Posted inଫୁରସତ

ଦର୍ପଣ ପରି ସ୍ବଚ୍ଛ ନଦୀ ଜଳ: ଦେଖିହେବ ମୁହଁ

ଶିଲଂ: ଭାରତରେ ଥିବା ନଦୀଗୁଡ଼ିକର ଜଳ ପ୍ରାୟ ଅପରିଷ୍କାର। ତେବେ ଏଭଳି ଏକ ନଦୀ ରହିଛି ଯାହାର ପାଣି ସମ୍ପୂର୍ଣ୍ଣ ସ୍ବଚ୍ଛ। ଏହାର ପାଣି କାଚକେନ୍ଦୁ ପରି। ଏହା ଏତେ ସ୍ବଚ୍ଛ ଯେ ଏଥିରେ ଜଣେ ନିଜର ମୁହଁ ମଧ୍ୟ ଭଲଭାବେ ଦେଖିପାରିବ। ମେଘାଳୟରେ ଥିବା ଓମନଗୋତ୍‌ ନଦୀର ପାଣି ଦର୍ପଣ ଭଳି ସ୍ବଚ୍ଛ। ସ୍ଥାନୀୟ ଲୋକେ ନଦୀକୁ ଡୈକି ବୋଲି କହିଥାନ୍ତି। ନଦୀ ଭାରତର ସ୍ବଚ୍ଛ ଗାଁ ମୋୟଲନନୋଙ୍ଗ୍‌ ଦେଇ ପ୍ରବାହିତ ହେଉଛି। ବାଂଲାଦେଶରେ ପ୍ରବେଶ କରିବା ପୂର୍ବରୁ ଏହା ଖାସି ଏବଂ ଜୟନ୍ତିଆ ପାହାଡ଼ ମଧ୍ୟରେ ପ୍ରବେଶ କରିଛି। ଏବେ ଏହି ନଦୀର ବହୁ ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ବହୁ ୟୁଜର ଲାଇକ୍‌ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କମେଣ୍ଟ୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ହେବେ ‘ସ୍ପେସ୍‌ ବେବି’

ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି...

ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…

କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍‌ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ।...

୨୦୧୯ ଓ ୨୦୨୦ରେ କ’ଣ ରହିଛିି ଫରକ୍‌: ମହିଳା ଫଟୋ ଶେୟାର କରି ଜଣାଇଲେ

ସରନ୍‌ ଓ୍ବଗ୍‌, ହେଉଛନ୍ତି ଜଣେ ବ୍ଲଗର। ସେ ସାଉଥ୍‌ ଆଫ୍ରିକାର କ୍ୟାପ୍‌ଟାଉନ୍‌ରେ ରୁହନ୍ତି। ସରନ ବୁଲାବୁଲି କରିବାକୁ ବହୁତ ଭଲ ପାଆନ୍ତି। ହେଲେ କରୋନା ଯୋଗୁ...

ଜେସିବି ମେଶିନର ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଏକ...

ମାତ୍ର ୧୧ ସେେକେଣ୍ଡରେ ହରିଣକୁ ଗିଳିଦେଲା ଅଜଗର: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ...

କ୍ୟାଟ୍ରିନାଙ୍କ ଏହି ଗୀତରେ କଲେ ଡ୍ୟାନ୍ସ କଲେ ବିଦେଶୀ ଯୁବକ

ସାଧାରଣତଃ ବିବାହ ପ୍ରୋସେଶନରେ ବଲିଉଡ୍‌ କିମ୍ବା ସାଉଥ୍‌ ଫିଲ୍ମର ହିଟ୍‌ ଗୀତ ବାଜିଥାଏ। ଏହି ଗୀତ ଯେ, କେବଳ ଆମ ଦେଶରେ ସୀମିତ ତା’ ନୁହେଁ,...

ଏଠି ସମସ୍ତଙ୍କର ଗୋଟିଏ କିଡ୍‌ନୀ

ଗୋଟିଏ କିଡ୍‌ନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଗାଁଟି ପଡୋଶୀ ଦେଶ ନେପାଳରେ ରହିଛି। ଗାଁର ନାଁ ହୋକ୍‌ସେ। ଏଠି ଅଧିକାଂଶ ଲୋକେ ଗୋଟିଏ...

Advertisement
Archives

Model This Week