ଫୁରସତ

କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ

ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଜଣେ ଯାତ୍ରୀ ହଠାତ୍‌ ଉଲଗ୍ନ ହୋଇଯିବାରୁ ବାଧ୍ୟ ହୋଇ ପାଇଲଟଙ୍କୁ ଦିଲ୍ଲୀରେ ଜରୁରୀ…

୧୯୯୦ ମସିହାରୁ ବଢ଼ାଇଥିଲେ ନଖ; ଏବେ କାଟିବା ବେଳେ ଭାବବିହ୍ବଳ ହେଲେ ଗିନିଜ ରେକର୍ଡଧାରୀ ଏହି ମହିଳା

ସଉକ ବଡ଼ କଥା। କିଛି ଲୋକ ରେକର୍ଡ ନିଶାରେ ଅଜବ ସଉକ ଆପଣାଇଥାନ୍ତି। ସେଭଳି ଜଣେ ଥିଲେ ଆମେରିକାର ଟେକ୍ସାସ୍‌ ସହରରେ ରହୁଥିବ ଅୟାନା ଓ୍ବିଲିୟମ୍ସ। ନଖ ବଢ଼ାଇବା ଅୟାନାଙ୍କ ସଉକ ଥିଲା। ସେ ଦୀର୍ଘ ବର୍ଷ ଧରି ନଖ ବଢ଼ାଇ…

ସୁପରମାର୍କେଟରେ ୮ ଫୁଟ ଲମ୍ବ ଝିଟିପିଟିର ଆତଙ୍କରାଜ; ଭିଡିଓ ଦେଖିଲେ ଡରିଯିବେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ସୁପରମାର୍କେଟର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। କାରଣ ଏଥିରେ ଏକ ୮ ଫୁଟ ଲମ୍ବର ଝିଟିପିଟିକୁ ଦେଖିବାକୁ ମିଳିଛି। ଘଟଣାଟି ଥାଇଲ୍ୟାଣ୍ଡର ୭ ଇଲେଭେନ୍‌ ଷ୍ଟୋରର। ଥାଇ ଟ୍ରାଭେଲ…

ଜାଣନ୍ତି ରାସ୍ତାରେ ଧଳା-ହଳଦିଆ ଗାର କାହିଁକି ଥାଏ

ଆପଣ ରାସ୍ତାରେ ଯିବା ସମୟରେ ନିଶ୍ଚିତ ଧଳା ଏବଂ ହଳଦିଆ ଗାର ପଡ଼ିଥିବା ଦେଖିଥିବେ। କେଉଁଠି ଏହି ଗାର ସିଧା ଟଣା ହୋଇଥାଏ ତ ଆଉ କେଉଁଠି ଛୋଟ ଛୋଟ ଟଣାଯାଇଥାଏ। ଏହି ଗାର ଦେଖି କେବେ ଆପଣଙ୍କ ମନରେ ପ୍ରଶ୍ନ…

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ ପ୍ଲାଟଫର୍ମରେ କାମ କରନ୍ତି। ଉଭୟ ଗତ ୧୪ ତାରିଖରେ ପରସ୍ପରଙ୍କୁ ଡିଜିଟାଲ ରିଙ୍ଗ୍‌…

ଅମାନିଆଙ୍କ ହାତରେ କରୋନା ଦୂତ ଷ୍ଟାମ୍ପ୍‌

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି…

ଘର ମହକାଉଛି ବାସିଫୁଲ

ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଥିବା ବାସିଫୁଲ ବି ଦେଇପାରିବ କୋଟି କୋଟି ଟଙ୍କାର ରୋଜଗାର, ଯାହାକୁ କରି ଦେଖାଇଛନ୍ତି କାନପୁରର ଅଙ୍କିତ ଅଗ୍ରଓ୍ବାଲ। ଗଙ୍ଗାନଦୀ କୂଳରେ ନିଜର ବିଦେଶୀ ବନ୍ଧୁଙ୍କ ସହ ବସିଥିବାବେଳେ ହଠାତ୍‌ ତାଙ୍କ ମୁଣ୍ଡକୁ ଜୁଟିଥିଲା ଏଭଳି ଏକ…

ପାକିସ୍ତାନ ଯୁବକଙ୍କ ପ୍ରେମରେ ଓଡ଼ିଶାର ଏହି ମହିଳା, ଭେଟିବା ପାଇଁ ପହଞ୍ଚିଲେ ସୀମାରେ; ଆଉ ତା’ ପରେ…

ଇସଲାମାବାଦ,୮।୪: ସୋସିଆଲ ମିଡିଆ ଜରିଆରେ ଭାରତର ଜଣେ ମହିଳା ପାକିସ୍ତାନର ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଘର ଛାଡ଼ି ପଞ୍ଜାବର ଡେରା ବାବା ନାନକସ୍ଥିତ କରତାପୁର ସୀମାରେ ପହଞ୍ଚିଛନ୍ତି। ଏହି ମହିଳା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ୫ ବର୍ଷର…

ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କଲେ ଯୁବକ

ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି। ଜଣେ ଯୁବକ ବିବାହରେ ଦେହରେ ବ୍ୟାଣ୍ଡେଜ୍‌ ଗୁଡ଼ାଇ…

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର କୌର। କମ୍‌ ଉଚ୍ଚତା ଯୋଗୁ ତାଙ୍କୁ ଅନେକ ସମୟରେ ଲୋକଙ୍କର ଟାର୍ଗେଟରେ ରହିବାକୁ ପଡୁଥିଲା।…

ଦୁଇ ଭଉଣୀଙ୍କ ଜଣେ ବୟଫ୍ରେଣ୍ଡ, ଏକା ସାଙ୍ଗରେ କରିବାକୁ ଚାହୁଁଛନ୍ତି ବିବାହ

ବେଳେବେଳେ ଅଜବ କଥା ଶୁଣିବାକୁ ମିଳିଥାଏ। ଏଥିରୁ କିଛି କଥା ବିଶ୍ୱସନୀୟ ହୋଇଥିବା ବେଳେ ଆଉ କିଛି ଅବିଶ୍ୱସନୀୟ ଲାଗିଥାଏ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ଏଠାରେ ରହୁଥିବା ଦୁଇ ଯାଁଳା ଭଉଣୀ ଏନା ଏବଂ ଲୁସିଙ୍କର ଜଣେ…

ନାବାଳିକାଙ୍କ ପେଟରୁ ବାହାରିଲା ଫୁଟବଲ ଆକାରର ଦୁଇଟି ଟ୍ୟୁମର

ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଟିମ୍‌ ୧୨ ବର୍ଷର ଜଣେ ନାବାଳିକାଙ୍କ ପେଟରୁ ଫୁଟବଲ ଆକାରର ଦୁଇଟି ଟ୍ୟୁମର ବାହାର କରିଛନ୍ତି। ଗତ ୪-୫ ବର୍ଷ ଧରି ନାବାଳିକାଙ୍କ ପେଟରେ ଦରଜ ହେଉଥିଲା। ଧୀରେ ଧୀରେ ଏହାର ଆକାର ବଢ଼ିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri