ଘୋଡ଼ା-କୁକୁରଙ୍କୁ ମିଳିବ ପେନସନ୍
ଓ୍ବାର୍ସ୍ବ,୨୮।୩: ଚାକିରିରୁ ଅବସର ଗ୍ରହଣ ପରେ ମଣିଷଙ୍କୁ ପେନସନ୍ ମିଳିବା ଶୁଣାଯାଇଥାଏ। ତେବେ ଏବେ ସରକାରୀ ଚାକିରି କରିଥିବା ଘୋଡ଼ା ଏବଂ କୁକୁରଙ୍କୁ ଅବସର ପରେ ପେନସନ୍ ମିଳିବ। ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଏହାଦ୍ୱାରା ସରକାରୀ କାର୍ଯ୍ୟରେ…
ପ୍ରେମିକାଙ୍କ ଘରଠାରୁ ୨.୫ କିମି ରାସ୍ତା ପର୍ଯ୍ୟନ୍ତ ‘ଆଇ ଲଭ୍ ୟୁ, ଆଇ ମିସ୍ ୟୁ’ ଲେଖିଲେ ପ୍ରେମିକ; ଆଉ ତା’ ପରେ..
ଆଜିକାଲିର ଯୁବପିଢ଼ୀ ନିଜର ସାଥୀଙ୍କୁ ପ୍ରେମ ନିବେଦନ କରିବାର ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଥିରୁ କିଛି ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରେମିକ ନିଜ ସାଥୀଙ୍କୁ ଭଲପାଇବା…
ଭାଇଚାରାରେ ହୋଲି
ଶୀତଋତୁ ପରେ ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରେ। ଆମ୍ବ୍ର କାନନରେ କୋଇଲିର କୁହୁକୁହୁ ସ୍ବର ଶୁଭେ। ପ୍ରକୃତିରାଣୀ ସବୁଜ ଗଛପତ୍ରର ରଙ୍ଗ ସହିତ ପଳାଶ ଓ ଶିମିଳି ଫୁଲର ନାଲି ଓଢ଼ଣିରେ ସଜେଇହୁଏ। ପ୍ରକୃତିକୁ ସ୍ବାଗତ…
ପ୍ରକୃତି ଭରିଛି ରଙ୍ଗ
ପ୍ରକୃତି ଯେତିକି ସୁନ୍ଦର, ସେତିକି ବିସ୍ମୟରେ ଭରା। ଠିକ୍ ଯେମିତି ଏହିସବୁ ହ୍ରଦ ଓ ନଦୀ। ଏସବୁକୁ ଦେଖିଲେ ଲାଗେ ସତେଯେମିତି ପ୍ରକୃତି ଏହା ମଧ୍ୟରେ ଭରିଦେଇଛି ରଙ୍ଗ । ଆଉ ଏସବୁ ପାଲଟିଯାଇଛି ରଙ୍ଗିନ… ଲେକ ହିଲର୍- ଅଷ୍ଟ୍ରେଲିଆର ଲେକ୍…
ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ମନ୍ମଥ କୁମାର ଶତପଥୀ
ଭଞ୍ଜନଗରର ବାସୁଦେବପୁର ଗାଁରେ ମୋ ଜନ୍ମ। ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍ କରିବା ପରେ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୁଁ ଚାକିରି କରିବାକୁ ଲାଗିଲି। କାରଣ ମୋ ନନା ଥିଲେ ଜଣେ ଜ୍ୟୋତିର୍ବିଦ୍ ତଥା କର୍ମକାଣ୍ଡବିଦ୍। ସାହିତ୍ୟ କ୍ଷେତ୍ରରେ…
ପଥିକ ଯେହ୍ନେ ବୃକ୍ଷ ମୂଳେ..
