ବ୍ଲାକ ଡାଇମଣ୍ଡ ସେଓ: ସ୍ବାଦ ମହୁଠାରୁ ବି ମିଠା
ବଜାରରେ ଲାଲ, ସବୁଜ ଓ ହାଲ୍କା ହଳଦିଆ ରଙ୍ଗର ସେଓ ଦେଖିଥିବେ। ଏହାବାଦ୍ ପୃଥିବୀର ୨୦ରୁ ଅଧିକ ଦେଶରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ କିସମର ସେଓ ଉତ୍ପାଦନ ହୋଇସାରିଲାଣି। ଏହା ମଧ୍ୟରେ ଗୋଟିଏ ହେଉଛି କଳା ତଥା ଗାଢ ବାଇଗଣୀ…
ପଥରରେ ଜୀବନ
ଇଟାଲୀୟ କଳାକାର ରୋବେର୍ଟୋ ରିଜୋଙ୍କୁ ଲାଗେ ସତେ ଯେମିତି ପଥରରେ ପ୍ରାଣ ଅଛି। ପ୍ରତି ପଥରରେ ତାଙ୍କୁ ଜୀବଜନ୍ତୁଙ୍କ ଛବି ଦେଖାଯାଏ। ସେଥିପାଇଁ ସେ ସଂଗ୍ରହ କରନ୍ତି ବିଭିନ୍ନ ଆକାରର ପଥର। ଆଉ ତାକୁ ଦିଅନ୍ତି ବିଭିନ୍ନ ଜୀବଜନ୍ତୁ, ପକ୍ଷୀ ଓ…
ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ
ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଆଇନ ସହ ଲଢ଼ାଇ କରିବାକୁ ପଡ଼ିଥିଲା। ତିନି ପୁରୁଷ ଦୁଇଜଣ ସରୋଗେଟ୍ ମା ଏବଂ…
ଚୁଲି ପାଉଁଶ ଏବେ ଅନ୍ଲାଇନ୍ରେ ବିକ୍ରି
ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ। ତାମିଲନାଡୁର କିଛି ଇ-କମର୍ସ କମ୍ପାନୀ ସେମାନଙ୍କ ଓ୍ବେବସାଇଟ୍ରେ ଚୁଲି ପାଉଁଶ ଅନ୍ଲାଇନ୍ରେ ବିକ୍ରି କରୁଛନ୍ତି।…
୩୦ ବର୍ଷରେ ୩ ଲକ୍ଷ ଚାରା ଲଗାଇଲେଣି ବସ୍ କଣ୍ଡକ୍ଟର, ଛୁଟୁଛି ପ୍ରଶଂସାର ସୁଅ
ଚେନ୍ନାଇ,୭।୩: ସୋସିଆଲ ମିଡିଆରେ ତାମିଲନାଡୁର ଜଣେ ବସ୍ କଣ୍ଡକ୍ଟର ଖୁବ୍ ଭାଇରାଲ ହେଉଛନ୍ତି। ଏହି କଣ୍ଡକ୍ଟର ଜଣକ ଗତ ୩୦ ବର୍ଷ ଧରି ନିଜେ ଟଙ୍କା ଖର୍ଚ୍ଚ କରି ୩ ଲକ୍ଷ ଚାରା ଲଗାଇଛନ୍ତି। ସୋସିଆଲ ମିଡିଆରେ ଲୋକେ ତାଙ୍କର ଏହି…
ଲେଖିକା-ନାୟିକା -ନିର୍ଦ୍ଦେଶିକା ଭାସ୍ବତୀ ବସୁ
ମୁହୂର୍ତ୍ତରେ ଜିଅନ୍ତି, କବିତା ତାଙ୍କ କଥା କୁହେ। ହେଲେ ସେ କିନ୍ତୁ ଅଭିନୟ ପ୍ରେମରେ। ଜୀବନକୁ ନିଜ ଭାବରେ ମନଭରି ଜିଇବାରେ ବିଶ୍ୱାସ ରଖୁଥିବା ଏହି ଅଭିନେତ୍ରୀ ନିର୍ଦ୍ଦେଶିକା ହେଲେ ଭାସ୍ବତୀ ବସୁ। ଅନେକେ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ…
ମା’ ଆଣିଥିଲା ଦାନ୍ତ କାଠି
ମେଡିକାଲର ପାଖ ବେଡ୍ । କୁନି ପୁଅଟେ ଶୋଇଥାଏ । କ୍ଷୀଣ ଶରୀର, ହସହସ ମୁହଁ, ପାଖରେ କେହି ନାହଁି । ମଝିରେ ମଝିରେ ଡାକ୍ତର ଆସି ହାଲ୍ ପଚାରି କିଛି ଔଷଧ ଦେଇ ଫେରିଯାଉଥାନ୍ତି। ପିଲାଟିକୁ ପଚାରିଲି ବାପରେ କ’ଣ…
