ଫୁରସତ

ଗୋଟିଏ ହାତରେ ୬ ଜଣଙ୍କୁ ଟେକନ୍ତି, ଏତେ ଶକ୍ତିଶାଳୀ ଯେ ଘୋଡାକୁ କାନ୍ଧରେ ଉଠାଇ ବୁଲିଥାନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆପଣ ଲୋକଙ୍କୁ ଘୋଡ଼ା ପିଠିରେ ବସିଥିବା ଦେଖିଥିବେ ନିଶ୍ଚୟ। ହେଲେ ଯଦି କୁହାଯାଏ ଘୋଡାକୁ ନିଜ କାନ୍ଧରେ ଉଠାଇ ଚାଲିବା, ଏଭଳି ଘଟଣା ବିରଳ। ସୋସିଆଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ କାରନାମା ଭାଇରାଲ ହେଉଛି। ବ୍ୟକ୍ତିଜଣଙ୍କ ନିଜ କାନ୍ଧରେ…

ଯୋଗ କରୁଛି ହାତୀ

ସୋସିଆଲ ମିଡିଆରେ ଅନେକ ସମୟରେ ହାତୀର ମଜାଳିଆ ଏବଂ ସୁନ୍ଦର ଭିଡିଓ ଦେଖିବାକୁ ମିଳିଥାଏ। ମାତ୍ର ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି, ଆପଣ ଏପରି ଭିଡିଓ କେବେ ଦେଖି ନ ଥିବେ। ଆପଣ କେବେ ହାତୀ ଦୁଇ ଗୋଡ଼ରେ ଛିଡା…

୫୭ ବର୍ଷୀୟ ଏହି ଅଭିନେତା ୩୧ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କୁ କଲେ ୫ମ ବିବାହ, ଲୁଚାଇଥିଲେ …

ହଲିଉଡ୍‌ ଫିଲ୍ମ ‘ଘୋଷ୍ଟ ରାଇଡର’ର ଅଭିନେତା ନିକୋଲସ କେଜ ୫ମ ବିବାହ କରିଛନ୍ତି। ୫୭ ବର୍ଷୀୟ ନିକୋଲସ ୨୬ ବର୍ଷୀୟା ଜାପାନୀ ଗର୍ଲଫ୍ରେଣ୍ଡ ରିକୋ ଶିବାଟାଙ୍କୁ ଲସ ବେଗାସର ଓ୍ବିନ୍‌ ହୋଟେଲରେ ବିବାହ କରିଛନ୍ତି। ଏହି ବିବାହ ନିରାଡମ୍ବର ଭାବରେ କରାଯାଇଛି।…

ଶାଢ଼ି ପୂରୁଣା ହେବା ପରେ ଫୋପାଡି ଦେଉଛନ୍ତି କି ? ଏମିତି କରିପାରିବେ ବ୍ୟବହାର

ଲୋକମାନେ ପୂରୁଣା ଶାଢ଼ିରେ ଅନେକ ଘରକରଣା ସାମଗ୍ରୀ ତିଆରି କରନ୍ତି। କିନ୍ତୁ, ଆପଣ କେବେ ଶାଢ଼ିରେ ତିଆରି ଦଉଡି ଦେଖିଛନ୍ତି କି? ଯଦି ଆପଣ ଦେଖି ନାହାଁନ୍ତି, ତେବେ ବର୍ତ୍ତମାନ ଦେଖନ୍ତୁ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ…

ଫୁଲରେ କଙ୍କିକୁ ଦେଖି ଏମିତି ଡେଇଁଲା ବେଙ୍ଗ , ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ପ୍ରଥମ କିନ୍ନର ନ୍ୟୁଜ୍‌ ଆଙ୍କର, ମାର୍ଚ୍ଚ ୮ରୁ ପଢ଼ିବେ ଖବର

ଢାକା,୬।୩: ଇତିମଧ୍ୟରେ ବାଂଲାଦେଶ ସ୍ବାଧୀନତା ପାଇବା ୫୦ ବର୍ଷ ପୂରଣ କରିଛି। ଏହି ଦେଶକୁ ପ୍ରଥମଥର ପାଇଁ କିନ୍ନର ନ୍ୟୁଜ ଆଙ୍କର ମିଳିଛନ୍ତି। ଏଠାକାର ଏକ ନ୍ୟୁଜ୍‌ ଚ୍ୟାନେଲରେ ପ୍ରଥମ ଥର ପାଇଁ ଜଣେ କିନ୍ନର ନ୍ୟୁଜ୍‌ ଆଙ୍କରଙ୍କୁ ନିଯୁକ୍ତି କରାଯାଇଛି।…

ପ୍ରେମିକାଙ୍କ ଜିଦ୍‌ ପୂରଣ ପାଇଁ ଦୋକାନ ଭାଙ୍ଗି ଚକୋଲେଟ୍‌ ଚୋରି କଲେ ପ୍ରେମିକ, ଆଉ ତା’ ପରେ…

ଜୟପୁର,୬।୩: ରାଜସ୍ଥାନର ଉଦୟପୁର ଜିଲା ଚିତ୍ରକୂଟନଗରର ଏକ ଦୋକାନରୁ ଅଜବ ଧରଣର ଚୋରି ହୋଇଛି। ଉକ୍ତ ଦୋକାନରେ ଏତେ ସବୁ ସାମଗ୍ରୀ ଥିଲେ ସୁଦ୍ଧା ଜଣେ ଯୁବକ କେବଳ ଚକୋଲେଟ ଚୋରି କରିଛନ୍ତି। ତାହା ପୁଣି ୨୦ ହଜାର ଟଙ୍କାର। ସେ…

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ପାଳନ କରିବେ ମହିଳା ଦିବସ । ଏହାର ଠିକ୍ ଦୁଇ ଦିନ…

ଜାଲରେ ଫସିଥିଲା ସିଂହଛୁଆ, ନିଜ ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଫରେଷ୍ଟଗାର୍ଡ

ଗୁଜରାଟ ଜଙ୍ଗଲର ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଗୁଜରାଟର ଗିର ଫରେଷ୍ଟରୁ ହୃଦୟ ଦୋହଲାଇ ଦେବା ପରି ଭିଡିଓଟି ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଫରେଷ୍ଟଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଜାଲରେ…

ରାଜରାସ୍ତାରେ ଘୋଡ଼ାଠାରୁ ବି ଦ୍ରୁତ ଗତିରେ ଗଲା ଏହି ପ୍ରାଣୀ, ଲୋକେ କହିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଏବେ ଏକ ଭିଡିଓ ଭାଇରାଲ ହେବାରେ…

ଚାରିଜଣ ଯୁବକଙ୍କୁ ପ୍ରେମଜାଲରେ ଫସାଇଥିଲେ ଯୁବତୀ, ଘରୁ ଫେରାର ହେବା ପରେ କାହାକୁ ବିବାହ କରିବେ ନେଇ ପଡ଼ିଲେ ଚିନ୍ତାରେ; ତା’ ପରେ…

ଆମ୍ବେଦକରନଗର: ଜଣେ କି ଦୁଇଜଣ ଯୁବକ ନୁହେଁ, ଚାରିଜଣ ଯୁବକଙ୍କ ସହ ଘରଛାଡ଼ି ଫେରାର ହୋଇଥିଲେ ଯୁବତୀ। ବିବାହ କରିବାକୁ ଇଚ୍ଛା ଥିଲେ ହେଁ ସେମାନଙ୍କ ମଧ୍ୟରୁ କାହାକୁ ବିବାହ କରିବେ ନିଶ୍ଚିତ କରିପାରି ନ ଥିଲେ। ଶେଷରେ ମାମଲା ପଞ୍ଚାୟତକୁ…

ସ୍ତ୍ରୀ ନଜଣାଇ ଘରକୁ ପଳାଇଲେ ବୋଲି ବିଜୁଳି ଖୁଣ୍ଟରେ ଚଢ଼ି ବସିଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ବଳରାମପୁର: ଯଦି ଆପଣ ‘ଶୋଲେ’ ଫିଲ୍ମ ଦେଖିଥିବେ ତେବେ ଅଭିନେତା ଧର୍ମେନ୍ଦ୍ର ସେଥିରେ ମଦନିଶାରେ ପାଣି ଟାଙ୍କି ଉପରେ ଚଢ଼ିବା ଘଟଣା ମନେଥିବ ନିଶ୍ଚିତ। ଏବେ ଠିକ୍‌ ସେଭଳି ଏକ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ସ୍ତ୍ରୀ ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?