Posted inଫୁରସତ

ଚୋର ନୁହେଁ ସୁନା ଚେନ୍‌ ଟେକି ନେଇଗଲେ ପିମ୍ପୁଡି, ଭାଇରାଲ ଭିଡିଓ ଦେଖିଲେ…

ଆପଣ ଅନେକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ଦେଖିଥିବେ। ହେଲେ ଆମେ ପିମ୍ପୁଡ଼ିଙ୍କର ସୁନା ଚୋରି କଥା କହିବୁ, ଯାହାକୁ ଦେଖି ଚକିତ ହେବା ସ୍ବାଭାବିକ। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଆପଣ ବିଶ୍ୱାସ କରିପାରିବେ ନାହିଁ। ଭିଡିଓରେ ପିମ୍ପୁଡ଼ିମାନେ ପଡ଼ିଥିବା ଏକ ଚେନ୍‌କୁ ନେଇଯାଉଥିବା ଦେଖିବାକୁ ମିଳୁଛି।
ଭିଡିଓକୁ ଦେଖିଲେ ଏପରି ଲାଗିବ ଯେ, ପିମ୍ପୁଡ଼ିମାନେ ସୁନା ଚୋରା ଚାଲାଣ କରୁଛନ୍ତି।
ପିମ୍ପୁଡ଼ିଙ୍କର ଏହି ଅଦ୍ଭୁତ ଭିଡିଓ ଆଇପିଏସ୍‌ ଅଧିକାରୀ ଦୀପାଶୁଂ କାବ୍ରା ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓ ସେୟାର କରି କ୍ୟାପଶନ୍‌ରେ ସେ ଲେଖିଛନ୍ତି “କ୍ଷୁଦ୍ରତମ ସୁନା ସ୍ମଗଲର୍ସ!”
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ନେଇ ମଜାଳିଆ ପ୍ରତିକ୍ରିୟା ଦେଉଛଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିର ଚାଲାଣ କାଟିବାରୁ ହାଇ ଭୋଲ୍‌ଟେଜ୍‌ ଡ୍ରାମା କଲେ ଏହି ମହିଳା, ପୋଲିସ ଟୋପି-ଏଟିଏମ୍‌ କାର୍ଡକୁ ଛଡ଼ାଇ…

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଜରିମାନା ଲାଗିବା ସାଧାରଣ କଥା। ହେଲେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମଜାଦାର ଘଟଣା ଘଟିଛି। ଜଣେ ମହିଳା ଟ୍ରାଫିକ୍‌...

ଗର୍ଭବତୀ ହେବାର ୩ ଦିନ ପରେ ଶିଶୁକୁ ଜନ୍ମଦେଲେ ମହିଳା!

ମା’ ହେବାର ଅନୁଭୂତି ସବୁଠାରୁ ନିଆରା। ଏକ ଶିଶୁ ଜନ୍ମ ହେବା ପୂର୍ବରୁ ୯ ମାସ ମା’ ଗର୍ଭରେ ରହିଥାଏ। ଏହି ସମୟରେ ଶିଶୁର ଶରୀରର...

ଏଣିକି ଫେସବୁକ୍‌ରେ ସ୍କ୍ରିନ୍‌ସଟ୍‌ ନେଲେ ଧରାପଡିବେ

ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍‌ ଏକ ଲୋକପ୍ରିୟ ଆପ୍‌। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ...

ମାଛ ଦେଖିବାକୁ ସିମ୍ପାଞ୍ଜି କରୁଛି ଏପରି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ

ବୁଲ୍‌ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ...

୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କଲେ ମହିଳା

ଚିଲିରେ ଏକ ଅଜବ ଘଟଣା ଘଟିଛି। କରୋନାରେ କାଳରେ ଜଣେ ମହିଳା ମୃତ୍ୟୁ ଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ, ୭୫ ହଜାର ଟଙ୍କା ଖର୍ଚ୍ଚ...

ଜାତିର ଗୌରବମୟ ଐତିହ୍ୟକୁ ଛଡ଼ାଇ ନେବାର ଉପକ୍ରମ

କୋଣାର୍କ ମନ୍ଦିର ଉପରେ କଲମଚାଳନା କରିବାକୁ ଧାଇଁ ଆସିଥିବା ପଣ୍ଡିତମାନେ ମୂଳ ମନ୍ଦିରର ନାମକୁ ଏଡ଼େଇଗଲେ। ମୂଳ ମନ୍ଦିରର ଶବ୍ଦ ଭିତରେ ଥିବା ରହସ୍ୟ ବୁଝିବା...

୩ ଫୁଟ ବରକୁ ୪ ଫୁଟ କନ୍ୟା

ମୁମ୍ବାଇ,୮।୫: କରୋନା ଭାଇରସ ପାଇଁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ପୂର୍ବନିର୍ଦ୍ଧାରିତ ତାରିଖ ଅନୁଯାୟୀ ଲୋକେ ବିବାହ ଭଳି କାର୍ଯ୍ୟ ସମ୍ପାଦନ...

Advertisement
Archives

Model This Week