Posted inଫୁରସତ

ଦୁନିଆର ସବୁଠୁ ବିକୃତ ଦେଖାଯିବାକୁ ଖର୍ଚ୍ଚ କଲେଣି ୧୪ ଲକ୍ଷ

ସଉକ ଏକ ବଡ଼ ଜିନିଷ। ଏହାକୁ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ବି କରିବାକୁ ଚାହିଁଥାଏ। ସେମିତି ଜଣେ ବ୍ୟକ୍ତି ହେଲେ କାନାଡ଼ାର ୩୦ ବର୍ଷୀୟ ଜୋଶୁଆ ବନ୍ସ। ଜୋଶୁଆ ନିଜ ଶରୀରକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏହି କାରଣରୁ ସେ ମାତ୍ର ୧୯ ବର୍ଷରୁ ନିଜ ଶରୀରରେ ଟାଟୁ କରିବା ଆରମ୍ଭ କରିଥିଲେ। ଏବେ ୩୦ ବର୍ଷ ବୟସରେ ସେ ନିଜ ଶରୀରକୁ ଏକ ଜୀବନ୍ତ ଡ୍ରାଗନରେ ପରିଣତ କରିସାରିଛନ୍ତି। ଏଥିପାଇଁ ସେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଜୋଶୁଆ ନିଜ କାନ ଏବଂ ଆଖିରେ ମଧ୍ୟ ଟାଟୁ କରିଛନ୍ତି। ଏଥିସହ ସେ ନିଜ ଜିଭକୁ କାଟି ଦେଇଛନ୍ତି। ଜୋଶୁଆଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜୋଶୁଆ ନିଜ ଶରୀରରେ ପରିବର୍ତ୍ତନ କରି ଏକ ଜୀବନ୍ତ ଡ୍ରାଗନରେ ପରିବର୍ତ୍ତନ କରିଛନ୍ତି। ଏପରି କରିବାର ଲକ୍ଷ୍ୟ ହେଉଛି, ଦୁନିଆର ସବୁଠୁ ବିକୃତ ଲୋକ ଭାବେ ତାଙ୍କର ଗଣନା ହେଉ ବୋଲି ସେ ଚାହାନ୍ତି। ତାଙ୍କର ଏହି ଫଟୋକୁ ଦେଖିବା ପରେ କିଛି ଲୋକ ଡରି ମଧ୍ୟ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସପର୍ଟଙ୍କ ପରି ଜେସିବି ଚଲାଉଛନ୍ତି ୫ ବର୍ଷର ବାଳକ, ପ୍ରଶଂସା କଲେ ସେହଓ୍ବାଗ୍‌

ଜେସିବି ଗାଡ଼ି ଚଲାଇବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। ମାତ୍ର ଜଣେ ୫ ବର୍ଷର ବାଳକ ବିନା ପ୍ରଶିକ୍ଷଣରେ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ...

ଲକ୍‌ଡାଉନ ସମୟରେ ଲଣ୍ଡା ହୋଇ କାହିଁକି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ,୧୯।୪: ବର୍ତ୍ତମାନ କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଅଧିକାଂଶ ଲୋକେ ଘରେ ରହି ସମୟ କାଟୁଛନ୍ତି। ବିଶେଷ ଭାବେ ପୁରୁଷମାନେ ଏହି...

ଅଳ୍ପ ବୟସରେ କଠିନ କାମ

ଇଚ୍ଛାଶକ୍ତି ନିକଟରେ ବୟସର ବାଧକତା ହାର ମାନିଥାଏ। ସେଥିଲାଗି ଅଳ୍ପ ବୟସର ପିଲାମାନେ ବି ଅନେକ କଠିନ କାମ କରି ଦେଖେଇଥାନ୍ତି। ଚାଇନାର ଝାଙ୍ଗ୍‌ ହୁଇମିନ୍‌ଙ୍କୁ...

ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ,...

ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରି ‘ବିବାହିତ ପ୍ରେମିକ’ଙ୍କୁ କିଣିଲେ ପ୍ରେମିକା, କାରଣ ଜାଣିଲେ..

ଆଗରୁ କୁହାଯାଉଥିଲା ପ୍ରେମକୁ ଟଙ୍କାରେ କିଣି ହେବ ନାହିଁ। ହେଲେ ଆଜିକାଲିର ସମୟରେ କିଛି ବି ସମ୍ଭବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ପ୍ରେମକାହାଣୀ...

ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇନି ଭାରତର ଏହି ଚର୍ଚ୍ଚିତ ପୋଲ

ବିଶ୍ୱରେ ଏମିତି କିଛି ପୋଲ ରହିଛି ଯାହାର ସ୍ବତନ୍ତ୍ରତା ପାଇଁ ଏହା ପ୍ରସିଦ୍ଧ। ସେହିଭଳି କୋଲକାତାର ପରିଚୟ ହେଉଛି ହାଓ୍ବଡା ବ୍ରିଜ୍‌। ଏହି ବ୍ରିଜର ରହିଛି...

୧୨ମିନିଟରେ ଖାଇଲେ ୬୫ ପ୍ରକାର ଖାଦ୍ୟ

ଇଂଲଣ୍ଡର ଆଦାମ ମୋରାନ୍‌ ଜଣେ ୟୁ ଟ୍ୟୁବର୍‌। ସେ ତାଙ୍କ ଚ୍ୟାନେଲ୍‌ ‘ବିୟର୍ଡ ମିଟ୍ସ ଫୁଡ୍‌’ ପାଇଁ ବେଶ୍‌ ପରିଚିତ। ଏହି ଚ୍ୟାନେଲ୍‌ରେ ସେ ବିଭିନ୍ନ...

ଏମିତି ଏକ ଦେଶ, ଯେଉଁଠି କରୋନା ପାଇଁ ନାହିଁ କୌଣସି ପ୍ରତିବନ୍ଧକ

ମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି।...

Play 250+ Trending Games
Archives

Model This Week

Why Dharitri