Posted inଫୁରସତ

ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ବାହାରିଲା ୫୯ ଫୁଟର ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଦରଜ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କ ପେଟରୁ ୫୯ ଫୁଟର ପୋକ ବାହାରିଥିଲା। ଏହି ଘଟଣାରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଘଟଣା ଥାଇଲାଣ୍ଡର ନୋଙ୍ଗଖାଇ ଅଞ୍ଚଳର। ଏକ ରିପୋର୍ଟ ଅନୁଯାୟୀ, ବ୍ୟକ୍ତିଙ୍କ ପେଟରେ ଦୀର୍ଘଦିନ ଧରି ଦରଜ ହେଉଥିଲା। ସେ ହସ୍ପିଟାଲ ଯାଇ ଯାଞ୍ଚ କରିବାରୁ ତାଙ୍କ ପ୍ରାଇଭେଟ ପାର୍ଟରୁ ପୋକ ବାହାରିଥିଲା। ରିସର୍ଚ୍ଚ ସେଣ୍ଟରର ପ୍ରବକ୍ତା କହିଛନ୍ତି, ୫୯ ଫୁଟ ଅର୍ଥାତ୍‌ ୧୮ ମିଟରରୁ ଅଧିକ ଲମ୍ବର ପୋକ ବାହାରିଥିଲା।

ଡାକ୍ତର କହିଛନ୍ତି, କଞ୍ଚା ମାଂସ ଖାଇବା ଦ୍ୱାରା ଏହା ପେଟକୁ ଯାଇଥିଲା। ୩୦ବର୍ଷରୁ ଅଧିକ ସମୟ ଧରି ତାଙ୍କ ପେଟରେ ଥିଲା। ବର୍ତ୍ତମାନ ଏହା ବହୁତ ଲମ୍ବା ହୋଇଯାଇଛି। ଯାହାକୁ ବାହାର କରିବା ପାଇଁ ଡାକ୍ତରଙ୍କୁ ଦୀର୍ଘ ସମୟ ଲାଗିଥିଲା। ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ କାଟି ପ୍ରବାସୀଙ୍କ ଜଳ ସଂରକ୍ଷଣ

ଭୋପାଳ: କରୋନା ମହାମାରୀ ଅନେକ ଜୀବନ ନେଇଛି। ବହୁ ପରିବାର ଉଜାଡ଼ିଦେଇଛି। ହେଲେ ଏହି ମହାମାରୀ ପରିସ୍ଥିତିରେ ଅନେକ ସ୍ଥାନରୁ ଭଲ ଖବର ମଧ୍ୟ ଆସୁଛି।...

ଦଶହରା ଉତ୍ସବ ରଦ୍ଦ: କରୋନାରେ ଆକ୍ରାନ୍ତ ହେଲେ ରାବଣ, ହସ୍ପିଟାଲରେ ଭର୍ତ୍ତି

ଦଶହରା ଉତ୍ସବ ରଦ୍ଦ ହୋଇଛି। କାରଣ ରାବଣ କରୋନା ପଜିଟିଭ ହୋଇଛନ୍ତି। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ...

ମାଇକ୍‌ ଅନ୍‌ କରି ଶୋଇପଡ଼ିଲେ ମୌଲବୀ, ପରେ ଯାହା ଘଟିଲା ଶୁଣିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ହାସ୍‌ଟ୍ୟାଗ୍‌ ଶ୍ୱେତା ନାମରେ ଏକ ଅଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଯୁବତୀ ଅନ୍‌ଲାଇନ ମିଟିଂ ପରେ ମାଇକ୍‌ ବନ୍ଦ କରିବାକୁ ଭୁଲି...

ମନରେ ସକାରାତ୍ମକ ଚିନ୍ତାଧାରା ପାଇଁ କରନ୍ତୁ ଏପରି…

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ ଆନ୍ଦୋଳିତ କରିଥାଏ । ତେବେ...

ବୁଣାକାରଙ୍କ ଚମତ୍କାରିତା: ଦିଆସିଲି ଖୋଳରେ ପ୍ୟାକ୍‌ ହେଉଛି ଶାଢ଼ି

ଜଣେ ବୁଣାକାର ଏମିତି କୌଶଳରେ ଶାଢ଼ି ବୁଣିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଶାଢ଼ିଟି ଏକ ଦିଆସିଲି ଖୋଳରେ ବି ପ୍ୟାକ୍‌ ହୋଇପାରୁଛି। ତେଲେଙ୍ଗାନାର...

ଦୀପାବଳି ୨୦୧୯: କିଛି ତେଲର ବ୍ୟବହାର ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି….

ହିନ୍ଦୁ ଶାସ୍ତ୍ରରେ କୌଣସି ପୂଜା ଦୀପ ବିନା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଅନ୍ତୁଡିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁଠି ଆଲୋକର ଆବଶ୍ୟକତା ରହିଛି।...

୧୦ ଷଣ୍ଢକୁ ଡରାଇଲା ଗୋଟିଏ ବତକ:ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

ବାୟୋନିକ ହାତ ଦେଇଛି ନୂଆ ଜୀବନ

ଆଠ ବର୍ଷ ବୟସର ଫ୍ରେଡି ପେନ୍‌। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର...

Advertisement
Archives

Model This Week