ଫୁରସତ

ସୋସିଆଲ ମିଡିଆରେ ଏମିତି ଫଟୋ ଛାଡ଼ିଲେ ଯୁବକ, ବଦଳାଇବାକୁ ପଡ଼ିଲା ଜେଲ୍‌ର ୬୦୦ ତାଲା

ଯେତେବେଳେ କୌଣସି ବ୍ୟକ୍ତି ଜୀବନର ପ୍ରଥମ ଚାକିରି ଆରମ୍ଭ କରନ୍ତି ସେତେବେଳେ ଚେଷ୍ଟା କରିଥାନ୍ତି ତାଙ୍କ ନିଯୁକ୍ତି ସମୟର ଫଟୋ ସବୁଠୁ ଭଲ ହେଉ। ମାତ୍ର ଜର୍ମାନୀର ଜଣେ ଯୁବକ ପ୍ରଥମ ଚାକିରିରେ ଯାହା କରିଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।…

ଘୋଡ଼ା ବଦଳରେ ଓଟ ଚଢ଼ି ବାହା ହେବାକୁ ଗଲେ ବର, କାରଣ ଜାଣିଲେ କରିବେ ପ୍ରଶଂସା

ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରତିଦିନ ଏଠାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି ମରାଠଓ୍ବାଡା ଏବଂ ପଶ୍ଚିମ ମହାରାଷ୍ଟ୍ରରେ ନୂଆ ପଜିଟିଭ୍‌ କେସ୍‌ ଅଧିକ ଆସୁଛି। ଏପରି ସ୍ଥିତିରେ ବିଡ୍‌ ଜିଲାରେ ଜଣେ ବର ନିଜର ବିବାହ…

ସମ୍ପର୍କୀୟ ଭାଇକୁ ବିବାହ କଲେ ଯୁବତୀ: ପରିବାର ନେଲା ଏମିତି ପଦକ୍ଷେପ

ଜଣେ ଯୁବତୀ ପରିବାର ବିରୋଧରେ ଯାଇ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ବିବାହ କରିଛନ୍ତି। ଏ ନେଇ ଯୁବତୀଙ୍କ ପରିବାର ଲୋକେ ଝିଅର ଏକ କୁଶପୁତ୍ତଳିକା ତିଆରି କରି ସେଥିରେ ନିଆଁ ଲଗାଇ ଅନ୍ତିମ ସଂସ୍କାର କରିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାର ଲାରୀ…

କରୋନା ଟିକା ଲଗାଇବା ପରେ ଖୁସିରେ ନାଚିଲେ ଏହି ପଞ୍ଜାବୀ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ନେଇ ବିଶ୍ୱରେ ଟିକାକରଣ ପ୍ରକିୟା ଜାରି ରହିଛି। ପ୍ରଥମେ ଟିକାକୁ ନେଇ ଲୋକଙ୍କ ମନରେ ଡର ଥିଲା। ହେଲେ ଏହା ଧିରେ ଧିରେ କମିବାରେ ଲାଗିଛି। ଏହି କ୍ରମରେ କାନାଡ଼ାରେ କରୋନା ଟିକା ନେବା ପରେ…

ମଝି ରାସ୍ତାରେ ହାତୀକୁ ଦେଖି ସାଇକେଲ୍‌ ଧରି ଧାଇଁଲେ ବ୍ୟକ୍ତି, ହେଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବେଦୀରେ ସାତଫେରା ନେଇଥାନ୍ତି। ଏହା ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତ୍ତ୍ୱ। ମାତ୍ର ଏହି ବିବାହରେ…

ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !

ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି ଏକ ଗରୁଡ ଡ୍ରୋନ୍ ତିଆରି କରାଯାଇଛି । ଏହି ରୋବର୍ଟ ଡ୍ରୋନକୁ ଚାଇନାର ଗୁଆଂସି…

ସହରୀ ଯୁବତୀଙ୍କ ଗାଁ ବୁଲା, ଗୋବର ଦେଖି କଲେ ଏମିତି…

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର ହୋଇଥାଏ ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ସେମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ଫଟୋ ଦେଖିଲେ ଆପଣ ମଧ୍ୟ ନ ହସି ରହିପାରିବେନି। ଏହି ଫଟୋଟିକୁ ଆଇପିଏସ୍‌…

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ ରାଫାଲ ଭଳି । ଏହାର ନାମ ଦେଇଛନ୍ତି ‘ପଞ୍ଜାବ ରାଫାଲ’ । ଏହି ଯାନକୁ…

ଓଲଟି ପଡ଼ିଛି ପିଆଜ ଟ୍ରକ, ପାଖରେ ଶୋଇ ଫୋନ୍‌ରେ ଗପୁଛନ୍ତି ଡ୍ରାଇଭର; ଫଟୋ ଶେୟାର କଲେ ଅରୁଣ ବୋଥ୍ରା

ବେଳେବେଳେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭାଇରାଲ…

ହାତୀ ପିନ୍ଧିଛି ପ୍ୟାଣ୍ଟ-ଶର୍ଟ, ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ସାଧାରଣତଃ ମଣିଷମାନେ ପାଣ୍ଟ-ଶର୍ଟ ପିନ୍ଧୁଥିବା ଆପଣ ଦେଖିଥିବେ। ମାତ୍ର କେବେ ହାତୀ ପ୍ୟାଣ୍ଟ ଶର୍ଟ ପିନ୍ଧି ରାସ୍ତାରେ ଯିବା ଦେଖିଛନ୍ତି କି? ଯଦି ନା ତେବେ ଏହି ଫଟୋ ଦେଖିଲେ ସନ୍ଦେହ ଦୂର ହୋଇଯିବ। ଦେଶର ପ୍ରତିଷ୍ଠିତ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା…

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରେମିକାଙ୍କ ପାଇଁ ତିଆରି କଲେ ଲଭ୍‌ ଆଇଲାଣ୍ଡ, ହେଲେ ସେ…

ଚାଇନାର ଜଣେ ଯୁବକ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ଲଭ୍‌ ଆଇଲାଣ୍ଡ ତିଆରି କରିଥିଲେ। ମାତ୍ର ପ୍ରେମିକା ନ ଆସିବାରୁ ଏବେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?