Posted inଫୁରସତ

କୁମ୍ଭୀର ଆଁରୁ ଏମିିତି ଚାଲାକି କରି ବଞ୍ଚିଲା କୁକୁଡା, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁଡ଼ା କୁମ୍ଭୀର ଉରେ ଚଢ଼ି ଜଳାଶୟରୁ ଉପରକୁ ଆସୁଛି। ସେ ଯାଇ ସାରିବା ପରେ କୁମ୍ଭୀରଟି ତାକୁ ଖାଇବା ପାଇଁ ଆଁ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଫୁଲର ଦୁର୍ଗନ୍ଧରେ ନାକ ଫାଟିପଡୁଛି, ତଥାପି ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆମେରିକାର ସବୁଠୁ ସୁନ୍ଦର ସହର କୁହାଯାଉଥିବା ଫ୍ରାନ୍ସିସ୍କୋରେ ଏକ ଦୁର୍ଲଭ ଫୁଲ ଫୁଟିଛି। ଯାହାକୁ ଦେଖିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଲୋକଙ୍କ ସୁଅ...

ଝିଅର ସ୍କୁଲ ବ୍ୟାଗ୍‌ କିଣିବାକୁ ଯାଇଥିଲେ ପିତା, ଘରକୁ ଫେରିବା ପରେ ହୋଇଗଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇବ ତା’ର ହିସାବ ନାହିଁ। ଏହି ଉକ୍ତି ପ୍ରମାଣିତ ହୋଇଛି ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ।...

ଏହି କାରଣ ପାଇଁ ଝିଅଙ୍କୁ ହେବାକୁ ପଡ଼ିଥାଏ ପୁଅ

ସମଗ୍ର ବିଶ୍ୱରେ ଅନେକ ଜାତିର ଲୋକ ବାସ କରନ୍ତି। ସମସ୍ତଙ୍କ ଧର୍ମ ଏବଂ ପରମ୍ପରା ଭିନ୍ନ ପ୍ରକାରର। ତେବେ ଅଲବାନିଆ ତା’ର ଭିନ୍ନ ପରମ୍ପରା ପାଇଁ...

ଶ୍ମଶାନରେ ପାଳିଲେ ଜନ୍ମଦିନ

ସାଧାରଣତଃ କୌଣସି ବନ୍ଧୁଙ୍କର ଜନ୍ମଦିନ ପାଳନ କରିବା ପାଇଁ କେତେକ’ଣ ପୂର୍ବ ପ୍ରସ୍ତୁତି ଚାଲିଥାଏ। କେଉଁଠି କେକ୍‌ କଟାଯିବ, କେତେ ଅତିଥି ଯୋଗଦେବେ, ଭୋଜିରେ ଖାଦ୍ୟ...

କାହିଁକି ହୋଇଥାଏ ବାଦଲ ଫଟା ବର୍ଷା, ଜାଣନ୍ତୁ ଏ ସମ୍ପର୍କରେ…

ଉତ୍ତରାଖଣ୍ଡରେ ପୁଣି ଥରେ ବାଦଲ ଫଟା ବର୍ଷା ହୋଇଛି। ଯେପରି କେଦାରନାଥରେ ହୋଇଥିଲା, ଠିକ୍‌ ସେହିପରି ପିଥୋରାଗଡ଼ରେ ବାଦଲ ଫାଟିବାରୁ ଅନେକ ଘରଦ୍ୱାର ନଷ୍ଟ ହୋଇଯାଇଛି।...

ଘରଭଡ଼ାରୁ ମୁକ୍ତି ପାଇଁ ଯୁବତୀ ନେଲେ ଏମିତି ପଦକ୍ଷେପ

ଏଡିନ୍‌ବର୍ଗ: ଘରଭଡ଼ା ଦେଇ ଜଣେ ୨୫ ବର୍ଷୀୟା ଯୁବତୀ ଏତେ ବିରକ୍ତି ହୋଇଯାଇଥିଲେ ଯେ, ଶେଷରେ ୩୫ ବର୍ଷର ଏକ ପୁରୁଣା ଭ୍ୟାନ କିଣି ନିଜର...

କପେ ଚା’କୁ ୧୦୦୦ ଟଙ୍କା

ଚା’ କେବଳ ଏକ ପାନୀୟ ନୁହେଁ, ଏହା ସହିତ ଅନେକ ଲୋକଙ୍କର ଭାବନା ବି ଜଡିତ ଥାଏ। ଚା’ ବିନା ତ ଅନେକଙ୍କର ଦିନ କଟେନା।...

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି...

Advertisement
Archives

Model This Week