ପର୍ଯ୍ୟଟନସ୍ଥଳୀ: ନଟରାଜ୍ ମନ୍ଦିର
ନଟରାଜ୍ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଅଟେ; ଯାହା ତାମିଲନାଡୁର ମନ୍ଦିର ନଗରୀ ଭାବେ ଖ୍ୟାତ ଚିଦଂବରମ୍ଠାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତା ହେଉଛି ଅନ୍ୟ ଶୈବପୀଠ ଭଳି ଏଠାରେ ଶିବଲିଙ୍ଗଙ୍କୁ ପୂଜା କରା ନ ଯାଇ…
ଦରମା ଟଙ୍କାରେ ଘରଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି: ଅନ୍ନଦା ପ୍ରଭା ରାୟ
ମୋର ଜନ୍ମ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋ ଅଞ୍ଚଳରେ। ତମାଣ୍ଡୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ ବିଜେବି କଲେଜରେ ପଢିଥିଲି। ସେଠାରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ସାରି ଏମ୍ସିଏ କଲି। ଏହାପରେ ହାଇଦ୍ରାବାଦସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ସଫ୍ଟୱେର ଡେଭ୍ଲପର୍…
ମହିଳା ଓ ମୁଖାଗ୍ନି
ଦେହାନ୍ତ ପରେ ମରଶରୀରକୁ କିଏ କବର ଦିଅନ୍ତି ତ କିଏ ଅଗ୍ନିରେ ଦାହ କରନ୍ତି। ଏମିତି ଅନେକ ବ୍ୟବସ୍ଥାରେ ହୁଏ ଶବସଂସ୍କାର । ଏହି ସଂସ୍କାର କାହିଁ କେଉଁକାଳରୁ ପୁଅମାନେ ସମାପନ କରି ଆସୁଥିବାବେଳେ କେଉଁଠି କେଉଁଠି ଝିଅମାନେ ବି ମୁଖାଗ୍ନି…
୧୮ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବ ଏହି ୫ ଶବ୍ଦ ଥିବା ଟୁଇଟ୍
ଓ୍ବାଶିଂଟନ,୭।୩: ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି ତାଙ୍କ ପ୍ରଥମ ଟୁଇଟ୍ ନିଲାମ କରିବେ। ୨୧ ମାର୍ଚ୍ଚ ୨୦୦୬ରେ କରାଯାଇଥିବା ଏହି ଟୁଇଟ୍ରେ ସେ ଲେଖିଥିଲେ ଯେ, ସେ ତାଙ୍କ ଟୁଇଟର ଆକାଉଣ୍ଟକୁ ପ୍ରସ୍ତୁତ କରୁଛନ୍ତି। (just setting…
ଦର୍ପଣ ପରି ସ୍ବଚ୍ଛ ନଦୀ ଜଳ: ଦେଖିହେବ ମୁହଁ
ଶିଲଂ: ଭାରତରେ ଥିବା ନଦୀଗୁଡ଼ିକର ଜଳ ପ୍ରାୟ ଅପରିଷ୍କାର। ତେବେ ଏଭଳି ଏକ ନଦୀ ରହିଛି ଯାହାର ପାଣି ସମ୍ପୂର୍ଣ୍ଣ ସ୍ବଚ୍ଛ। ଏହାର ପାଣି କାଚକେନ୍ଦୁ ପରି। ଏହା ଏତେ ସ୍ବଚ୍ଛ ଯେ ଏଥିରେ ଜଣେ ନିଜର ମୁହଁ ମଧ୍ୟ ଭଲଭାବେ…

