ଆଜି ଜାଗର: ଶିବଙ୍କୁ ଅର୍ପଣ କରନ୍ତୁ ଏସବୁ, ମିଳିବ ଶୁଭଫଳ
ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୧୧ ତାରିଖ ଅର୍ଥାତ୍ ଗୁରୁବାର ପାଳନ କରାଯିବ ଶିବରାତ୍ରି। ଏହି ଶୁଭଦିନରେ ଭଗବାନ ଶିବଙ୍କର ଏପରି କିଛି ପ୍ରିୟ…
ଅନ୍ଲାଇନ ଅର୍ଡର କ୍ୟାନସେଲ୍ କରିବାରୁ ଯୁବତୀଙ୍କ ଏମିତି ଅବସ୍ଥା କଲେ ଡେଲିଭରି ବୟ
ଆଜିକାଲି ଲୋକେ ସୁବିଧା ଆଉ ହାତ ପାହାନ୍ତାରେ ସାମଗ୍ରୀ ପାଇବା ପାଇଁ ଅନ୍ଲାଇନ୍ର ସାହାରା ନେଉଛନ୍ତି। ବେଳେବେଳେ ଏହି ସୁବିଧା ଲୋକଙ୍କୁ ଅସୁବିଧାରେ ବି ପକାଉଛି। ଏମିତି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ କ୍ଷେତ୍ରରେ। ଯୁବତୀ ଜଣକ ଅନ୍ଲାଇନ୍ରେ ଜୋମାଟୋରେ…
ସମୁଦ୍ର ତଳେ ବୁଡ଼ି ରହିଛି ଏସବୁ ସହର
ଜଳବାୟୁ ପରିବର୍ତ୍ତନ ଯୋଗୁ ସମଗ୍ର ବିଶ୍ୱରେ ସମୁଦ୍ର ଜଳସ୍ତର ବଢ଼ିଚାଲିଛି। ଜଳସ୍ତର ବଢ଼ିବା ଯୋଗୁ କେତେକ ସହର ଅସ୍ତିତ୍ୱ ହରାଇଛନ୍ତି। ଅନ୍ତର୍ଜାତୀୟ ଟିମ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ସମୁଦ୍ର ଜଳ ସ୍ତର ବଢ଼ିବା ଯୋଗୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ…
ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର
ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ ନିଜର ପରଫର୍ମାନ୍ସ ପାଇଁ ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଏହି ଫିଲ୍ମ ଆଲାନଙ୍କ…
ବିଶ୍ୱର ସବୁଠୁ ମହଙ୍ଗା ଔଷଧ: ଦାମ୍ ରହିଛି
କୌଣସି ରୋଗର ଚିକିତ୍ସା ଔଷଧ ଦ୍ୱାରା କରାଯାଏ। ଅନେକ ଥର ଔଷଧ ଏତେ ମହଙ୍ଗା ହୋଇଥାଏ ଯେ ସାଧାରଣ ବ୍ୟକ୍ତିଟିଏ କିଣିବା ସହଜ ହୋଇ ନ ଥାଏ। ଦୁର୍ଲଭ ରୋଗ ହେଲେ ଏହାର ଚିକିତ୍ସା ମହଙ୍ଗା ହୋଇଥାଏ। ଏମିତି ଏକ ଦୁର୍ଲଭ…
ଗୋଟିଏ ସାକ୍ଷାତକାର ପାଇଁ ଏହି ମହିଳାଙ୍କୁ ୫୧ କୋଟି ଦେଲା ଟିଭି ଚ୍ୟାନେଲ
ବ୍ରିଟେନର ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲଙ୍କର ଏକ ଟିଭି ସାକ୍ଷାତକାର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାକ୍ଷାତକାର ଆମେରିକାର ଟିଭି ଚ୍ୟାନେଲ ସିବିସିରେ ପ୍ରସାରିତ ହୋଇଛି। ଏହି ସାକ୍ଷାତକାରରେ ହ୍ୟାରି ଏବଂ ମେଘାନ…
ଦ୍ୱିତୀୟ ବିବାହ ପାଇଁ ଜିଦ୍: ୬୦ ବର୍ଷ ବୟସ୍କ ବ୍ୟକ୍ତି ୧୧ କେଭି ଖୁଣ୍ଟରେ ଚଢ଼ିଲେ
