି ଜାଣି ପାରୁନାହାନ୍ତି। ଯିଏ ଦେଖୁଛି ସେ ସେଇଠି ଅଟକି ଯାଉଛି। ଆଖିକ କେହି ବିଶ୍ୱାସ କରିପାରୁନାହାନ୍ତି।…
ମୁଣ୍ଡ ଉପର ଦେଇ ଚାଲିଗଲା ଟ୍ରେନ୍, ଟ୍ରାକ୍ରେ ଶୋଇ ଏଭଳି ଜୀବନ ବଞ୍ଚାଇଲେ ମହିଳା; ଭିଡିଓ ଦେଖିଲେ..
କଥାରେ ଅଛି ‘ରଖେ ହରି ତ ମାରେ କିଏ’। ସେଭଳି ଏକ ଘଟଣାକ୍ରମରେ ମୃତ୍ୟୁକୁ ଚକମା ଦେଖାଇ ଚାଲିଆସିଛନ୍ତି ଜଣେ ମହିଳା। ଦ୍ରୁତଗତିରେ ଯାଉଥିବା ଟ୍ରେନ୍ ତଳେ ଶୋଇ ରହି ସେ ନିଜର ଜୀବନ ବଞ୍ଚାଇଛନ୍ତି। ଏହାକୁ ନେଇ ତାଙ୍କର ଉପସ୍ଥିତ…

