Posted inଫୁରସତ

ନାଗିନ୍‌ ଟ୍ୟୁନ୍‌ ଶୁଣି ତଳେ ଗଡ଼ି ଏପରି ନାଚିଲା କୁକୁର, ଆପଣ ବି ଭିଡିଓ ଦେଖିଲେ…

ନାଚିବା କଥା ଯଦି ପଡେ ତେବେ ଏଭଳି କିଛି ଗୀତ ରହିଛି ଯାହା ବାଜିବା ମାତ୍ରେ ପାଦ ଆପେ ଆପେ ଉଠିଥାଏ। ଯେତେ ଚାହିଁଲେ ବି ନାଚିବାରୁ ନିଜକୁ ନିବୃତ କରିହୁଏନାହିଁ। ସେଭଳି ଗୋଟିଏ ଗୀତ ହେଲା ‘ନାଗିନ୍‌ ଟ୍ୟୁନ୍‌’। ବିଶେଷକରି ବିବାହ ଉତ୍ସବରେ ଏହି ଗୀତର ଚାହିଦା ଅଧିକ । ସମସ୍ତଙ୍କର ପ୍ରିୟ ମଧ୍ୟ। ଏବେ ଏହି ଗୀତରେ ନାଚି ଭାଇରାଲ ହେଉଛି ଏକ କୁକୁର। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଧଳା ରଙ୍ଗର ଏକ କୁକୁର ରାସ୍ତାରେ ଗଡ଼ି ଗଡ଼ି ନାଗିନ୍‌ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓ ଦେଖି ଲୋକେ ମଜା ଉଠାଇବା ସହ କୁକୁରର ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରୀକ୍ଷରୁ ଆସିଥାଏ ସୁନା

ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱରେ ସୁନାର ଚାହିଦା ଅଧିକ। ଏହି ହଳଦିଆ ରଙ୍ଗ ଧାତୁର ଉତ୍ପତ୍ତି ନେଇ ଅନେକ ତର୍କ ବିତର୍କ ରହିଛି। ଏହା...

କ୍ରିସ୍‌ମାସରେ ଦିଅନ୍ତୁ ଏସବୁ ଉପହାର

ଆସୁଛି କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଡିସେମ୍ବର ୨୫କୁ ବଡଦିନ, କ୍ରିସ୍‌ମାସ ବା ପ୍ରଭୁ ଯିଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ। ବିଶେଷ...

ରାସ୍ତାକଡ଼ରେ ପଡ଼ିଥିବା ପିଜା ଡବା ହଲୁଥିଲା: ପାଖକୁ ଯାଇ ଦେଖିବା ପରେ ଉଡ଼ିଗଲା ହୋସ୍‌

ଅର୍ଥ ଅଭାବରୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ସେମାନେ ଏପରି ଭୁଲ ନିଷ୍ପତ୍ତି ନେଇଥାନ୍ତି, ଯାହା ବିଷୟରେ କେହି କେବେ...

ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!

ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା...

କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ

ବ୍ୟାଂକକ୍‌,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ...

ପୁଣି ଲେଉଟିଲା କରୋନା: ବିବାହ ଉତ୍ସବରେ ଲୋକଙ୍କୁ ଏପରି କରାଯାଉଛି ସାନିଟାଇଜ୍‌

କରୋନା ଭାଇରସ ଯୋଗୁ ଅନେକ ଦେଶରେ ପୁଣିଥରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ତେଣୁ ୟୁରୋପର ଅନେକ ଦେଶ ସାଙ୍ଗକୁ ଇଂଲଣ୍ଡରେ ମଧ୍ୟ ପୁଣିଥରେ ଲକ୍‌ଡାଉନ୍‌ ଜାରି...

ଉଡିକି ଆସିଲେ ଅଟୋ ଡ୍ରାଇଭର୍‌,ମହିଳାଙ୍କୁ ଦେଲେ ଧକ୍କା: ଆଉ ତା’ପରେ

ବେଙ୍ଗାଲୁରୁ,୪।୮: ବେଙ୍ଗାଲୁରୁରେ ଜଣେ ମହିଳା ରାସ୍ତାରେ ଯାଉଥିବାବେଳେ ଏକ ହୃଦୟଥରା ଘଟଣା ଘଟିଛି। ଅଚାନକ ଜଣେ ବ୍ୟକ୍ତି ଉଡିକି ଆସି ମହିଳାଙ୍କୁ ଏତେ ଜୋରରେ ଧକ୍କା...

ଏହି ମନ୍ଦିରରେ ମହିଳା କରନ୍ତି ଭଗବାନଙ୍କ ଶୃଙ୍ଗାର…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତରାଖଣ୍ଡ ଗଡଓ୍ବାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି।...

Advertisement

BGU

Archives

Model This Week

Why Dharitri