Posted inଫୁରସତ

ଜାଣନ୍ତି ପାଣିରେ ଗୋଲାକାର ଭାବେ କାହିଁକି ପହଁରନ୍ତି ସାମୁଦ୍ରିକ ଜୀବ

କିଛି ସାମୁଦ୍ରିକ ଜୀବ ଅଛନ୍ତି, ଯେଉଁମାନେ ପାଣିରେ ଗୋଲାକାର ଭାବେ ପହଁରିଥାନ୍ତି। ସାଧାରଣତଃ ଏପରି ଗତିବିଧି ବଡ଼ ଜୀବ ଯେମିତିକି ଶାର୍କ, ହ୍ବିଲ୍‌ ଏପରିକି କଇଁଛଙ୍କଠାରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ।

ୟୁନିଭରସିଟି ଅଫ୍‌ ଟୋକିଓର ବୈଜ୍ଞାନିକମାନେ ସାମୁଦ୍ରିକ ଜୀବମାନଙ୍କ ଉପରେ ଏକ ଗବେଷଣା କରିଥିଲେ। ଶାର୍କ ସବୁବେଳେ ନିଜର ଶିକାର ଖୋଜୁଥାଏ। ତେଣୁ ସେ ଏମିତି ଗୋଲାକାର ଭାବେ ପହଁରିଥାଏ। ଫଳରେ ଶିକାର କରିବା ତାକୁ ସହଜ ହୋଇଥାଏ। ସେହିପରି କଇଁଛ ଏମିତି ଗୋଲାକାର ଭାବେ ବୁଲି ନିଜର ଘର ସନ୍ଧାନ କରିଥାଏ। ସେହିପରି ଆଉ କିଛି ସାମୁଦ୍ରିକ ଜୀବ ନିଜର ଖାଦ୍ୟ ଅନ୍ବେଷଣ ସମୟରେ ଏପରି ଗୋଲାକାର ଭାବରେ ବୁଲିଥାନ୍ତି। ସେମାନଙ୍କୁ ଖାଦ୍ୟ ମିଳିବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଗୋଡ଼ରେ ଗଛର ଡାଳକୁ ଟାଣି ଏମିତି ପତ୍ର ଖାଉଛନ୍ତି ହରିଣ, ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଏଠାରେ ଟାଟୁ କଲେ ଦେବାକୁ ପଡ଼େ ଟ୍ୟାକ୍ସ

ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶ ନିଜ ଲୋକଙ୍କଠାରୁ ଟ୍ୟାକ୍ସ ନେଇଥାଏ। ଏହି ଟ୍ୟାକ୍ସର ବ୍ୟବହାର ଦେଶର ଭବିଷ୍ୟତ ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ଭାରତରେ ରାସ୍ତାର...

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

ସୋସିଆଲ ମିଡିଆରେ ବନ୍ଧା ବିଶ୍ୱର ୬୦%

ସିଙ୍ଗାପୁର: ବର୍ତ୍ତମାନ ସମୟରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଅଳ୍ପେ, ବହୁତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ନିକଟରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ବିଶ୍ୱର...

ମରୁଭୂମିରେ ପୋଷ୍ଟ ଅଫିସ୍‌

ଦୁନିଆରେ ଏମିତି ବି କେତେକ ଜିନିଷ ଅଛି, ଯାହାକୁ ଏଭଳି ନିରୋଳା ସ୍ଥାନରେ ତିଆରି କରାଯାଇଛି; ଫଳରେ ଏହା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ସେମିତି...

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ...

ମହାକାଶରେ ତିଆରି ହେଲା ପ୍ରଥମ ବିସ୍କୁଟ୍‌

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ଇଟାଲିର ମହାକାଶଚାରୀ ପ୍ରଥମ ଥର ପାଇଁ ବେକିଂ କରିଛନ୍ତି। ବେକିଂ କରି ସେ ମହାକାଶରେ ପ୍ରଥମ କୁକିଜ୍‌ ବା ବିସ୍କୁଟ ପ୍ରସ୍ତୁତ...

ମଡେଲ ଜାଆଁଳା ଭଉଣୀ

୨୦୧୦ରେ ଜ୍ୟାକି ଓ ତାଙ୍କ ସ୍ବାମୀ କେଭିନ କ୍ଲିମେଣ୍ଟସ୍‌ ଜାଆଁଳା ଝିଅର ମାତାପିତା ହେଲେ। ଦୁଇ ଝିଅ ବହୁତ ସୁନ୍ଦର ଥିଲେ। ବଡ଼ ହେବା ସହ...

Advertisement
Archives

Model This Week