କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ

ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି। ନାଗା ସାଧୁଙ୍କ ନାମ ହେଉଛି ନାରାୟଣ ନନ୍ଦ ଗିରି ମହାରାଜ। ସେ ଜୁନା ଆଖଡ଼ାର ନାଗା ବାବା। ତାଙ୍କର ଓଜନ ମାତ୍ର ୧୮ କିଲୋଗ୍ରାମ୍‌। ବାବାଙ୍କ ବୟସ ୫୬ ବର୍ଷରୁ ଅଧିକ। ସେ ଝାନ୍ସୀରୁ ହରିଦ୍ୱାର କୁମ୍ଭମେଳାକୁ ଆସିଛନ୍ତି। ସେ ସ୍ଥାନୀୟ ହନୁମାନ ମନ୍ଦିରରେ ଡେରା ପକାଇଛନ୍ତି। ୨୦୧୦ରେ ସେ ଜୁନା ଆଖଡ଼ାରେ ଯୋଗ ଦେଇ ନାଗା ସନ୍ୟାସୀ ଦୀକ୍ଷା ଗ୍ରହଣ କରିଥିଲେ। ବାବା କୁମ୍ଭମେଳାରେ ସକାଳ ୭ଟାଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସମସ୍ୟା ସମାଧାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ଏବଂ ଯୋଗୀଙ୍କ ନେତୃତ୍ୱରେ ହେବ ରାମ ମନ୍ଦିର ନିର୍ମାଣ: ସଞ୍ଜୟ ରାଓ୍ବତ

ମୁମ୍ବାଇ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଶିବସେନା ଏମ୍‌ପି...

ପୁଣି କରୋନା ଭାଙ୍ଗିଲା ସବୁ ରେକର୍ଡ: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୩୯୦୦ ଟପିଲା…

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୫: ଚିନ୍ତା ବଢାଇଲାଣି କରୋନା। ଦେଶରେ ଏହା ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ରବିବାର ଏୟାର ଇଣ୍ଡିଆର ୫ ଜଣ ପାଇଲଟ କରୋନାରେ ସଂକ୍ରମିତ...

ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ...

ଆତଙ୍କବାଦୀ ସନ୍ଦେହରେ ୫ ଗିରଫ

ଜମ୍ମୁ,୧୬।୧୧: ଜମ୍ମୁ-କଶ୍ମୀରରେ ସୋପେର ଓ ବାରମୂଳା ଜିଲାରେ ଶନିବାର ଆତଙ୍କବାଦୀ ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ...

ସବୁଠୁ ବଡ଼ ଦୀପ: ରହୁଥିଲା ୮୦୦ ଲିଟର ତେଲ

ହିନ୍ଦୁ ଧର୍ମରେ ଦୀପର ମାହାତ୍ମ୍ୟ ବେଶ୍‌ ରହିଛି। ଯେ କୌଣସି ପୂଜା ହେଉ ନା କାହିଁକି ଦୀପ ଲୋଡା ପଡେ। ଦୀପାବଳି ପର୍ବରେ ତ ଘରେ...

ମୃତ୍ୟୁ ମୁହଁରେ ଥାଇ ଭିଡିଓରେ ଏମିତି କହିଲେ ପଦ୍ମଶ୍ରୀ ପ୍ରାପ୍ତ ଡାକ୍ତର

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପୂର୍ବତନ ସଭାପତି ତଥା ପଦ୍ମଶ୍ରୀ ପ୍ରାପ୍ତ ଡ. କେ କେ ଅଗ୍ରଓ୍ବାଲଙ୍କ ସୋମବାର ବିଳମ୍ବିତ ରାତିରେ...

Advertisement
Archives

Model This Week