ପରମାତ୍ମା ନିଜ ଦ୍ୱାରା ସୃଷ୍ଟ ସର୍ବଶ୍ରେଷ୍ଠ ଜୀବ ମଣିଷକୁ ଏ ଧରାଧାମକୁ ପଠାଇଛନ୍ତି। ଏଠାରେ ତା’ର ରହିବା, ଖାଇବା, ମଉଜମଜ୍ଲିସ ଆଦି ସବୁ କାର୍ଯ୍ୟ ପାଇଁଁ ବହୁବିଧ ସୁବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହା ବାଦ କାଳେ ସେ ମାୟାରେ ପଡ଼ି…
ହୋଲି: କେଉଁଠି କେମିତି
ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏଠାରେ ସେମିତି କେତେକ ଖାସ୍ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାରେ ହୋଲିର କିଛି ଭିନ୍ନ ଛାପ ଦେଖିବାକୁ ମିଳିଥାଏ… ମଥୁରା…
ହୋଲିକୁ କେମିତି କରିବେ ଖାସ୍
ରଙ୍ଗ ତଥା ଖୁସିର ପର୍ବ ହେଉଛି ହୋଲି। ଏହି ବିଶେଷ ଅବସରରେ ବାସ୍ତୁର କିଛି ଜରୁରୀ ଟିପ୍ସକୁ ଆପଣାଇ ହୋଲିର ଖୁସିକୁ ଦ୍ବିଗୁଣିତ କରିପାରିବେ… *ବାସ୍ତୁଶାସ୍ତ୍ର ଅନୁଯାୟୀ, ହୋଲି ଖେଳିବା ସମୟରେ ନାଲି, ହଳଦିଆ, ସବୁଜ, ଗୋଲାପୀ ତଥା କମଳା ରଙ୍ଗର…
କମଳା ରସରୁ ବିଜୁଳି
ପାଣି, କୋଇଲା, ପବନ ଓ ସୂର୍ଯ୍ୟାଲୋକରୁ ବିଜୁଳି ଉତ୍ପାଦନ ହୋଇଥାଏ। ତେବେ ନିକଟରେ ଗବେଷଣାରୁ ଜଣାପଡିଛି ଯେ, କମଳା ରସରୁ ବି ବିଜୁଳି ଉତ୍ପନ୍ନ ହୋଇପାରିବ। ଏକ ରିପୋର୍ଟ ମୁତାବକ ବଢ଼ିଚାଲିଥିବା ବିଜୁଳିର ଆବଶ୍ୟକତାକୁ ଲକ୍ଷ୍ୟ କରି କମଳା ରସରୁ ବିଜୁଳି…
କାନ୍ଧରେ ଘୋଡ଼ା ଟେକି ଦୌଡ଼ନ୍ତି
ଘୋଡ଼ା ପିଠି ଉପରେ ବସି ଲୋକେ ଯାଆନ୍ତି। ଅନେକେ ସଉକରେ ବି ଘୋଡ଼ା ଚଢ଼ନ୍ତି। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଘୋଡ଼ା ପିଠିରେ ବସନ୍ତି ନାହିଁ। ବରଂ ଘୋଡ଼ାକୁ ନିଜ କାନ୍ଧରେ ବସାନ୍ତି ଆଉ ନିଜେ ଦୌଡ଼ନ୍ତି।…
ମାଟି ନୁହେଁ ପାଣିରେ ଲଗାନ୍ତୁ ଗଛ
ଜାଗା ନାହିଁ କି ମାଟି ନାହିଁ ଅଥଚ ଗଛ ଲଗାଇବାର ସଉକ ଅଛି। ତା’ହେଲେ ବି ଚିନ୍ତା କରିବାର କିଛି ନାହିଁ। ଆପଣ ଆରାମରେ ଘର ଭିତରେ ବିନା ପରିଶ୍ରମରେ ବିନା ମାଟିରେ ଲଗାଇପାରିବେ ଗଛ। ଏଥିପାଇଁ ଆପଣଙ୍କୁ କୁଣ୍ଡ କିଣିବାର…
କପେ ଚା’କୁ ୧୦୦୦ ଟଙ୍କା
ଚା’ କେବଳ ଏକ ପାନୀୟ ନୁହେଁ, ଏହା ସହିତ ଅନେକ ଲୋକଙ୍କର ଭାବନା ବି ଜଡିତ ଥାଏ। ଚା’ ବିନା ତ ଅନେକଙ୍କର ଦିନ କଟେନା। ସେଇଥିପାଇଁ ତ ଚା’ ଷ୍ଟଲ୍ରେ ପ୍ରତିଦିନ ଦେଖିବାକୁ ମିଳେ ପ୍ରବଳ ଭିଡ। ହେଲେ କଲିକତା,…

