ଦାମୀ ଘଣ୍ଟା ପିନ୍ଧିବାର ସଉକ ଥିଲେ ବି ଏହି ଘଣ୍ଟାକୁ କିଣିବା ସାତସପନ ପରି, କାରଣ…
ଦାମୀ ଘଣ୍ଟା ପିନ୍ଧିବା ଅନେକଙ୍କର ସଉକ ଥାଏ। ଏହାବାଦ୍ ବିଭିନ୍ନ ପ୍ରକାର ଘଣ୍ଟାର ସଂଗ୍ରହ ବି ଅନେକେ କରନ୍ତି। କିନ୍ତୁ ଏଠି ଯେଉଁ ଘଣ୍ଟା ସମ୍ପର୍କରେ କହୁଛୁ ତାକୁ ପାଇବା ସାତ ସପନ। କାରଣ ଏହାର ମୂଲ୍ୟ ହେଉଛି ୫୫ ମିଲିୟନ୍…
ଗୋଲାପି ରଙ୍ଗ ପସନ୍ଦ ବୋଲି ୯୨ ହଜାର ଡଲାର ଖର୍ଚ୍ଚ କରି କଲେ ଏଭଳି, ଏବେ ସବୁ…
ବ୍ରାଜିଲର ବ୍ରୁନାଙ୍କୁ ବେଶ୍ ପସନ୍ଦ ପିଙ୍କ୍ ବା ଗୋଲାପୀ ରଙ୍ଗ। ତାଙ୍କୁ ଏହି ରଙ୍ଗ ଏତେ ପସନ୍ଦ ଯେ, ସେ ଏହାକୁ ନିଜ ଜୀବନର ଏକ ଅଂଶରେ ପରିଣତ କରିଦେଇଛନ୍ତି। ଅର୍ଥାତ୍ ଘରର ରଙ୍ଗଠାରୁ ଆରମ୍ଭ କରି ଆସବାବପତ୍ର, ବାସନକୁସନ, ପୋଷାକ…
ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍, ଆଇଫେଲ୍ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ
ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍ଓ୍ବେ ଆର୍କ ବ୍ରିଜ୍ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍ଓ୍ବେ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାଓ୍ବାରଠାରୁ ୩୫ ମିଟର ଉଚ୍ଚ। ଏହି ବ୍ରିଜଟି ଖମ୍ବ ଉପରେ ଝୁଲି ରହିଛି।…
ସାଇକେଲରେ ୬ ଥର ଦେଶ ଭ୍ରମଣ କରିସାରିଲେଣି ଏହି ବ୍ୟକ୍ତି, ଲୋକଙ୍କୁ ଦେଉଛନ୍ତି ଏମିତି ବାର୍ତ୍ତା
ଭୋପାଳ,୧୪।୩: ଯୌତୁକ ପ୍ରଥା ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ଏକ ସ୍ବତନ୍ତ୍ର ଢଙ୍ଗରେ ଯୌତୁକ ପ୍ରଥା ବନ୍ଦ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ଭାଉ ସାହେବ ନାମକ ଜଣେ ବ୍ୟକ୍ତି। ଏହି ବ୍ୟକ୍ତି ଜଣକ ୨୭…
ମାତ୍ର ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେଉ ନଥିବା ବିଚାରପତିଙ୍କୁ ଏମିତି ବୁଦ୍ଧି ଶିଖାଇଲେ ମ୍ୟାନେଜର, ଭିଡିଓ ଭାଇରାଲ
ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଏଥିମଧ୍ୟରୁ ଲୋକେ ମଧ୍ୟ ଅନେକ କିଛି ଶିଖି ପାରୁଛନ୍ତି। ବର୍ତ୍ତମାନ…
ସାବଧାନ! ଟିଭି ସିରିଏଲ୍ ଯୋଗୁ ବଢୁଛି ଛାଡ଼ପତ୍ର ମାମଲା
ଓ୍ବାଶିଂଟନ,୧୪।୩: ଏବେ ଟିଭି, କମ୍ପ୍ୟୁଟର, ମୋବାଇଲ ଆଦି ଆମ ଦୈନଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛି। ଏସବୁରେ ବ୍ୟସ୍ତ ରହି କେତେକ ନିଜର ବାସ୍ତବ ଜୀବନରେ ଜୀବନସାଥିଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଉଥିବା…
ପ୍ରଥମ ଦରମା ଟଙ୍କାରେ ବାପାବୋଉଙ୍କ ପାଇଁ ମଠା କିଣିଥିଲି: ଦେବୀ ପ୍ରସାଦ ପଟ୍ଟନାୟକ
ଖୋର୍ଦ୍ଧା ଜିଲା କୁହୁଡ଼ି ଅଞ୍ଚଳରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍ କରିବା ପରେ ଡିପ୍ଲୋମା ପଢ଼ିଲି। କିନ୍ତୁ ଅଧାରୁ ଭଲ ନ ଲାଗିବାରୁ ତାକୁ ଛାଡ଼ି ଆଇ.ଏସ୍ସି. ପଢ଼ିବାକୁ ନିରାକାରପୁର କଲେଜରେ ଆଡ୍ମିଶନ ନେଲି, ଆଉ ସେଠାରୁ…
ମର୍ଯ୍ୟାଦାର ପ୍ରତୀକ ପଗଡ଼ି
ପଗଡ଼ି: କେବେ ସେ ରାଜା ମହାରାଜଙ୍କ ମଥାର ଶାନ୍ ଥିଲା ତ କେବେ ସେ ଥିଲା କାହାର ଗୌରବଶାଳୀ ବ୍ୟକ୍ତିତ୍ୱର ପରିଚୟ, ପୁଣି କେବେ ସେ ଚାଷୀ ଭାଇର ଖରାଦିନିଆ ସାଥୀ ହୋଇ ତା’ ମଥା ଉପରେ ବିରାଜୁଥିଲା। ପଦକରେ କହିବାକୁ…
ଦେଶର ପ୍ରଥମ ଏସି ରେଲଓ୍ବେ ଷ୍ଟେଶନ, ଏୟାରପୋର୍ଟ ପରି ମିଳିବ ସମସ୍ତ ସୁବିଧା
ବେଙ୍ଗାଲୁରୁ,୧୪।୩: ଦେଶର ପ୍ରଥମ ସେଣ୍ଟ୍ରାଲ ଏୟାର କଣ୍ଡିସନ (ଏସି) ରେଲଓ୍ବେ ଷ୍ଟେଶନ ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଏହା ଅବିକଳ ଏୟାରପୋର୍ଟ ପରି ଦେଖାଯାଉଛି। ଏହି…
କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଆଇଏଏସ୍ ଅଫିସର…
୫୦୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ଏହି ଜେପିଇଜି ଫାଇଲ୍
ଆମେରିକାର ବିପଲ ନାମକ ଜଣେ ଆର୍ଟିଷ୍ଟଙ୍କ ଏକ ଡିଜିଟାଲ ଫାଇଲ୍(ଜେପିଇଜି) ୫୦୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଫଟୋରେ ବିଭିନ୍ନ ଡିଜିଟାଲ ଫଟୋ ରହିଛି। ବ୍ରିଟେନର ଆକ୍ସନ କମ୍ପାନୀ କ୍ରିଷ୍ଟି ଜରିଆରେ ଏହି ଫଟୋର ନିଲାମ କରାଯାଇଛି। ଏହାର ନାମ…
ପ୍ରପୋଜ କରି ୟୁନିଭର୍ସିଟିରୁ ବିଦା
ପ୍ରେମ ନିବେଦନ କରିବାରୁ ପାକିସ୍ତାନସ୍ଥିତ ଲାହୋର ୟୁନିଭର୍ସିଟିର ଦୁଇ ଛାତ୍ରୀଛାତ୍ରଙ୍କୁ ବିଦା କରିଦିଆଯାଇଛି। ଜଣେ ଛାତ୍ରୀ ଆଣ୍ଠେଇ ପଡ଼ି ତାଙ୍କ ବନ୍ଧୁଙ୍କୁ ପ୍ରପୋଜ କରିଥିଲେ। ଏହା ପରେ ଛାତ୍ର ଜଣକ ସମସ୍ତଙ୍କୁ ସାମ୍ନାରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଅନୁଶାସନ…

