ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଆଇନ ସହ ଲଢ଼ାଇ କରିବାକୁ ପଡ଼ିଥିଲା। ତିନି ପୁରୁଷ ଦୁଇଜଣ ସରୋଗେଟ୍‌ ମା ଏବଂ ଜଣେ ଏଗ୍‌ ଡୋନରଙ୍କ ସହାୟତାରେ ଗୋଟିଏ ପୁଅ ଏବଂ ଦୁଇଟି ଝିଅଙ୍କର ପିତା ହୋଇଛନ୍ତି।

ଆମେରିକାର କାଲିଫର୍ନିଆରେ ରହୁଥିବା ଏହି ୩ ପୁରୁଷଙ୍କ ନାମ ଇଆନ ଜେନେକିଂସ, ଏଲେନ ମେଫିଲ୍ଡ, ଜେରେମୀ ଏଲେନ ହାଜେଜ୍‌। ଇଆନ ପେସାରେ ଜଣେ ଡାକ୍ତର। ଇଆନ ଏକ ପୁସ୍ତକ ଲେଖୁଛନ୍ତି। ଏହାର ନାମ ‘ଥ୍ରି ଡାଡ୍‌ସ ଆଣ୍ଡ୍‌ ଏ ବେବି’। ଏହି ପିଲାମାନଙ୍କର ଜନ୍ମ ସାର୍ଟିଫିକେଟରେ ୩ ବାପାଙ୍କ ନାମ ରହିଛି। ଏଥିପାଇଁ ପ୍ରାୟ ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପିଲାଙ୍କୁ ଜନ୍ମ ଦେବା ପାଇଁ ଏହି ୩ ପିତାଙ୍କୁ ମେଡିକାଲ ପ୍ରକ୍ରିୟା ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡ଼ିଲା। ଏହା ପରେ ପିଲାଙ୍କ ଅଭିଭାବକ ନାଁ ରହିବାକୁ ମଧ୍ୟ ଖର୍ଚ୍ଚ ହେଲା। ଶେଷରେ ଅଦାଲତରେ ଏହି ୩ ଜଣଙ୍କର ଜିତାପଟ ହୋଇଛି। ଆମେରିକାର ଜଣେ ଜଜ୍‌ ଥ୍ରପଲଙ୍କ ପକ୍ଷରେ କେସ୍‌ ଲଢୁଥିଲେ। ଏହା ପରେ ପିଲାମାନଙ୍କ ଜନ୍ମ ପ୍ରମାଣପତ୍ରରେ ୩ ପିତାଙ୍କ ନାମ ମଧ୍ୟ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରୋଗେଟ୍‌ ମା’ଠାରୁ ଜନ୍ମ ନେଲେ ୨ ଚିତାବାଘ ଶାବକ

ପୋବେଲ,୨୬।୨: ଇନ୍‌ ଭିଟ୍ରୋ ପଦ୍ଧତିରେ ମଣିଷ କ୍ଷେତ୍ରରେ ସରୋଗେଟ୍‌ ମା’ଠାରୁ ସନ୍ତାନ ଜନ୍ମ ପ୍ରକିୟା ଜାରି ରହିଛି। ତେବେ ଗତ ୩୦ ବର୍ଷ ପରେ ଆମେରିକା...

ପିଓକେରେ ଚାଇନା ସୈନ୍ୟ ଶିବିର

ଇସଲାମାବାଦ୍‌, ୧୫।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତକୁ ହଇରାଣରେ ପକାଇବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଭାରତ ଉପରେ...

୨୦୨୩ ନିର୍ବାଚନରେ ଇମ୍ରାନଙ୍କ ବିରୋଧରେ ଲଢ଼ିବେ ନଓ୍ବାଜ ଶରିଫ…

ଇସଲାମାବାଦ,୨୬।୧୨ : ଆସନ୍ତା ୨୦୨୩ ବର୍ଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶେହବାଜ ଶରିଫ ସରକାରରେ ଗୃହମନ୍ତ୍ରୀ ରାଣା ସନାଉଲ୍ଲା ନୱାଜ ଶରିଫଙ୍କ...

ବଢ଼ିବ ବିଜୁଳି ସଙ୍କଟ, ଲାଇଟ୍‌ ବନ୍ଦ କରିବାକୁ ସରକାରଙ୍କ ନିବେଦନ

କାନ୍‌ବେରା,୧୬ା୬:  ଆଗାମୀ ଦିନରେ ଅଷ୍ଟ୍ରେଲିଆରେ ବିଦ୍ୟୁତ୍‌ ସଙ୍କଟ ଆହୁରି ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ କ୍ରିସ୍‌ ବୋଓ୍ବେନ ଗୁରୁବାର ସିଡ୍‌ନୀରେ ଘରୁ ବ୍ଲାକଆଉଟ୍‌...

ହଂକଂ ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ…

ବେଜିଂ, ୩।୧ : ହଂକଂର ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଏହା ସହିତ ୯୦ ଜଣ ସଦସ୍ୟ...

ଭାରତ ବିରୋଧରେ ବିଷ ଓଗାଳିଲେ ପାକ ସେନା ମୁଖ୍ୟ ଅସିମ ମୁନିର

ଇସଲାମାବାଦ,୪ ।୧୨: ପାକିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ (ସିଓଏଏସ) ଜେନରାଲ ଅସିମ ମୁନିର ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଜେନରାଲ ଅସିମ ମୁନିର...

ମାଗଣାରେ ଖାଇବାକୁ ବାଂଲାଦେଶ ଆସୁଛନ୍ତି ଭାରତୀୟ: ବୈଦେଶିକ ମନ୍ତ୍ରୀ

ଢାକା,୧୭।୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାରି ଭିତରେ ବାଂଲାଦେଶ ବୈଦେଶିକ...

ଦୁନିଆର ସବୁଠୁ ଏକ୍ସପେନସିଭ୍‌ ସହର ମଧ୍ୟରୁ ଆଗରେ ନ୍ୟୁୟର୍କ, ସିଙ୍ଗାପୁର

ନ୍ୟୁୟର୍କ,୨।୧୨: ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନ୍ୟୁୟର୍କ ଏବଂ ସିଙ୍ଗାପୁର ପରି ସହରଗୁଡିକୁ ଦେଖିବାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ୱାଲର୍‌ଡ ଓ୍ବାଇଡ କଷ୍ଟ୍‌ ଅଫ ଲିଭିଙ୍ଗ୍‌...

Advertisement
Archives

Model This Week