ଜୟପୁର,୧୦।୩: ରାଜସ୍ଥାନର ଧୋଲପୁର ଜିଲାର ଗନିମତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସୋବରନ ସିଂ ନାମକ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦ୍ୱିତୀୟ ବିବାହ ପାଇଁ ଜିଦ୍ କରି ପରିବାର ସଦସ୍ୟଙ୍କ ସହିତ ପାଟି ତୁଣ୍ଡ କରିଥିଲେ। ଶେଷରେ…
ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ତିଆରି କଲେ ରେଳ କର୍ମଚାରୀ
ପାଟଣା,୧୦।୩: ରେଳ କର୍ମଚାରୀମାନେ ଦେଶରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ସମସ୍ତିପୁରର ରେଳକର୍ମଚାରୀ ଏମିତି ଏକ କମାଲ କରି ଦେଖାଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏହି କର୍ମଚାରୀମାନେ ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ଏବଂ ପୃଥ୍ବୀ ମିସାଇଲ ତିଆରି କରିଛନ୍ତି। ସମସ୍ତପୁରସ୍ଥିତ…
ମିଳିଲା ଗୁପ୍ତଧନ: ୩୦୦ ବର୍ଷ ପୁରୁଣା ୨୧୬ ସ୍ବର୍ଣ୍ଣମୁଦ୍ରା
ପୁଣେ,୧୦।୩: ମହାରାଷ୍ଟ୍ରର ପୁଣେ ଅଞ୍ଚଳରୁ ଗୁପ୍ତଧନର ସନ୍ଧାନ ମିଳିଛି। ଜଣେ ଲୋକ ଏସବୁ ଲୁଚାଇ ରଖିଥଲେ। ସୂଚନା ଆଧାରରେ ପିମ୍ପିରି ଚିନଚ୍ବାଡ୍ର କ୍ରାଇମ୍ ବ୍ରାଞ୍ଚ୍ ୟୁନିଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ୩୦୦ ବର୍ଷ ପୁରୁଣା ୨୧୬ ସ୍ବର୍ଣ୍ଣମୁଦ୍ରା ଜବତ କରିଛନ୍ତି।…
ଔଷଧର ମୂଲ୍ୟ ୧୮ କୋଟି
ଏକ ବିରଳ ବଂଶଗତ ରୋଗର ଉପଚାର ପାଇଁ ବିଶ୍ୱର ସବୁଠୁ ଦାମୀ ଔଷଧକୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) ମଞ୍ଜୁରୀ ଦେଇଛି। ନୋଭାର୍ଟିସ୍ ଜେନେ ଥେରାପିଜ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ‘ଜୋଲଗେନ୍ସମା’ର ଗୋଟିଏ ଡୋଜ୍ ଦାମ୍ ୧.୭୯ ନିୟୁତ ପାଉଣ୍ଡ…
ଏହି ଅଭିନେତ୍ରୀଙ୍କ ପାଇଁ ଲୋକେ ଏମିତି ଜମାଇଥିଲେ ଭିଡ଼, ପୋଲିସକୁ କରିବାକୁ ପଡ଼ିଥିଲା ଲାଠି ଚାର୍ଜ
ପର୍ନ ଇଣ୍ଡଷ୍ଟ୍ରିରୁ ବଲିଉଡ୍ରେ ପାଦ ଦେଇଥିବା ସନ୍ନି ଲିଓନିଙ୍କୁ ଦେଖିବା ପାଇଁ ଥରେ ଏତେ ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିଲେ ଯେ, ପୋଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏହି ଘଟଣାଟି ୨୦୧୭ରେ କରେଳର ରାଜଧାନୀ କୋଚିଠାରେ ଘଟିଥିଲା…
କରୋନା ଟିକା ନେବା ବେଳେ ହସି ହସି ଗଡ଼ିଲେ ପୋଲିସ ବାବୁ, ନାକେଦମ ହେଲେ ନର୍ସ; ଭିଡିଓ ଦେଖିଲେ..
ମହାମାରୀ କରୋନାଠାରୁ ରକ୍ଷା ପାଇବା ଲାଗି ସାରା ବିଶ୍ୱରେ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ପ୍ରଥମ ଥର ପାଇଁ ଟିକା ନେଉଥିବା ଅନେକ ନିଜର ଫଟୋକୁ ସୋସିଆଲ ମିଡିଆରେ ଅପ୍ଲୋଡ୍ କରି ଅନ୍ୟଙ୍କୁ ସଚେତନ କରୁଛନ୍ତି। ହେଲେ ଏବେ ଟୁଇଟରରେ…

